କ୍ରିକେଟ କ୍ୟାପଟେନ ବିରାଟ କୋହଲି ମିଛ କହୁଛନ୍ତି । ଏକଥା କହିଛନ୍ତି ଇଂଲଣ୍ଡ ତାରକା ପେସର୍ ଜେମ୍ସ ଆଣ୍ଟରସନ୍ । କୋହଲି କୁଆଡେ କହିଥିଲେ,  ଯଦି ଭାରତ ମ୍ୟାଚ ଜିତୁଛି, ତେବେ ତାଙ୍କର ବ୍ୟକ୍ତିଗତ ସ୍କୋରକୁ ସେ ଗୁରୁତ୍ୱ ଦିଅନ୍ତିନି । ଅଗଷ୍ଟ ୧ରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ କୋହଲିଙ୍କ ମନ୍ତବ୍ୟରେ ସତ୍ୟତା ନାହିଁ ବୋଲି କହିଛନ୍ତି ଆଣ୍ଡରସନ୍ । ୨୦୧୬-୧୭ରେ ଇଂଲଣ୍ଡ ବିରୋଧରେ ବିରୋଧରେ ଖେଳିଥିବା ଟେଷ୍ଟ ସିରିଜରେ କୋହଲି ୬୫୫ ସ୍କୋର କରିଥିଲେ । ତେବେ ଇଂଲଣ୍ଡ ବିପକ୍ଷରେ ଆସନ୍ତା ଟେଷ୍ଟ ସିରିଜରେ ସେ ବ୍ୟକ୍ତିଗତ ସ୍କୋର ଅପେକ୍ଷା ଟିମ୍ ସ୍କୋରକୁ ଗୁରୁତ୍ୱ ଦେଉଛନ୍ତି ବୋଲି କୋହଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here