ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ । ସିବିଆଇ ଆଖିରେ ଧୂଳି ଦେଇ ତାଙ୍କ ସହ ଲୁଚକାଳି ଖେଳ ଖେଳୁଥିବା ପି ଚିଦାମ୍ବରମଙ୍କ ଖେଳରେ ଶେଷରେ ଭଟ୍ଟା ପଡିଛି । ଦୀର୍ଘ ୩୦ ଘଣ୍ଟାରୁ ଉର୍ଦ୍ଧ ସମୟ ସିବିଆଇଙ୍କୁ ଚକମା ଦେଇଥିଲେ ପି ଚିଦାମ୍ବରମ । ହେଲେ ଗତକାଲି ସିବିଆଇ ତାଙ୍କୁ ଘରୁ ଉଠାଇ ନେବାରେ ସଫଳ ହୋଇଥିଲା । ଏହାପରେ ନିୟମାନୁଯାୟୀ ତାଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here