ଯୁକ୍ତ ୩ ସ୍ୱୟଂ ଶାସିତ ବିଦ୍ୟାଳୟ ,ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଡ୍ ଲିଷ୍ଟ । ପ୍ରଥମ ପର୍ଯ୍ୟାୟ କଟଅଫ ପାଇଁ ୧ଲକ୍ଷ ୮୮ ହଜାର ୨୨ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେବେ ଓଡିଶାର ସର୍ବଶ୍ରେଷ୍ଠ ବିଜେବି ମହାବିଦ୍ୟାଳୟରେ ସର୍ବାଧିକ ୮୮% ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ରହିଛି । ତେବେ କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ନାମଲେଖା ପାଇଁ ଆସନ୍ତା ୧୯ ତାରିଖରୁ ୨୪ ତାରିଖ ଯାଏ ଚାଲିବ । ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତାଲିକା ପ୍ରକାଶ ପାଇବ ଏବଂ ଅଗଷ୍ଟ ୬ରୁ ନାମଲେଖା ଆରମ୍ଭ ହେବ । ତେବେ ବଳକା ସିଟ୍ ତାଲିକା ୧୪ରେ ପ୍ରକାଶ ପାଇବାକୁ ଥିବାବେଳେ ୧୭ରୁ ନାମଲେଖା ପକ୍ରିୟା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here