ବାରବାଟୀରେ ଭାରତ-େଓଷ୍ଟଇଣ୍ଡିଜ୍ ମୁକାବିଲା । ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ବ୍ୟାଟିଂ କରିବ ଇଣ୍ଡିଜ୍ । ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ । ଦୀପକ ଚହରଙ୍କ ସ୍ଥାନରେ ଖେଳିଲେ ନବଦୀପ ସୈନି । ୱେଷ୍ଟଇଣ୍ଡିଜ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନି ।

LEAVE A REPLY

Please enter your comment!
Please enter your name here