ସ୍ବାମୀ ଦେଖିଦେବ ବୋଲି ପୁଅକୁ ହତ୍ୟା କରିଦେଲା ମା
ବେଙ୍ଗାଲୁରର ଦି ମାଇଣ୍ଡଫୁଲ୍ ଆଲ ଲାବ୍ କଂପାନୀର ସିଇଓ 39 ବର୍ଷୀୟା ସୂଚନା ସେଠ୍ । ଜାନୁଆରୀ 8 ତାରିଖରେ ସେ ଗୋଆ ହୋଟେଲ୍ ଛାଡିବାର କିଛି ସମୟ ପରେ ହୋଟେଲ କର୍ମଚାରୀମାନେ ରୁମ୍ ସଫା କରିବା ଆରମ୍ଭ କରିଥିଲେ...
ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ
2002 ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଦଣ୍ଡାଦେଶ ଅବଧି ସରିବା ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଉଭୟ ମହାରାଷ୍ଟ୍ର...
ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶାର ଚାରି ଜିଲ୍ଲା
ଆସନ୍ତା 14 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇମ୍ଫାଲରୁ ଆରମ୍ଭ କରିବେ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଜାନୁଆରୀ 14ରୁ ମାର୍ଚ୍ଚ 20 ତାରିଖ ପର୍ଯ୍ୟନ୍ତ ରାହୁଲ 15ଟି ରାଜ୍ୟର ଶହେଟି ଲୋକସଭା ନିର୍ବାଚନ ମଣ୍ଡଳୀ ଦେଇ...
ଲ୍ୟାଣ୍ଡିଂ ବେଳେ ଜଳିଗଲା ଯାତ୍ରୀବାହି ବିମାନ
ବିମାନରେ ପାଖାପାଖି ଚାରିଶହ ଯାତ୍ରୀ ଓ କ୍ରିଉ ମେମ୍ବର ଥିଲେ । ବିମାନ ଲ୍ୟାଣ୍ଡିଂ କରୁଥିବା ବେଳେ ରନଓ୍ବେରେ ଥିବା ଏକ ତଟରକ୍ଷି ବିମାନ ସହ ଧକ୍କା ହୋଇଥିଲା । ଆଉ ତା ପରେ ରନଓ୍ବେରେ ଯାଉଥିବା ବେଳେ ହୁତୁହୁତୁ...
ନୂଆବର୍ଷରେ ଦୋହଲିଲା ଜାପାନ, ଭୟଙ୍କର ଭୂକମ୍ପ ପରେ ସୁନାମୀ
ନୂଆବର୍ଷରେ ଭୟଙ୍କର ଭୂମିକମ୍ପ । 90 ମିନିଟରେ 21 ଭୂମିକମ୍ପରେ ଦୋହଲିଲା ଜାପାନ । ଜାପାନର ଇସିକାଓ୍ବାର ବିଭିନ୍ନ ସହରରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.6 ଥିବା କୁହାଯାଇଛି । ତେବେ ବାରମ୍ବାର ଭୂକମ୍ପ ହେବା ଯୋଗୁ ଜାପାନର...
ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ନୂଆବର୍ଷରେ ଭୁବନେଶ୍ବର-କଟକ-ପୁରୀ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳ ସାଢେ ନଟାରେ ତ୍ରିଶୁଳିଆ ଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଗତ ଏପ୍ରିଲ 1 ତାରିଖ ଉତ୍କଳ...
ଶ୍ରୀରାମ ଲହରକୁ ରୋକିବ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ !
2024 ନିର୍ବାଚନ, ଟାର୍ଗେଟରେ ଓଡିଶା । ଦ୍ବିମୁଖୀ ମୁକାବିଲା । ଗତ 24 ବର୍ଷ ଧରି କ୍ଷମତା ସିଂହାସନରେ ବସିଥିବା ବିଜେଡି ବନାମ ବିଜେପି । ରାଜନୀତି ପଶାପାଲିରେ କେତେବେଳେ ଦୁଇଦଳ ମିତ୍ର ତ ପୁଣି କେତେବେଳେ ସୁବିଧାବାଦୀ ମିତ୍ର,...
ଗାଁକୁ ଗାଁ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ, ଖର୍ଚ୍ଚ ହେବ 360 କୋଟି
ଆସନ୍ତା ଜାନୁଆରୀ 17 ତାରିଖରେ ଉଦଘାଟନ ହେବ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ । ଏହା ପୂର୍ବରୁ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ବଡ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି କ୍ୟାବିନେଟ ବୈଠକରେ ଏହାକୁ...
ହଟିବ ପୁରୁଣା ବ୍ୟବସ୍ଥା, ନୂଆବର୍ଷରୁ ଏସି ଟନେଲରେ ଶ୍ରଦ୍ଧାଳୁ ଯିବେ ଶ୍ରୀମନ୍ଦିର
ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଭଡଦାଣ୍ଡରେ ଭକ୍ତ ହନ୍ତସନ୍ତ ହେଉଥିବା ଏବଂ ଶୃଙ୍ଖଳିତ ବ୍ୟବସ୍ଥା ନ ଥିବାକୁ ନେଇ ସରକାର ସମାଲୋଚନାର ଶୀକାର ହେବା ପରେ ନୂଆ ବ୍ୟବସ୍ଥା ଆମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ନୂଆବର୍ଷରୁ ବଡଦାଣ୍ଡରେ ଥିବା ଅସ୍ଥାୟୀ...
ଦୁର୍ନୀତିକୁ ବିରୋଧ କରି ମାଡ ଖାଇଲେ, ଜେଲ୍ ଗଲେ
ଦୁର୍ନୀତିକୁ ବିରୋଧ କଲେ । ବିରୋଧ କରିବାରୁ ମାଡ ଖାଇଲେ । ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କଲା । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଖପ୍ରାଖୋଲରେ ।
ଆଗକୁ ନିର୍ବାଚନ ଆସୁଥିବାରୁ ଜୋରସୋରରେ ଚାଲିଛି ନିର୍ମାଣ...
















