ଲାଗିବନି କଟକଣା
ଚଳିତବର୍ଷ ଧୂମଧାମରେ ପାଳିତ ହେବ ଗଣେଶ ପୂଜା । ମେଲୋଡି ଏବଂ ପୂଜାର୍ଚ୍ଚନାରେ କମ୍ପି ଉଠିବ ପରିବେଶ । ଚଳିତବର୍ଷ ପୂଜାରେ ଆଉ ରହିବନି କୋଭିଡ କଟକଣା । ଶତାଧିକ ଲୋକଙ୍କୁ ନେଇ କରାଯାଇପାରିବ ପୂଜା । ପରଦା ଆଢୁଆଳରେ...
ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢିଛି । ରାଜ୍ୟ ସରକାର ଦେଇଥିବା...
5 କୋଟି ଟଙ୍କାର ମାନହାନୀ ମୋକଦ୍ଦମା କଲେ ପ୍ରକୃତି
ରାସ୍ତାରେ ବାବୁସାନଙ୍କ ପତ୍ନୀ ତୃପ୍ତି ତାଙ୍କୁ ଧକ୍କା ମାରିଲେ । ମାଡ ମାରିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା । ଥାନାରେ ଏତଲା ଦେଲେ ପ୍ରକୃତି । ମାତ୍ର ଏତଲା ଅନୁଯାୟୀ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ...
ପୋଲିସ କାହିଁକି ନେଲାନି କାର୍ଯ୍ୟାନୁଷ୍ଠାନ
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ବାବୁସାନଙ୍କ...
୪ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ!
ଉତ୍ତରପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।...
ପୋଲିସ ମୋର କିଛି କରିପାରିବ ନାହିଁଁ : ଶ୍ବେତାଙ୍କ ବୟଫ୍ରେଣ୍ଡ
ସଫ୍ଟଓ୍ବେଯାର ଇଂଜିନିଯର ଶ୍ବେତାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଖୋଜିବା ଆରମ୍ଭ କରିଛି ସୌମ୍ୟଜିତ ପଢୁଥିବା ଏକ ପ୍ରତିଷ୍ଠିତ ଅନୁଷ୍ଠାନକୁ ଯ଼ାଇ ମଧ୍ୟ ପୋଲିସ ଖୋଜିଥିବା ଜଣାପଡିଛି I ଶ୍ବେତାଙ୍କ ପରିବାର ଦେଇଥିବା ଏତଲା ଆଧାରରେ...
ଆଇଏସ ଟାର୍ଗେଟରେ ଭାରତର ଜଣେ ବଡ ନେତା!
ଭାରତର ଜଣେ ବଡ ନେତାଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିଲା ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ । ଆତ୍ମଘାତୀ ଆକ୍ରମଣ କରି ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏହି ଷଡଯନ୍ତ୍ରରେ ସାମିଲ ଥିବା ଜଣେ ଆତ୍ମଘାତୀ ଆତଙ୍କବାଦୀକୁ ଅଟକ...
ଶ୍ୱେତାଙ୍କ ମୃତ୍ୟୁ ସସପେନ୍ସ
କାହିଁକି ଆତ୍ମହତ୍ୟା କଲେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ । ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ନୂଆ ମୋଡ ସାମ୍ନାକୁ ଆସିଛି । ଶ୍ୱେତାଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି...
ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍
ପେଟ ଭିତରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ସୁରଟରେ କିଛି ମଦ୍ୟପ ସାଙ୍ଗମାନେ ଜଣେ ବ୍ୟକ୍ତିଙ୍କ ମଳଦ୍ୱାର ଯୋଗେ ଷ୍ଟିଲ ଗ୍ଲାସକୁ ଶରୀର ଭିତରେ ଭର୍ତ୍ତି କରିଦେଇଥିଲେ ।...
ପ୍ରଫେସରଙ୍କୁ ଚପଲରେ ପିଟିଲେ ପତ୍ନୀ
ବିଶ୍ୱବିଦ୍ୟାଳୟ ହତାରେ ପହଞ୍ଚିଲା ପାରିବାରିକ କଳି । ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କୁ ତାଙ୍କ ପତ୍ନୀ ଚପଲରେ ପିଟିବା ଭିଡିଓ ଭାଇରାଲ ହେଉଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ଅନୀଲ କୁମାର...
















