ସୁବର୍ଣ୍ଣରେଖାରେ ପ୍ରବଳ ବନ୍ୟା ଆଶଙ୍କା
ବାଲେଶ୍ୱର , ମୟୂରଭଞ୍ଜରେ ପ୍ରବଳ ବନ୍ୟାର ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖାରେ ଗୋଟିଏ ବଡ ବନ୍ୟା ଆସୁଛି ଯାହା ୨୦୦୮ର ବନ୍ୟାକୁ ଟପିଯିବ । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବନ୍ୟା ହେବ । ସେପଟେ ମହାନଦୀ ସିଷ୍ଟମରେ ଆଉ...
ଜନ୍ମାଷ୍ଟମୀରେ ସାରଥୀ ଆଶ୍ରମରେ ପୂଜା
କେନ୍ଦ୍ରାପଡା ଜିଲ୍ଲା ବାରିମୁଳରେ ଥିବା ବହୁ ଚର୍ଚ୍ଚିତ ସାରଥୀ ଆଶ୍ରମରେ ପୂଜାର୍ଚ୍ଚନା । ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିବାର...
ଘୁଞ୍ଚିଥିବା ପରୀକ୍ଷା ୨୭ରେ ହେବ
ବନ୍ୟା ପାଇଁ ଘୁଞ୍ଚିଥିବା ଏଏସଓ ପରୀକ୍ଷା ୨୭ରେ ହେବ । ୨୧ରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ହେବ । ଏନେଇ ଟୁଇଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ । ୩ଟି ସିଟିଂରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ...
ପାଣି କମିଛି,ଦୁର୍ଦ୍ଦଶା ବଢିଛି
ପାଣି କମୁଛି ହେଲେ ଦୁର୍ଦ୍ଦଶା ବଢୁଛି । ବନ୍ୟାଞ୍ଚଳରୁ ଏହିଭଳି ଚିତ୍ର ସାମ୍ନାକୁ ଆସୁଛି । ଯଦିଓ ପାଣି ଧିରେ ଧିରେ କମିବାରେ ଲାଗିଛି କିନ୍ତୁ ବିପନ୍ନଙ୍କର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଧିକାଂଶ ଲୋକଙ୍କ ବାସଭବନ ଉଜୁଡି ଯାଇଛି...
ଡୋଲୋ 650 ପ୍ରେସକ୍ରାଇବ୍ କରିବାକୁ ଲାଞ୍ଚ !
ବିଭିନ୍ନ ଔଷଧ ନିର୍ମାତା କଂପାନୀମାନେ ସେମାନଙ୍କ ଔଷଧ ବିକ୍ରି କରିବା ପାଇଁ ମେଡିସିନ ରିପ୍ରେଜେଣ୍ଟେଟିଭମାନଙ୍କ ଦ୍ବାରା ଡାକ୍ତରମାନଙ୍କୁ ପ୍ରଭାବିତ କରିଥାନ୍ତି । କଂପ୍ଲିମେଣ୍ଟାରୀ ମେଡିସନ ଓ ଉପହାର ପ୍ରଦାନ କରିଥାନ୍ତି । ତେବେ ମେଡିସିନ ରିପ୍ରେଜେଣ୍ଟେଟିଭିଙ୍କ ଦ୍ବାରା ଡାକ୍ତରମାନେ ପ୍ରଭାବିତ...
ଅତି ପ୍ରବଳ ବର୍ଷିବ
ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଘନୀଭୂତ ହୋଇ ଗଭୀର...
ବନ୍ୟାରେ ବହୁ ଅଞ୍ଚଳ ଜଳମଗ୍ନ, ହୀରାକୁଦର 40 ଗେଟ୍ ଖୋଲା
ଉପରମୁଣ୍ଡରେ ଲଗାଣ ବର୍ଷାଯ଼ୋଗୁ ରାଜ୍ୟରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି I ଅନେକସ୍ଥାନରେ ମହାନଦୀ ଓ ଏହାର ଶାଖା ନଦୀ ବିପଦ ସଙ୍କେତ ଉପର ଦେଇ ପ୍ରବାହିତ ହେଉଥିବାରୁ ଅନେକ ଗାଁ ଜଳମଗ୍ନ ହୋଇଛି I ବନ୍ୟା...
ହୀରାକୁଦର ୪୦ ଗେଟ୍ ଖୋଲିବ
ଖୋଲିବ ହୀରାକୁଦର ଆଉ ୪୦ଟି ଗେଟ୍ । ସ୍ଥିତି ଦେଖି ଓ ଟେକ୍ନିକାଲ କମିଟି ସହିତ କଥା ହୋଇ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବନ୍ୟା ନିୟନ୍ତ୍ରଣ କରିବାକୁ ଜଳଭଣ୍ଡାର...
ବୁଡିଲା ସ୍କାଏ ଟାୱାର ଆପାର୍ଟମେଣ୍ଟ
କେବଳ ଗାଁ ନୁହେଁ ସହରାଞ୍ଚଳରେ ପଶିଛି ବନ୍ୟାପାଣି । ଭୁବନେଶ୍ୱର ଭଳି ସହରରେ ବି ଲହଡା ଭାଙ୍ଗୁଛି ବନ୍ୟଜଳ l କୃତ୍ରିମ ବନ୍ୟାରେ ଆପାର୍ଟମେଣ୍ଟରେ ଅଣ୍ଟାଏ ପାଣି । ଯୁଆଡେ ଦେଖିବେ ଖାଲି ପାଣି ହିଁ ପାଣି । ଫଳରେ...
କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ
ତଳିଆ ଏବଂ ଉପକୁଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବନ୍ୟା ପାଣି ପଶିବା ଫଳରେ ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବନ୍ଦ କରିବାକୁ ସବୁ ବିଇଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।...
















