28.9 C
Bhubaneswar
Saturday, August 8, 2026
-Advertisement-

ଅଧାରେ ରହିଗଲା ରଥଯାତ୍ରାର ଫଟୋ ସାଉଁଟିବା

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ । ସଡକ ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଆଖି ବୁଜିଛନ୍ତି । ପୁରୀ ଯାଉଥିବାବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା...

ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଦେବେନ୍ଦ୍ର ଫଡନାଭିସ ନୁହଁନ୍ତି, ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ବିଜେପି ସମର୍ଥନରେ ସରକାର ଗଢିବେ ଏକନାଥ ସିନ୍ଦେ । ଆଜି ସାମ୍ବାଦିକ ସମ୍ମିଳନୀରେ ଫଡନାଭିସ୍ ଏହା ଘୋଷଣା କରିଛନ୍ତି । ଶିବସେନାରେ ବିଭାଜନ କରି ଉଦ୍ଧବ ଠାକରେ...

ମୁଖ୍ୟମନ୍ତ୍ରୀ ହେବେ ଫଡନାବିସ. ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପୁରସ୍କାର

କ୍ଷମତା ଖେଳରେ ହାରିଗଲେ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ବିଜେପିର ଦେବେନ୍ଦ୍ର ଫଡନାବିସ । ଶିବସେନାରେ ବିଦ୍ରୋହ କରି ବିଜେପିକୁ କ୍ଷମତାକୁ ଆଣିଥିବାରୁ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ । ଫଡନାବିସ ଓ ଏକନାଥ ଆଜି ରାଜ୍ୟପାଳଙ୍କୁ...

‘ବଡଖବର’ ମୁଖ୍ୟ ସଂପାଦକ ଗିରଫ ପଛରେ କିଏ ?

‘ବଡଖବର’ ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ ଆଜି ସକାଳୁ ଗିରଫ କରିଛି । ଅର୍ଦ୍ଧେନ୍ଦୁଙ୍କ ବିରୋଧରେ 1 କୋଟି ଟଙ୍କାରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ଥିଲା । ପୂର୍ବରୁ ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁଙ୍କ...

ନବଯୌବନ ବେଶରେ ମହାପ୍ରଭୁ

ଆଜି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ । ୧୫ ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ଦୁଇ ବର୍ଷ ପରେ ନବଯୌବନ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ...

କାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ । ସକାଳ 8ଟାରୁ ଶ୍ରୀଜୀଉ ନବଯୌବନ ଦର୍ଶନ ଦେବେ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ 8 ଟାରୁ 9 ଟା ଯାଏଁ...

‘ବଡଖବର’ ସଂପାଦକଙ୍କ ନାଁରେ ଠକେଇ ଅଭିଯୋଗ

ଠକେଇ ଅଭିଯୋଗରେ ବଡଖବର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଘରେ ଇଓଡବ୍ଲୁ ଚଢଉ କରିଛି । ବଡଖବର ଚ୍ୟାନେଲ ଆରମ୍ଭ କରିବା ବେଳେ ଦିଲ୍ଲୀର ଏକ କଂପାନୀରୁ ବୈଷୟିକ ସହାୟତା ନେଇଥିଲେ ଅର୍ଦ୍ଧେନ୍ଦୁ । ଚ୍ୟାନେଲ ପାଇଁ ଆବଶ୍ୟକ ସରଞ୍ଜାମ ହାର୍ଡଓ୍ବେୟାର...

ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ । କମିଶନରେଟ ପୋଲିସର ହସ୍ତଗତ ହେଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର...

ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ

ଆଉ ମାତ୍ର ଦିନ କେଇଟା ପରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ୨ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଭଗବାନଙ୍କ ମିଳନ ହେବ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ...

କାହିଁକି ଥାନାକୁ ବାରମ୍ବାର ଯାଉଥିଲେ ରାଇମୋହନ

ମୃତ୍ୟୁକୁ ତିନି ଦିନ ବିତିଗଲା । ହେଲେ ମୃତ୍ୟୁ ପଛର ରହସ୍ୟ ଉପରୁ ଏବେ ବି ପରଦା ଉଠିପାରୁନି । ରାଇ ମୋହନଙ୍କ ସୁଇସାଇଡକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେବାରେ ଲାଗିଛି । ହେଲେ କେଉଁ କାରଣ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...