28.9 C
Bhubaneswar
Saturday, August 8, 2026
-Advertisement-

ସଂଖ୍ୟାଲଘୁରେ ପରିଣତ ହେଲା ମହାରାଷ୍ଟ୍ର ଉଦ୍ଧବ ଠାକରେ ସରକାର

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ବିଦ୍ରୋହୀ । ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର 55 ଜଣ ବିଧାୟକଙ୍କ ମଧ୍ୟରୁ 38 ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବା ସିନ୍ଦୋ ଘୋଷଣା କରିଛନ୍ତି । ଫଳରେ...

ଶ୍ରୀଜିଉଙ୍କ ଅଙ୍ଗରେ ଦିବ୍ୟ ଘଣା ଓ ଖଳୀ ଲାଗି ନୀତି

ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି। ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ। ଅଣସର ତ୍ରୟୋଦଶୀରେ ଘଣା ଲାଗି, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହେବ। ଅଣସର ଗୃହରେ...

ବଦଳିବେ ବିରୋଧୀ ଦଳ ନେତା

ରାଜ୍ୟରେ ବିରୋଧୀଦଳ ନେତା ବଦଳିବେ I ବିଧାୟିକା କୁସୁମ ଟେଟେ ଏହି ସୂଚନା ଦେଇଛନ୍ତି I ବିରୋଧୀ ଦଳ ନେତାଙ୍କୁ ବଦଳାଇବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ଭେଟି ରାଜ୍ୟ ବିଜେପି ବିଧାୟକମାନେ ଅବଗତ କରାଇଛନ୍ତି...

ସ୍କୁଲ ଯାଞ୍ଚ କରିବାକୁ ଗଲାବେଳେ ଯାଞ୍ଚରେ ଧରାପଡିଲେ ମନ୍ତ୍ରୀ, ବିଧାୟକ

ବାଇକ ଚଲାଉଥିଲେ ବିଧାୟକ ସ୍ବରୁପ ଦାସ । ବାଇକ ପଛରେ ବସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବାଲେଶ୍ବରର ବିଭିନ୍ନ ସ୍କୁଲରେ କେମିତି ପାଠପଢା ଚାଲିଛି, ଯାଞ୍ଚ କରିବା ପାଇଁ ମନ୍ତ୍ରୀ, ବିଧାୟକ ଯାଉଥିଲେ । ମାତ୍ର...

ଦ୍ରୌପଦୀଙ୍କ ସଂପର୍କରେ ରାମଗୋପାଲ ବର୍ମାଙ୍କ ବିବାଦୀୟ ମନ୍ତବ୍ୟ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇ ଅଡୁଆରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ରାମଗୋପାଲ ବର୍ମା । ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ନେଇ ସେ ଟ୍ବିଟ୍ କରିଥିଲେ, ‘ଯଦି ଦ୍ରୌପଦୀ ରାଷ୍ଟ୍ରପତି ହେବେ, ତେବେ ପାଣ୍ଡବ...

ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ।

ସୁଇସାଇଡ୍ ସସପେନ୍ସ

କାହିଁକି ଆତ୍ମହତ୍ୟା କଲେ ରାଇମୋହନ ? ଓଡିଆ ସିନେ ଜଗତର ବାଦଶାହ ତଥା ଚର୍ଚ୍ଚିତ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ରାଇମୋହନଙ୍କ ସହ ନିକଟ ସଂପର୍କୀୟ ବି ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ...

ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ

ବରିଷ୍ଠ ଅଭିନେତା ରାଇମୋହନଙ୍କ ପରିଡା ଆଉ ନାହାଁନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ସେ ନେଲେ , କାରଣ ଅସ୍ପଷ୍ଟ...

ନାମାଙ୍କନପତ୍ର ଦାଖଲ କଲେ ଦ୍ରୌପଦୀ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସଂସଦ ଭବନ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ବରିଷ୍ଠ ନେତାଙ୍କ ଗହଣରେ ନାମାଙ୍କନ ଦାଖଲ କରିଛନ୍ତି ଦ୍ରୌପଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ...

ଦିଲ୍ଲୀରେ ଦ୍ରୌପଦୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

କଡା ସୁରକ୍ଷା ଭିତରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ବିମାନବନ୍ଦରରେ ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ବିଜେପିର ବହୁ ନେତା ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...