ଦିନକରେ 334 କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟା ଭିତରେ 334 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ କ୍ବାରେଣ୍ଟିନରୁ 195, ଲୋକାଲ 139 ଜଣ ଅଛନ୍ତି । ସେହିପରି 18ରୁ...
ରୁଚିକା ଆତ୍ମହତ୍ୟା ମାମଲା : ସିବିଆଇ ତଦନ୍ତ ଦାବି କଲେ ବିରୋଧୀ
ସାରା ରାତି ଉଜାଗର ରହି ଧାରଣାରେ ବସିଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ବାପା ମା । ନ୍ୟାୟ ଦାବିରେ ସେମାନେ କଲେଜ ଗେଟ ସାମନାରେ ଧାରଣାରେ ବସିଥିବା ବେଳେ ଆଜି ବିଧାନସଭାରେ ତୁମ୍ବିତୋଫାନ କରିଛନ୍ତି ବିରୋଧୀ ।...
୬ରେ ମାଟ୍ରିକ ରେଜଲ୍ଟ
ଆସନ୍ତା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୬ ତାରିଖ ଦିନ ଗୋଟାଏ ବେଳେ ବୋର୍ଡ ଅଫିସରେ ପ୍ରକାଶ ପାଇବ ରେଜଲ୍ଟ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର...
ସିନିୟର ବଡି ମସାଜ ପାଇଁ କହୁଥିଲେ
ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ସହ ବି ହୋଇଥିଲା ରାଗିଂ । ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ମୋ ସହ ରାଗିଂ କରାଯାଇଥିଲା । ୨୦୦୬ରୁ ୨୦୦୮ ମସିହା ଯାଏଁ କ୍ୟାରିଅର ଆରମ୍ଭ କରୁଥିବାବେଳେ ଦୂତୀ ସ୍ପୋର୍ଟସ ହଷ୍ଟେଲରେ ରହୁଥିଲେ ।...
ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ!
ସୁଇସାଇଡ ନୋଟରେ ବିଜେବି କଲେଜ ଛାତ୍ରୀ ରୁଚିକା ସ୍ପଷ୍ଟ ଭାବରେ ତାଙ୍କ ମୃତ୍ୟୁର କାରଣ ୩ ଜଣ ସିନିୟର ଛାତ୍ରୀ ବୋଲି ଉଲ୍ଲେଖ କରିଛନ୍ତି । ହଷ୍ଟେଲରେ ନିର୍ଦ୍ଧିଷ୍ଟ ୩ ଜଣ ଛାତ୍ରୀ ତାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାର କଲେ...
2 ଲକ୍ଷ କୋଟି ଟଙ୍କାର ବଜେଟ ଆଗତ
ଆଜି ବିଧାନସଭାରେ 2022-23 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । 2 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ପୂର୍ଣ୍ଣାଙ୍ଗ ବଜେଟ ମଧ୍ୟରେ 21 ହଜାର 166...
ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେସନ
ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ଅଧିବେସନ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓକନଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗ ଦେବା ସହ ଦିବଂଗତ...
ପୁଣି ବଢିଲାଣି କରୋନା
ପୁଣି ବଢିବାକୁ ଆରମ୍ଭ କଲାଣି କରୋନା । ଗତ 24 ଘଣ୍ଟା ଭିତରେ ରାଜ୍ୟରେ 231 ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଲୋକାଲ 96 ଜଣ ଏବଂ କ୍ବାରେଣ୍ଟିନରୁ 135 ଜଣଙ୍କୁ ଚିହ୍ନଟ କରାଯାଇଛି । ଖୋର୍ଦ୍ଧା...
ଆଜି ଆଡପ ମଣ୍ଡପ ବିଜେ କରିବେ
ଆଜି ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର । ତିନି ରଥରେ ଠାକୁରଙ୍କ ନୀତିକାନ୍ତି ଚାଲିଛି । ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରୁଛନ୍ତି । ତେବେ ଭକ୍ତମାନେ ରଥ ଛୁଇଁବା ଉପରେ...
ରଥାରୁଢ ହେଲେ ତିନି ଠାକୁର
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ରଥାରୁଢ ତିନି ଠାକୁର । ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହୋଇଛି । ରତ୍ନବେଦି ଛାଡି ଜନ୍ମବେଦିକୁ ଯିବେ ମହାପ୍ରଭୁ । ଫେରିବା ବେଳେ ମାଉସୀ ଘର ଦେଇ...
















