ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ
ସାରା ଦେଶରେ ଜାରି ରହିଛି ଅଗ୍ନିବୀରଙ୍କ ସଂଘର୍ଷ । ଗୃହମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗ୍ନିବୀରମାନେ ୪ ବର୍ଷ ପୂରଣ କରିବା ପରେ ସିଏପିଏଫ, ଆସାମ ରାଇଫଲ୍ସ ନିଯୁକ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ...
ବିଧାୟକଙ୍କ ବିରୋଧରେ ପ୍ରେମିକାଙ୍କ ସାଙ୍ଘାତିକ ଅଭିଯୋଗ
କଥା ଦେଇ କଥା ରଖିଲେନି ବିଧାୟକ । କୋର୍ଟ ମ୍ୟାରେଜ ପାଇଁ ଗତମାସ 17 ତାରିଖରେ ଆବେଦନ କରିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କୋର୍ଟକୁ ଆସିଲେନି । କୋର୍ଟରେ ଅପେକ୍ଷା କରି କରି ଫେରିଲେ ପ୍ରେମିକା ।...
ଅଗ୍ନିପଥ ବ୍ୟବସ୍ଥାକୁ ନେଇ ସବୁଠି ପ୍ରତିବାଦ
କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଜୋର ହେଉଛି ଆନ୍ଦୋଳନ । ବିହାର ଉତ୍ତରପ୍ରଦେଶରେ ଟ୍ରେନ ଜାଳିଦେଲେ ଆନ୍ଦୋଳନକାରୀ । ବିହାର ବେଗୁସରାଇର ଲକ୍ଷୀସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ ଜାଳିଦେଇଛନ୍ତି । ଏଥିସହିତ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳା କରିବା ସହିତ...
ଚଳଚ୍ଚିତ୍ର ପ୍ରସ୍ତୁତ କରିବେ ଛତିଶଗଡ଼ ସରକାର
ରାହୁଲ ସାହୁଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ୧୦୪ ଘଣ୍ଟାର ଅପରେସନ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ । ଏନେଇ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରାହୁଲ ବୋରୱେଲ ଗାତରେ ଫସିଥିବା ଘଟଣା...
ଅଗ୍ନିପଥ ପ୍ରତିବାଦରେ ଜଳିଲା ନିଆଁ
ସେନାରେ ସାମୟିକ ନିଯୁକ୍ତି ସଂପର୍କିତ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ । ବିହାରରେ ଜଳିବା ଆରମ୍ଭ ହେଲା ନିଆଁ । ସେନାରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀମାନେ ବିହାରରେ ଲଗାତର ଦୁଇଦିନ ଧରି ପ୍ରତିବାଦ ଜାରି ରଖିଛନ୍ତି...
ପୁଅ ଭଲ ହେଲେ ପୁରୀ ଯିବୁ
ପୁଅ ଭଲ ହେଲେ ପୁରୀ ଯ଼ାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିିବୁ I ଛତିଶଗଡ ବୋରଓ୍ବେଲରୁ ଉଦ୍ଧାର ପରେ ହସପିଟାଲରେ ଚିକିତ୍ସାଧୀନ ଥିବା ରାହୁଲଙ୍କ ବାପା ଏହା କହିଛନ୍ତି I ରାହୁଲଙ୍କୁ ପୁଣି ଜଗନ୍ନାଥ ବଞ୍ଚେଇଦେଲେ ବୋଲି ସେ କହିଛନ୍ତି...
ଓଡିଶା ଛୁଇଁଲା ମୌସୁମୀ
ଓଡିଶା ଛୁଇଁଲା ମୌସୁମୀ I ଭୁବନେଶ୍ବର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯ଼ାଇଛି I ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇଛି I ଆସନ୍ତା 24 ଘଣ୍ଟା ଭିତରେ ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ...
ସଫଳ ହେଲା 100 ଘଣ୍ଟାର ମିଶନ
ବୋରଓ୍ବେଲ ଭିତରେ ଗତ ପାଞ୍ଚଦିନ ଫସି ରହିଥିବା ରାହୁଲ ଶେଷରେ ଉଦ୍ଧାର ହୋଇଛି । ଏନଡିଆରଏଫ ଓ ସେନା ନେତୃତ୍ବରେ ମିଳିତ ଉଦ୍ଧାରକାରୀ ଦଳ ଗତ ପାଞ୍ଚଦିନ ଧରି ରେସକ୍ୟୁ ଅପରେସନକୁ ଏକ ମିଶନ ଭାବେ ଗ୍ରହଣ କରି ନେଇଥିଲେ...
ସ୍ନାନବେଦୀରେ ଶ୍ରୀଜିଉ
ପବିତ୍ର ସ୍ନାନ ପୂର୍ଣ୍ଣମୀ । ରତ୍ନ ବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୁରତୀ । ୨ ବର୍ଷ ପରେ ଆଜି କାଳିଆ ଆଖିରେ ଆଖି ମିଶାଇ ଭାବ ବିହ୍ୱଳ ହେଉଛି ଭକ୍ତ । ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୁରତି ଆଜି...
ଏ ବର୍ଷ ବାଲିଯାତ୍ରା ବୁଲିବେ ଲୋକେ
ଚଳିତବର୍ଷ ଅନୁଷ୍ଠିତ ହେବ ବାଲିଯାତ୍ରା । କୋଭିଡ ପାଇଁ ୨ ବର୍ଷ ହେବ ବନ୍ଦ ଥିଲା କଟକ ପ୍ରସିଦ୍ଧ ବାଲିଯାତ୍ରା । ଚଳିତ ବର୍ଷ କଟକ ବାଲିଯାତ୍ରା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି ।...
















