ଚାରିଦିନ ହେଲାଣି ବୋରଓ୍ବେଲ ଭିତରେ ଫସି ରହିଛି ରାହୁଲ
ତିନିଦିନ ହେଲାଣି 80 ଫୁଟ ଗଭୀର ବୋରଓ୍ବେଲ ଭିତରେ 10 ବର୍ଷର ରାହୁଲ । ରାହୁଲକୁ ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ ଚାଲିଥିଲେ ମଧ୍ୟ 50 ଘଣ୍ଟା ପରେ ବି ରାହୁଲ ପାଖରେ ପହଞ୍ଚିବା ସମ୍ଭବ ହୋଇନି । ସୋମବାର...
ଆଉ ଦିନେ ଦୁଇଦିନରେ ଆସିବ ମୌସୁମୀ
ଆସନ୍ତା 15-16 ତାରିଖରେ ଓଡିଶା ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ବର ସ୍ଥିତ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଆର. ଜେନାମଣୀ ଦେଇଥିବା ସୂଚନା ଅନୁଯାୟୀ, ମୌସୁମୀ ପ୍ରଥମେ ଦକ୍ଷିଣ ଓଡିଶାକୁ...
ବାଚସ୍ପତିଭାବେ ଦାୟିତ୍ୱ ନେଲେ ଆରୁଖ
ବିଧାନସଭା ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଆରୁଖ । ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । ବିକ୍ରମ କେଶରୀ ଆରୁଖଙ୍କ ନାଁ ପ୍ରସ୍ତାବ...
ଇଡିରେ ହାଜର ହେବେ ରାହୁଲ
ନ୍ୟାସନାଲ ହେରାଲଡ ମାମଲା । ଆଜି ଇଡିରେ ହାଜରେ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାକୁ ନେଇ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ପଦକ୍ଷେପ ବିରୋଧରେ ବିକ୍ଷୋପ କରିବ କଂଗ୍ରେସ ।...
ବାରବାଟୀରେ ହାରିଲା ଭାରତ
ବାରବାଟୀରେ ହାରିଲା ଟିମ୍ ଇଣ୍ଡିଆ । ବିଜୟୀ ହେଲା ଦକ୍ଷିଣ ଆଫ୍ରିକା । ଟି-ଟ୍ୱେଣ୍ଟିରେ ଭାରତକୁ ୪ ୱିକେଟରେ ହରାଇଛି ଭ୍ରମଣକାରୀ ଦଳ । ପ୍ରଥମେ ବ୍ୟାଟିଂ କରି ୧୪୮ ରନର ଟାର୍ଗେଟ ଦେଇଥିଲା ଭାରତ ।...
ଭାରତ 6 ଉଇକେଟରେ 148
ବାରବାଟୀରେ ଭାରତ 6 ଉଇକେଟରେ 148 ରନ କରିଛି l ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 148 ସ୍କୋର କରିଥିବା ବେଳେ ମ୍ୟାଚ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ 149 ରହିଛି. I ବ୍ୟାଟିଂ...
ଆଉ କିଛି ସମୟର ଅପେକ୍ଷା, ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା
ଆଉ କିଛି ସମୟ ପରେ ବାରବାଟୀରେ ଚାଲିବ ଲଢେଇ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡା ଟକ୍କର । ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ସଂଧ୍ୟା ୭ଟାରେ ମୁହାଁମୁହିଁ...
ଭୁବନେଶ୍ୱର କେଶରୀ ମଲରେ ଅଗ୍ନିକାଣ୍ଡ
ଭୁବନେଶ୍ୱରର କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ପୁରା ମଲ୍ ଧୁଆଁମୟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ପ୍ରଥମ ଓ ଦ୍ୱିତୀୟ ମହଲାରେ...
ମ୍ୟାଚ୍ ପାଇଁ ଆଉ ସବୁ କଣ ଗାଇଡଲାଇନ୍ , ପଢନ୍ତୁ
ରବିବାର ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ । ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି । ତେବେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ...
ଅଭ୍ୟାସ ପାଇଁ ବାହାରିଲା ଦକ୍ଷିଣ ଆଫ୍ରିକା ଟିମ୍
ବାରବାଟୀ ଲଢେଇ ପାଇଁ ବଢୁଛି ଉତ୍କଣ୍ଠା । ରବିବାର ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ସାଉଥ୍ ଆଫ୍ରିକା । ମ୍ୟାଚ ପୂର୍ବରୁ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିଅମରେ ପହଁଞ୍ଚିଛନ୍ତି ଟିମ୍ ସାଉଥଆଫ୍ରିକା । ମେ ଫେୟାର ହୋଟେଲରୁ ବସରେ...
















