25.1 C
Bhubaneswar
Sunday, November 1, 2026
-Advertisement-

ଖରାଛୁଟିରେ କାଣ୍ଟଛାଣ୍ଟ

ଚଳିତବର୍ଷ ଖରା ଛୁଟିରେ ରାଜ୍ୟ ସରକାର କାଣ୍ଟଛାଣ୍ଟ କରିଛନ୍ତି । କୋଭିଡ କଟକଣା ଯୋଗୁ ଦୁଇବର୍ଷ ଧରି ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଚଳିତବର୍ଷ ସରକାର ଖରାଛୁଟି ହ୍ରାସ କରିଛନ୍ତି । ଜୁନ୍ 6 ତାରିଖରୁ 16 ତାରିଖ...

ସ୍ମାର୍ଟସିଟିରେ ସ୍ମାର୍ଟ ନିଶା କାରବାର

ସ୍ମାର୍ଟସିଟି ଭୁବନେଶ୍ବରରେ କୋକେନ ବ୍ୟବସାୟ । ଚୁଡି ବ୍ୟବସାୟ ନାଁରେ ଚାଲିଥିଲା ନିଶା କାରବାର । ଦିଲ୍ଲୀରୁ ଭୁବନେଶ୍ବର ଆସୁଥିଲା କୋକେନ । ଆଉ ନିଶାଖୋରଙ୍କ ପାଖରେ ପହଞ୍ଚି ଯାଉଥିଲା ଏହି ଦାମୀ ନିଶାଦ୍ରବ୍ୟ । କୋକେନ ବ୍ୟବସାୟ କରୁଥିବା...

ଏକା ମାରିଥିଲା 5 ଜଣଙ୍କୁ

ମାହାଙ୍ଗା କୁସୁପୁର ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ହିଁ ପାଞ୍ଚଜଣଙ୍କୁ ହତ୍ୟା କରିଛି । ରିମାଣ୍ଡରେ ଥିବା ଶିବକୁ ନେଇ ପୋଲିସ ଆଜି ସିନ୍ ରିକ୍ରିଏଟ୍ କରିବା ପରେ ଏହି ସୂଚନା ଦେଇଛି । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି...

ମହାନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ

ପୁଣି ମହାନଦୀରେ ବୁଡିଗଲେ ଦୁଇଛାତ୍ର । ପାରାଦୀପ ନିକଟରେ ମହାନଦୀରେ ଗାଧଉଥିବା ବେଳେ ଦୁଇଜଣ ଛାତ୍ର ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୁଜଙ୍ଗ ହସପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା...

୩ ଦିନ ଧରି ପ୍ରତିଷ୍ଠା ଦିବସ ପାଳନ ହେବ

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ୩ ଦିନ ଧରି ପ୍ରତିଷ୍ଠା ଦବିସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସୂଚନା ଓ ଲୋକ ସମ୍ପର୍କ ବିଭାଗ , ଜିଲ୍ଲା ପ୍ରଶାସନ...

କ୍ଷୋଭ ପ୍ରକାଶ କଲେ ଅପରାଜିତା

ରାଜଧାନୀ ଭୁବନେଶ୍ୱର ଜନ୍ମ ଦିନରେ ତେଜିଛି ରାଜନୀତି । ଜନ୍ମଦିନ ଅବସରରେ ପ୍ରତିଷ୍ଠା ଦିବସ ପାଳନ କରୁଛି ରାଜଧାନୀ ଭୁବନେଶ୍ୱର । କିନ୍ତୁ ଏହି ପ୍ରତିଷ୍ଠା ଦିବସରେ ଅଲୋଡା ହୋଇପଡିଛନ୍ତି ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ । ଟୁଇଟ୍...

ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ

କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ । ଜନଜାତି ଉତ୍ପୀଡନ ସଂପର୍କିତ ବିଭିନ୍ନ ମାମଲାରେ ବାରମ୍ବାର ସମନ ସତ୍ତ୍ବେ ହାଜର ହେଉ ନ ଥିବାରୁ ଗିରଫ ପରଓ୍ୱାନା ଜାରି କରିଛନ୍ତି ଜାତୀୟ ଜନଜାତି କମିଶନ । ଜିଲ୍ଲାପାଳ...

ଭିଡିଓ ରିଲିଜ କରି ଦୋଷ ମାନିଲା ସାନଭାଇ

ଜଣେ କି ଦୁଇଜଣ ନୁହେଁ । ଏକାଥରେ ପରିବାରର ୫ ଜଣଙ୍କୁ ହତ୍ୟା କଲା ଅଭିଯୁକ୍ତ । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ । ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ସାନଭାଇ କରିଛି ଏମିତି ଭୟଙ୍କର କାଣ୍ଡ...

ରସି ଛିଡିବାରୁ ତଳେ ପଡିଗଲେ ମହିଳା

ଲଗାତାର ୩ ଦିନ ହେବ ଜାରି ରହିଛି ରେସ୍କ୍ୟୁ ଅପରେସନ । ଭାରତୀୟ ଯବାନମାନେ ନିଜ ଅପ୍ରାଣ ଉଦ୍ୟମରେ ଜାରି ରଖିଛନ୍ତି ଉଦ୍ଧାର କାର୍ଯ୍ୟ । ଏବେ ବି ଆଉ ୨ ଜଣ ରୋପୱେରେ ଫସି ରହିଛନ୍ତି । ଉଦ୍ଧାରବେଳେ...

ନ୍ୟାସନାଲ ଆସେମ୍ଲିରୁ ଇସ୍ତଫା ଦେଲେ ଇମ୍ରାନ

ଶେହବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ବିରୋଧୀ ଦଳ ନେତା ଥିବା ଶେହବାଜ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଭାଇ । ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ଦ୍ବାରା ବହିଷ୍କୃତ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...