୮ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ ବିଦା
ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।...
କେଉଁଠି ଚକୋଲେଟ୍ ବଣ୍ଟନ ତ କେଉଁଠି ମୁଣ୍ଡନ
କଂଗ୍ରେସର ୬ ଘଣ୍ଟିଆ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ମମିତାକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ସଂଗ୍ରାମ...
ବନ୍ଦ ନୁହେଁ, ହରତାଲ୍ – ହାଇକୋର୍ଟ
ଆସନ୍ତାକାଲି ଓଡିଶା ବନ୍ଦ ସଂପର୍କରେ ହାଇକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । କୌଣସି ଦଳ କି ସଂଗଠନ ବନ୍ଦ ପାଳନ କରିପାରିବେ ନାହିଁ । ଜୋର ଜବରଦସ୍ତ ବନ୍ଦ ପାଳନ ବେଆଇନ ବୋଲି ହାଇକୋର୍ଟ କହିଛନ୍ତି ।
ବନ୍ଦକୁ ନେଇ ଆଜି...
ବର୍ଷାରେ ଉବୁଟୁବୁ ଚେନ୍ନାଇ, ବିମାନସେବା ବାତିଲ
ପ୍ରବଳ ବର୍ଷାରେ ଚେନ୍ନାଇ ଉବୁଟୁବୁ । କେବଳ ଚେନ୍ନାଇ ନୁହେଁ, ତାମିଲନାଡୁର ସାତଟି ଜିଲ୍ଲାର ଅଧିକାଁଶ ଅଞ୍ଚଳ ଜଳାର୍ଣ୍ଣବ । ପ୍ରବଳ ବର୍ଷା ହେବା ଯୋଗୁ ଚେନ୍ନାଇ ସହର ପାଣିରେ ବୁଡି ରହିଛି । ଫଳରେ ସଂଧ୍ୟା 6ଟା ଯାଏଁ...
କାଲି ଛ ଘଣ୍ଟିଆ ଓଡିଶା ବନ୍ଦ
ମମିତା ମେହରଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି । ପୂର୍ବରୁ ବାରଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଇଥିବା କଂଗ୍ରେସ ଶେଷମୁହୂର୍ତ୍ତରେ ଛ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଛି ।...
ପ୍ରତାପ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ
କୋଟିପତି ବାବୁ ପ୍ରତାପ ଗିରଫ । ଓପିଏଚଡବ୍ଲ୍ୟୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ପ୍ରତାପଙ୍କ...
ପୁଣି ଜଣେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ
ଥମୁନି ମମିତା ତାତି । ଏବେ ବି ନ୍ୟାୟ ଅପେକ୍ଷାରେ ସମସ୍ତେ । ତେବେ ବିରୋଧି ବି ଅନେକ ସ୍ଥାନରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରୁଛନ୍ତି । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡିକୁ ଅଣ୍ଡା ମାଡ ହୋଇଛି ।...
କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ ଚଢଉ
କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ କମିଶନରେଟ ପୋଲିସର ଚଢଉ । ଗତକାଲି କେବିଏନ ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ଚେଙ୍ଗ ଓ ସଞ୍ଜୟ ଘର ଭାଙ୍ଗି ପୋଲିସ ରେଡ୍ କରିବା ପରେ ଦୁଇଜଣ ଆତ୍ମସମର୍ପଣ କରିଥିଲେ ।...
ଉଦଘାଟିତ ହେଲା ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ
କଟକ ଅରିଲୋରେ ଲୋକାର୍ପଣ କରାଯାଇଛି ଅତ୍ୟାଧୁନିକ ଓମଫେଡ ଡାଏରୀ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କର ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ...
ବାପା ବନ୍ଧୁକରେ ପୁଅର ଲୁଟ୍
ବାପା ପୋଲିସ ଅଫିସର ହୋଇଥିବାରୁ ତାଙ୍କ ବନ୍ଧୁକ ନେଇ ବ୍ୟାଙ୍କ ଲୁଟ କରୁଥିଲା ପୁଅ । ସୁନ୍ଦରଗଡ ଟାଉନ ଥାନା ହସ୍ପିଟାଲ ରୋଡ ସ୍ଥିତ ଏକ୍ସିସ୍ ବ୍ୟାଙ୍କ ଶାଖାରେ ବନ୍ଧୁକ ଦେଖାଇ ଦୁବୃର୍ତ୍ତ ଜଣଙ୍କ ୧୫ ଲକ୍ଷ ଟଙ୍କା...
















