27.9 C
Bhubaneswar
Sunday, August 9, 2026
-Advertisement-

ଦଳରୁ ବିଦାହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଦଳରୁ ବିଦାହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବନ କରିଛନ୍ତି | ଏଥିସହିତ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି | ଆଜି...

ପ୍ରେରଣାର ଉତ୍ସ ପ୍ରମୋଦ ଭଗତ

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ଓଡିଆ ଖେଳାଳି ପ୍ରମୋଦ ଭଗତଙ୍କୁ ରାଜ୍ୟ ସରକାର 6 କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ଭଗତଙ୍କୁ ଏ ଗ୍ରୁପରେ ନିଯୁକ୍ତି ଦେବେ । ପୂର୍ବରୁ ଅଲିମ୍ପିକରେ ବିଜେତାଙ୍କ...

ଭାରତୀୟ ସଶସ୍ତ୍ର ସେନାରେ ଯୋଗଦେବେ ମହିଳା

ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇପାରିବେ ମହିଳା । ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବରୁ ଏନଡିଏରେ ମହିଳାଙ୍କ ଯୋଗଦାନ ସଂପର୍କରେ କେନ୍ଦ୍ର ସରକାର ସେପ୍ଟେମ୍ବର 20...

ବଢୁଛି ପତିଆରା

ଦଳ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ବଢିବାରେ ଲାଗିଛି । ଆସନ୍ତାବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ରାଜନୈତିକ ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ଦାୟିତ୍ବ...

ଏଣିକି ପଚାଶ ପ୍ରତିଶତ ସଂରକ୍ଷଣ

ପୌର ନିର୍ବାଚନ ପାଇଁ ନିୟମରେ ସଂଶୋଧନ କରିଛନ୍ତି ସରକାର । ସଂଶୋଧିତ ନିୟମ ଅନୁସାରେ ଏଣିକି ପୌର ନିର୍ବାଚନରେ ପଚାଶ ପ୍ରତିଶତ ସଂରକ୍ଷଣ ରହିବ । ଏସସି, ଏସଟି ଓ ପଛୁଆବର୍ଗ ପ୍ରାର୍ଥୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ରହିବ...

ଫୁଟିଲା ତାଲିବାନ ଗୁଳି

କାବୁଲସ୍ଥିତ ପାକିସ୍ଥାନ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ବିକ୍ଷୋଭରେ ସାମିଲ ହୋଇଥିଲେ ଅଧିକାଁଶ ମହିଳା । ଆଫଗାନିସ୍ଥାନ ମାମଲାରେ ପାକିସ୍ଥାନ ହସ୍ତକ୍ଷେପ କରୁଥିବାରୁ ଏହାର ପ୍ରତିବାଦରେ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ପାକିସ୍ଥାନ ବିରୋଧରେ ନାରାବାଜି କରୁଥିଲେ...

ଏବେ ସରକାର ସନ୍ଦେହ ଘେରରେ

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । ମାସ ପରେ ମାସ ଗଡି ଚାଲିଥିଲେ ବି ତଦନ୍ତର ଫଳ ଶୂନ୍ । ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସଂପୃକ୍ତି ନେଇ ପ୍ରଥମରୁ ଅଭିଯୋଗ ହୋଇ ଆସୁଥିଲେ ବି ପ୍ରଭାବଶାଳୀ...

ସରକାରଙ୍କ ପାର୍ବଣ ନିୟମକୁ ବିରୋଧ

କୋଭିଡ ପାଇଁ ସରକାର ଜାରି କରିଥିବା ପାର୍ବଣ ନିୟମକୁ ବିରୋଧ କରି ଆସନ୍ତା 13 ତାରିଖରେ କଟକ ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ...

ଦି’ଦିନ ଲାଗିରହିବ ବର୍ଷା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 14ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାଣିଂ ଜାରି କରାଯାଇଛି । ଏହି...

ପଞ୍ଜଶୀରରେ ଉଡିଲା ତାଲିବାନ ପତାକା

ସବୁଠୁ ବେଶୀ ବିରୋଧର ସମ୍ମୁଖୀନ ହେଉଥିବା ପଞ୍ଜଶୀର ପ୍ରଦେଶରେ ଉଡିଲା ତାଲିବାନ ପତାକା । ପଞ୍ଜଶୀର ଦଖଲ ପରେ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ନିକଟରେ ତାଲିବାନମାନେ ପତାକା ଉଡାଇଛନ୍ତି । ପଞ୍ଜଶୀର ପ୍ରଦେଶକୁ ସେମାନେ ଦଖଲ କରିନେଇସାରିଛନ୍ତି ଏବଂ ସଂପୂର୍ଣ୍ଣ ଆଫଗାନିସ୍ଥାନରେ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...