29.4 C
Bhubaneswar
Saturday, August 8, 2026
-Advertisement-

ବ୍ରୋଞ୍ଚ ଜିତିଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପି.ଭି. ସିନ୍ଧୁ ବ୍ରୋଞ୍ଚ ପଦକ ଜିତିଛନ୍ତି I ସେ ଚୀନ ପ୍ରତିଦ୍ବନ୍ଦୀ ହେ ବିଙ୍ଗ ଜିଆଓଙ୍କୁ 2-0 ରେ ହରାଇ ଏହି ପଦକ ହାସଲ କରିଛନ୍ତି I ବ୍ୟକ୍ତିଗତ ଭାବେ ଦୁଇଟି ଅଲିମ୍ପିକ...

ଭାରତକୁ ବଡ ଦାୟିତ୍ବ, ୟୁଏନଏସସିରେ ଅଧ୍ୟକ୍ଷତା କରିବେ ମୋଦି

ଜାତିସଂଘ ନିରାପତ୍ତା ପରିଷଦ ୟୁଏନଏସସି ବୈଠକରେ ଭାରତକୁ ଅଧ୍ୟକ୍ଷ ଦାୟିତ୍ବ । ନିରାପତ୍ତା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ ପ୍ରଥମ ଭାରତୀୟ ନେତୃତ୍ବ । ବିଶ୍ବର ପ୍ରମୁଖ 15ଟି ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ନିରାପତ୍ତା...

ଅଗଷ୍ଟ ଗାଇଡଲାଇନ : ଟ୍ବିନସିଟିରେ ସପ୍ତାହାନ୍ତ ସଟଡାଉନ୍

ଘୋଷଣା ହେଲା ଅଗଷ୍ଟ ଗାଇଡଲାଇନ । ରାଜ୍ୟର 27 ଟି ଜିଲ୍ଲାରେ ସଂକ୍ରମଣ ଅତି ନଗଣ୍ୟ ରହିଥିବାରୁ ସରକାର ଲକଡାଉନ କଟକଣାକୁ କୋହଳ କରିଦେବା ସହ ଆଂଶିକ କଟକଣା ବଳବତ୍ତର ରଖିଛନ୍ତି । କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ...

ପୁରୁଷ ହକିରେ ଜାପାନକୁ ହରାଇଲା ଭାରତ

ଟୋକିଓ ଅଲିମ୍ପିକ୍ସରେ ଆୟୋଜକ ଜାପାନକୁ ହରାଇଲା ଭାରତ । ପୁରୁଷ ହକିରେ ଭାରତ ଜାପାନକୁ 5-3 ଗୋଲରେ ହରାଇ ବିଜୟ ହାସଲ କରିବା ସହ ଗ୍ରୁପ -ଏ ରେ ନିଜ ସ୍ଥିତି ସୁଦୃଢ କରିଛି । ଗୁରଜନ୍ତ ସିଂଙ୍କ ଦୁଇଟି...

ପଦକ ପକ୍କା କଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ସମ୍ଭାବନାକୁ ନିଶ୍ଚିତ କରିଛନ୍ତି ପି.ଭି. ସିନ୍ଧୁ । ଏପର୍ଯ୍ୟନ୍ତ କୌଣସି ଗୋଟିଏ ମ୍ୟାଚ୍ ନ ହାରି ମହିଳା ସିଙ୍ଗଲ୍ସରେ ସେମିରେ ପହଞ୍ଚି ଯାଇଛନ୍ତି ଭାରତର ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ...

ଜବତ ହେଲା ପୁଳା ପୁଳା ଟଙ୍କା

ଜବତ ହେଲା ପୁଳା ପୁଳା ଟଙ୍କା । ଯେତେ ଗଣିଲେ ବି ସରିଲାନି । ସକାଳୁ ଆରମ୍ଭ ହୋଇଥିଲାଯେ, ଅପରାହ୍ନ ଯାଏଁ ଟଙ୍କାଗଣା ଚାଲିଥିଲା । ଯାହାଙ୍କ ଘରୁ ଭିଜିଲାନ୍ସ ଏତେ ଟଙ୍କା ଜବତ କଲା, ସେ ବାବୁ ହେଉଛନ୍ତି...

ପଦୋନ୍ନତି ପାଇବେ ପ୍ରାଥମିକ ଶିକ୍ଷକ

ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ପଦୋନ୍ନତି । ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍ କରାଯାଇଛି । ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି...

ମହିଳା ହକିରେ ଭାରତ ବିଜୟୀ

ଟୋକିଓ ଅଲମ୍ପିକ୍ସ: ମହିଳା ହକିରେ ଭାରତର ପ୍ରଥମ ବିଜୟ । ଆୟର୍ଲାଣ୍ଡକୁ ୧-୦ ଗୋଲରେ ହରାଇଲା ଭାରତୀୟ ମହିଳା ଟିମ୍ ।

ଦିନ ୨ଟାରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ

ଆଜି ଦିନ ୨ଟାରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇବା ନେଇ ସିବିଏସଇ ସୂଚନା ଦେଇଛି । cbseresults.nic.in. ଓ cbse.gov. in ରେ ରେଜଲ୍ଟ ମିଳିବ । ରେଜଲ୍ଟ ଅପେକ୍ଷାରେ ୧୬...

ବିଚାରପତିଙ୍କୁ ଅଟୋ ଧକ୍କା କରି ହତ୍ୟା

ମଣ୍ଣିଂ ଓ୍ବାକ୍ କରୁଥିବା ବେଳେ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ଅଟୋରିକ୍ସା ଦ୍ବାରା ଧକ୍କା ଦେଇ ହତ୍ୟା । ଝାଡଖଣ୍ଡ ଧାନବାଦ ସହରରେ ଗତ ବୁଧବାର ଦିନ ଘଟିଥିବା ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...