ମୀନାଙ୍କୁ ପଞ୍ଚାୟତିରାଜ, ବିଶାଲ ଦେବଙ୍କୁ ଅର୍ଥ
ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପଦବୀରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ବିଭାଗ ସଚିବ ଭାବେ ବଦଳି କରାଯାଇଥିବା ବେଳେ ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ...
ଶ୍ରୀମନ୍ଦିରକୁ ସୁନା ଜିଭଛେଲା ଦାନ କଲେ..
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତିନୋଟି ସୁନା ଜିଭଛେଲା ଦାନ କରିଛନ୍ତି ଭୁବନେଶ୍ୱରର ଭକ୍ତ ପଦ୍ମଚରଣ ପାତ୍ର । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ , ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ତିନୋଟି ସୁନା...
କ୍ବାର୍ଟର ଫାଇନାଲରେ ପି.ଭି.ସିଦ୍ଧୁ, ବକ୍ସର ସତିଶ କୁମାର ଏବଂ ପୁରୁଷ ହକି
ଅଲିମ୍ପିକରେ ଭାରତୀୟ ଟିମ୍ ଆଉ ଗୋଟିଏ ପାହାଚ ଆଗକୁ ଉଠିଛି । ବ୍ୟାଡମିଣ୍ଟନ, ବକ୍ସିଂ ଓ ପୁରୁଷ ହକିରେ ପଦକ ପାଇବାର ଆଶା ଉଜ୍ଜଳ ହୋଇଛି । ବ୍ୟାଡମିଣ୍ଟନରେ ପି.ଭି. ସିଦ୍ଧୁ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ବକ୍ସର...
ବାହା ହେବାକୁ ଜିଦ୍ କରିବାରୁ..
ସଇତାନ ସାଜିଲା ପ୍ରେମିକ । ୨୦୧୫ରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିଲା । ଯେତେବେଳେ ବାହା ହେବାକୁ ପ୍ରେମିକା ଜିଦ୍ କଲା ସେତେବେଳେ ନିଆଁ ଲଗାଇ ଜୀଅନ୍ତା ଜାଳିଦେଲା ପ୍ରେମିକ । ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି...
ଦିଗହରା ହେଲାଣି ତଦନ୍ତ
ଗୋଟିଏ ଘରେ ରହୁଥିବା ସ୍ବାମୀ ସ୍ତ୍ରୀଙ୍କ ଭିତରୁ କୌଣସି କାରଣରୁ ସ୍ତ୍ରୀ ପୋଡିହୋଇ ମରିଗଲା । ପୋଲିସ କାହାକୁ ଗିରଫ କରିବ ଦର୍ଶକ ବନ୍ଧୁ । ଏମିତି ମାମଲାରେ ପୋଲିସ କେବେ ସ୍ବାମୀକୁ ଛାଡେ କି । ଆଗ ସ୍ବାମୀକୁ...
ହଟିବନି ଯୋଦ୍ଧା ଘୋଡା
ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଯୋଦ୍ଧା ଘୋଡା । ଯେଉଁଠି ଅଛି ସେଇଠି ହିଁ ରହିବ । ଘୋଡା ସ୍ଥାନାନ୍ତରକୁ ନେଇ ବିବାଦ ଉପୁଜିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ସମ୍ପ୍ରସାରଣ ପାଇଁ...
ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା
କରୋନା ସମ୍ପୂର୍ଣ୍ଣଭାବେ ଯାଇନି । କିନ୍ତୁ ଏବେ ରାଜଧାନୀବାସୀଙ୍କୁ ଡରାଇଲାଣି ଡେଙ୍ଗୁ । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୩୯୧ ଜଣ ଆକ୍ରାନ୍ତ । ଶୈଳଶ୍ରୀ ବିହାର ଏବଂ ନିଳାଦ୍ରୀ ବିହାରରେ...
ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଲା ସୌମ୍ୟ ରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ୯୫ ପ୍ରତିଶତ ପୋଡି ଯାଇଥିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖା ହୋଇଛି । ପାକସ୍ଥଳୀ ଖାଲି ଥିବା ଏବଂ ସେଥିରେ କୌଣସି ଦୁର୍ଗନ୍ଧ...
ହାଇଦର ଏନକାଉଣ୍ଟର ମାମଲାରେ ନୋଟିସ ଜାରି କଲେ ମାନବାଧିକାର କମିଶନ
ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲାରେ ଓଡିଶା ମାନବିକ ଅଧିକାର କମିଶନ ଓଏଚଆରସି ନିଜଆଡୁ ମାମଲା ରୁଜୁ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ମାମଲା ରୁଜୁ କରିବା ସହ ବିଭାଗୀୟ ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗିଛନ୍ତି...
ଇସ୍ତଫା ଦେଲେ ୟେଦୁରପ୍ପା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ. ୟେଦୁରପ୍ପା ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ପରେ ୟେଦୁରପ୍ପା କହିଛନ୍ତି, ସେ କାହାରି ଚାପରେ ଇସ୍ତଫା ଦେଇନାହାଁନ୍ତି । ନିଜ ଇଚ୍ଛାରେ ସେ ଇସ୍ତଫା ଦେଇଛନ୍ତି ଏବଂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ...
















