ପୁଅ ପାଖରେ ବାପା ସମ୍ପତ୍ତିର ଅଧା
ଆଜି ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ । ତେଣୁ ଅପରାହ୍ନ ସୁଦ୍ଧା ମଇଦାନରେ କେତେଜଣ ପ୍ରାର୍ଥୀ ରହିବେ ତାହା ସ୍ପଷ୍ଟ ହୋଇଯିବ । ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ପରେ ୩ ଜଣଙ୍କର ନାମାଙ୍କନକୁ ବାଦ୍ ଦିଆଯାଇଥିଲା...
ଘରୁ ନବାହାରିବାକୁ ୱାର୍ଣ୍ଣିଂ
ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ହିଟ୍ ୱେଭ୍ କଣ୍ଡିସନ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାକୁ ନବାହାରିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ...
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୨୪ ଘଣ୍ଟାରେ ୩୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ କରୋନା...
ଆସନ୍ତାକାଲିଠୁ 45 ରୁ ଅଧିକ ବୟସର ଲୋକ ନେଇପାରିବେ ଟିକା
କରୋନାର ଦ୍ବିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପ ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଆସନ୍ତାକାଲିଠୁ 45 ବର୍ଷରୁ ଅଧିକ ବୟସର ଲୋକ ଟିକା ନେଇପାରିବେ । ପୂର୍ବରୁ ଟିକା ଉତ୍ପାଦନକୁ ନଜରରେ ରଖି କେନ୍ଦ୍ର ସରକାର...
ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ସୁପ୍ରିମୋ
ପାଖଉଛି ପିପିଲି ଉପ ନିର୍ବାଚନ ତାରିଖ । ପ୍ରାର୍ଥୀ ସେମାନଙ୍କ ପ୍ରଚାର ଆରମ୍ଭ କରିଦେଲେଣି । ଏହାରି ଭିତରେ ପିପିଲି ଉପନିର୍ବାଚନ ପରିଚାଳନା ପାଇଁ ବିଜେଡିର ୪ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ । ବିଜେଡିର ୪ ବରିଷ୍ଠ ନେତାଙ୍କୁ ପିପିଲି...
ରାଜ୍ୟରେ ୩୦୦ ମୁହାଁ କରୋନା ପଜିଟିଭ୍
ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା । ୩୦୦ ମୁହାଁ କରୋନା ପଜିଟିଭ୍ । ଆଜି ରାଜ୍ୟରୁ ୨୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୭୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି...
ସରିଲା ନାମାଙ୍କନ, ମୁକାବିଲା ପାଇଁ ପ୍ରସ୍ତୁତ
ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି । ବିଜେଡିରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଆଶ୍ରିତ ପଟ୍ଟନାୟକ । କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ...
ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ
ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ମଇଦାନରେ ଆଜିଠୁ ଜମିବ ପ୍ରଚାର, ଉଠିବ ପଡିବ ପିପିଲି । ଆଜି ପିପିଲି ଉପ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ...
ହେଲମେଟ୍ ନଥିଲା ବୋଲି ଗର୍ଭବତୀ ମହିଳାଙ୍କୁ ବି …
ଜଣେ ଝିଅ ହିଁ ଆଉ ଜଣେ ଝିଅର ଦୁଃଖ ସହଜରେ ବୁଝିପାରେ । ପୁଣି ଗର୍ଭବେଦନାର ଯନ୍ତ୍ରଣା କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ । ମାତ୍ର ସେମିତି ହେଲାନି । ଖାକି ବର୍ଦ୍ଦି ପିନ୍ଧିଥିବା ଜଣେ ମହିଳା...
ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୨୫୦ ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୭୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୯ । ଖୋର୍ଦ୍ଧାରୁ ସର୍ବାଧିକ ୭୧...
















