୩୦ରେ ରୁଦ୍ରଙ୍କ ନାମାଙ୍କନ ଦାଖଲ
୩୦ ତାରିଖରେ ନାମାଙ୍କନ ଦାଖଲ କରିବେ ରୁଦ୍ର ମହାରଥୀ । ତେବେ ପିପିଲି ଉପ ନିର୍ବାଚନର ବିଜେଡିରୁ ପ୍ରାର୍ଥୀ ଅଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ତେବେ ଆଜି ମନ୍ତ୍ରୀ...
ପିପିଲି ମଇଦାନକୁ ଓହ୍ଲାଇବେ ରୁଦ୍ର
ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ରୁଦ୍ର । ପୂର୍ବତନ ମନ୍ତ୍ରୀ, ବିଧାୟକ ତଥା ଦଳର ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ମହାରଥୀଙ୍କ ପତ୍ନୀ ପ୍ରତିଭା କି ପୁଅ ରୁଦ୍ରଙ୍କୁ...
ରାସ୍ତାକଡକୁ ଆଣିଦେଲା ମହାମାରୀ
କରୋନା ମହାମାରୀ ଆଣିଦେଇଛି ଯନ୍ତ୍ରଣା । ଅନେକ ଲୋକ ତ ଏହି ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ତା ସହିତ ଅନେକ ଲୋକ ଜୀବିକା ହରାଇ ଧର୍ଯ୍ୟହରା ହୋଇପଡିଛନ୍ତି । ମହାମାରୀ ଭାଇରାସ ପାଇଁ କିଏ ନିଜ...
୨୦୨୦ର ଶ୍ୱେତପତ୍ର ପ୍ରକାଶ
ପ୍ରକାଶ ପାଇଲା ଗୃହ ବିଭାଗର ୨୦୨୦ର ଶ୍ୱେତପତ୍ର । ଶ୍ୱେତପତ୍ରରେ ରହିଛି ରାଜ୍ୟରେ ଲାଲ୍ ଚିତ୍ର , ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ତଥ୍ୟ...
ଯୁବ କଂଗ୍ରେସର ଆକ୍ରୋଶ ସମାବେଶ
ଭୁବନେଶ୍ୱରରେ ଯୁବ କଂଗ୍ରେସର ଆକ୍ରୋଶ ସମାବେଶ । ନିଯୁକ୍ତି ଦାବି, ତୈଳ ଦର ବୃଦ୍ଧି ପ୍ରତିବାଦର ଏହି ସମାବେଶ କରାଯାଇଛି । ବିଧାନସଭା ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ଭୁବନେଶ୍ୱରରେ...
ଆଜି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ଦିନକୁ ଦିନ କାୟା ମେଲାଇଲାଣି କରୋନା ଭାଇରସ । ରାଜ୍ୟରେ ପଜିଟିଭ୍ କେସ୍ ମଧ୍ୟ ବଢିବାକୁ ଲାଗିଲାଣି । କାଲି ୧୭୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୦ ହଜାର...
‘କଥା ନମାନିଲେ ମୋଟୁ ପଠାଇଦେବି’
'କଥା ନମାନିଲେ ମୋଟୁ ପଠାଇଦେବି' ।
'ହଁ ଆଜ୍ଞା, ମତେ ମୋଟୁ ପଠାଇ ଦିଅନ୍ତୁ । ମୁଁ ସେଠିକି ପଳାଇବି ।'
ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ୍ ଅଡିଓକୁ ନେଇ ବିଧାନସଭା ଆଜି ସରଗରମ ହୋଇଥିଲା । ବିରୋଧୀ ଦଳ...
ଆଜି କେଉଁ ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ , ଦେଖନ୍ତୁ
ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା ଭାଇରସ । ଆଜିକୁ ବର୍ଷେ ହେବ ଲୋକଙ୍କ ମନରେ ଯେଉଁ ଭୟ ପସିଥିଲା ଆଜି ବି ସେଇ ଭୟ ସଞ୍ଚାର କଲାଣି । ଦିନକୁ ଦିନ ରାଜ୍ୟରେ କରୋନା ପଜିଟିଭ୍ ବି ବଢିବା...
45ରୁ ଅଧିକ ବୟସର ଲୋକ ନେଇପାରିବେ ଟିକା
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଟିକା ନେବା ବୟସରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି 45 ବର୍ଷରୁ ଅଧିକ ବୟସର ଲୋକମାନେ ଟିକା ନେଇପାରିବେ । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି...
ବିଧାନସଭାରେ ପାରିତ ହେଲା ‘ଅହିଂସା’ ସଂକଳ୍ପ
ଓଡିଶାକୁ ମହାତ୍ମାଗାନ୍ଧିଙ୍କ ପ୍ରଥମ ଗସ୍ତର ଶତବାର୍ଷିକୀ ପାଳନ ଅବସରରେ ଆଜି ବିଧାନସଭାରେ ପାରିତ ହୋଇଛି 'ଅହିଂସା' ସଂକଳ୍ପ । ସମ୍ବିଧାନର ମୁଖବନ୍ଧରେ 'ଅହିଂସା' ଶବ୍ଧ ସ୍ଥାନୀତ କରିବା ପାଇଁ ଏହି ସଂକଳ୍ପ ପାରିତ ହୋଇଛି । ସଂକଳ୍ପ ପାରିତ ହେବା...
















