ଆତଙ୍କିତ ଚାଷୀ, ଆଖିକୁ ନିଦ ନାହିଁ
କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ହରିୟାଣା ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ଏବେ ଭୟ ଘାରିଛି । ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ପୋଲିସ ଆକ୍ସନକୁ ନେଇ ଚାଷୀ ଆତଙ୍କିତ । କୋଡିଏ ଜଣ ଚାଷୀଙ୍କୁ ଦିଲ୍ଲୀ ପୋଲିସ...
ରାସ୍ତାକଡରୁ ମିଳିଲା ରମାଦେବୀ ଛାତ୍ରୀଙ୍କ ମୃତଦେହ
ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱୀତୀୟ ବର୍ଷର ଛାତ୍ରୀ ଝରାଫୁଲ ନାଏକ । ଗତ ୨୪ରେ ସେ ମୟୂରଭଞ୍ଜ ଯଶୀପୁର ଅଞ୍ଚଳରୁ ଭୁବନେଶ୍ୱର ଫେରିଥିଲେ । କିନ୍ତୁ ଆଜି ଯାଜପୁର କୂଆଖିଆ ମୂଳାପାଳ ଛକ ନିକଟ...
ସର୍ଦ୍ଦାର ନୁହେଁ, ଗଦ୍ଦାର୍
ଜାନୁଆରୀ 26ରେ ଦିଲ୍ଲୀରେ ଚାଷୀମାନେ ଘଟାଇଥିବା ହିଂସାକାଣ୍ଡକୁ ନେଇ ଏବେ ଛାନଭିନ୍ ଚାଲିଛି । ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମୀକ୍ଷା କରିବା ଦିଲ୍ଲୀରେ ଅତିରିକ୍ତ ଅର୍ଦ୍ଧସାମରିକ ସେନା ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ...
ଲାଲକିଲ୍ଲାରେ ବଢିଲା ସୁରକ୍ଷା
ଗତକାଲି ଚାଷୀଙ୍କ ହିଂସାକାଣ୍ଡ ପରେ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲାଲକିଲ୍ଲା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି...
୬ ଓଡିଆ ପାଇବେ ପଦ୍ମ ପୁରସ୍କାର
୨୦୨୧ ବର୍ଷ ପାଇଁ ୬ ଓଡିଆ ପାଇବେ ପଦ୍ମ ପୁରସ୍କାର । ଜଣଙ୍କୁ ପଦ୍ମ ବିଭୂଷଣ ଓ ୫ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ । ସାହିତ୍ୟ...
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନପିପାସୁଙ୍କୁ କିଏ ଦେଉଛି ସୁରକ୍ଷା ?
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ । ଗତ ନଭେମ୍ବର ମାସରୁ ଥାନାରେ ଏତଲା ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ଧରାପଡିନି ଅଭିଯୁକ୍ତ । ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ବରର ପଳାସପଲ୍ଲୀ ଅଞ୍ଚଳରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନରେ...
ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା
ବଦଳିବ ଯୁକ୍ତ ଦୁଇ ପରୀକ୍ଷାର ଢାଞ୍ଚା । ଚଳିତବର୍ଷ ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ...
କାହିଁକି ବଢୁଛି ତେଲ ଦର?
ଦିନକୁ ଦିନ ବଢିବାରେ ଲାଗିଛି ତେଲ ଦର । ଚଳିତ ସପ୍ତାହରେ ୪ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ହୋଇଛି । ସେହିପରି...
ଫୋକସ୍ରେ ଯୁବ ଖେଳାଳୀ
ଖେଳ କରିବ ବିଜେଡି । ଆମେ ଏଥିପାଇଁ କହୁଛୁ ଯେ, ଯୁବ ଖେଳାଳୀଙ୍କୁ ଆଗକୁ ନେବ ବିଜେଡି । ସବୁ ଜିଲ୍ଲାରେ ଦଳ ଆୟୋଜନ କରିବ କ୍ରିକେଟ ଓ ଫୁଟବଲ ପ୍ରିମିୟର ଲିଗ୍ । ମୟୂରଭଞ୍ଜରୁ ଶୁଭାରମ୍ଭ ହେବ...
ଜାନୁଆରୀ ୨୬ରେ ଯାଇପାରିବନି ମିଡିଆ
ଚଳିତବର୍ଷ ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ହେବ । କିନ୍ତୁ ଏହି ସମାରୋହକୁ ଯାଇପାରିବେନି ମିଡିଆ । କରୋନା କଟକଣା ପାଇଁ ସବୁ ମିଡିଆକୁ ବାରଣ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସବୁ ଗଣମାଧ୍ୟମକୁ...



















