ପଡୋଶୀଙ୍କୁ କୋଭିଡ୍ ଭାକ୍ସିନ ଯୋଗାଉଛି ଭାରତ
କେବଳ ନିଜ ଦେଶରେ ଟିକାକରଣ ପାଇଁ ଅଭିଯାନ ଆରମ୍ଭ ହୋଇନି, ପଡୋଶୀ ରାଷ୍ଟ୍ରମାନେ କିପରି କୋଭିଡ ଠାରୁ ନିରାପଦ ଦୂରତ୍ବରେ ରହିବେ, ସେଥିପାଇଁ ପଦକ୍ଷେପ ନେଇଛି ଭାରତ । ପଡୋଶୀ ରାଷ୍ଟ୍ର ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାର ଓ ମାଲଦ୍ବିପକୁ...
କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ
କଟକ ଖାକନଗରରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବରେ ବସ୍ ଟର୍ମିନାଲର ଶିଳାନ୍ୟାସ କରିବା ସହ ନେତାଜୀଙ୍କ ସ୍ମୃତି ଚାରଣ କରିଥିଲେ...
ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ
ଭୁବନେଶ୍ୱର ଗାନ୍ଧି ମାର୍ଗରେ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ । ମାସାଧିକ କାଳ ହେଲା ଆନ୍ଦୋଳନ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଶେଷରେ ଉଠାଇ ନେଇଛି ପୋଲିସ । ଗତ ନଭେମ୍ବର ୨୮ରୁ ଆନ୍ଦୋଳନରେ ବସି ରହିଥିଲେ ସ୍ୱାସ୍ଥ୍ୟକର୍ମୀ । ଜୋର...
ସରକାରଙ୍କୁ 72 ଘଣ୍ଟା ମହଲତ ଦେଲା ବିଜେପି
ମଣ୍ଡିରୁ ଧାନ ନଉଠିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଚାଷୀଙ୍କ ସ୍ବାର୍ଥ ପାଇଁ ଲଢିବ । ତେବେ ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ଧାନ 72 ଘଣ୍ଟା ଭିତରେ ଉଠାଇବାକୁ ସରକାରଙ୍କୁ ମହଲତ ଦେଇଛି ବିଜେପି । ଗତକାଲି...
ଥାନାରେ କଟିଲା ନେତାଙ୍କ ରାତି
ସମ୍ବଲପୁର ଟାଉନ ଥାନା ପରିସରରେ ବିଜେପି ନେତାଙ୍କ ରାତି କଟିଲା । ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ସୁରେଶ ପୂଜାରୀ , ବିଧାୟକ ଜୟ ନାରାୟଣ ମିଶ୍ର, କେଭି ସିଂହଦେଓ, ରବି ନାଏକ,...
ଏଥର ନିଜ ସ୍କୁଲରେ ପରୀକ୍ଷା
ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ଅବଧି । ଅନ୍ୟ ସ୍କୁଲର ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ...
ଗାଁକୁ ଆସି ମା’ଙ୍କୁ ମନେପକାଇଲେ
ଜନ୍ମ ମାଟିରେ ଗାଁର ଗୌରବ ଚଣ୍ଡି ପ୍ରସାଦ ପହଁଞ୍ଚିବା ପରେ ପ୍ରଥମେ ମନେପକାଇଥିଲେ ନିଜ ମାକୁ । ଯଦି ଆଜି ମୁଁ ଆର୍ମିରେ ଯୋଗ ଦେଇଛି କେବଳ ବାପା ମା’ଙ୍କ ଆର୍ଶୀବାଦରୁ । ଆଜି ନିଜ ଗାଁକୁ ଆସି ମୁଁ...
ବିନା ରିପୋର୍ଟରେ ଚକା ଆଖିକୁ ଦର୍ଶନ କରୁଛନ୍ତି ଭକ୍ତ
ବିନା କଟକଣାରେ ଚାଲିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ । ଶ୍ରୀଜିଉଙ୍କୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଛି ଭକ୍ତ । କୋଭିଡ ରିପୋର୍ଟ ନୁହେଁ ଗାଇଡଲାଇନରେ ଜଗା ଦର୍ଶନ କରୁଛନ୍ତି ଭକ୍ତ । ୨୬...
କାଲିଠୁ ଅବାଧ ଜଗା ଦର୍ଶନ
କାଲିଠୁ ଜଗା ଦର୍ଶନକୁ ନେଇ ହଟିବ ପ୍ରତିବନ୍ଧକ । କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିଲେ ଜଗା ଦର୍ଶନ ହୋଇପାରିବ ବୋଲି ଗତ ମାସରେ ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣଙ୍କ ପାଇଁ ସର୍ତ୍ତମୂଳକ ଦରେଶନକୁ ଅନୁମତି...
ଭାରତକୁ ସମର୍ଥନ କଲେ ରାଷ୍ଟ୍ରପତି ବି ହେବେ
ଭାରତରେ ଜନ୍ମଗ୍ରହଣ କରିଥିବା କମଳା ହାରିସ ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି । ତାମିଲନାଡୁର ଥୁଲସେନ୍ଦ୍ରପୁରମ୍, ଚେନ୍ନାଇ ଠାରୁ ପ୍ରାୟ ସାଢେ ତିନିଶହ କିଲୋମିଟର ଦୂରରେ ଥିବା ଏହି ଛୋଟ ସହରରେ ଏବି ଆମେରିକାର ଉପରାଷ୍ଟ୍ରପତି...



















