ଆମିଷ ବଜାରରେ ପ୍ରବଳ ଗହଳି
ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ | ଆଜି ଛାଡ଼ଖାଇ | ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆମିଷ ବଜାରରେ ଦେଖିବାକୁ ମିଳିଛି ଲୋକଙ୍କ ପ୍ରବଳ ଭିଡ| ଏଥର ଯୋଗକୁ ଛାଡ଼ଖାଇ ବୁଧବାର ପଡ଼ିଥିବାରୁ ବିଭିନ୍ନ ଆମିଷ...
ଡଙ୍ଗାଭସାବେଳେ ଅଘଟଣ
ଡଙ୍ଗାଭସାବେଳେ ଅଘଟଣ । ରାୟଗଡା ଜିଲ୍ଲାରେ ଡଙ୍ଗା ଭସାଇବାବେଳେ ଗୋଡ ଖସିଯିବାରୁ ନଦୀରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସକାଳେ ରାୟଗଡାର ନାଗାବଳୀ ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଧୋଇବା ସହ ଡଙ୍ଗା ଭସାଉଥିବାବେଳେ ଗୋଡ ଖସିଯିବାରୁ...
ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା
ଆଜିଠୁ ଆରମ୍ଭ ଉତ୍କଳର ପ୍ରାଚୀନ ନୌବାଣିଜ ପରମ୍ପରା ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ ବାଲିଯାତ୍ରା | ଆଜି ଠାରୁ ଆରମ୍ଭ ହୋଇ ଦୀର୍ଘ ୮ଦିନ ଧରି ଚାଲିବ ବାଲିଯାତ୍ରା | ମହାନଦୀର ପଠାରେ ଚାଲିବ ଏହି ଉତ୍ସବ |...
୧୩ରୁ ଶୀତ ଅଧିବେଶନ
ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ | ୧୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ ଅଧିବେଶନ | ଚଳିତ ବର୍ଷର ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି...
ଆଜି ଲକ୍ଷ୍ମୀ ନୃସିଂହ ବେଶ, କାଲି ସୁନାବେଶ
ମାସ ଭିତରେ ଶ୍ରେଷ୍ଠ କାର୍ତ୍ତିକ I ଧର୍ମର ମାସ, ପୂଣ୍ୟର ମାସ. ସେଥିପାଇଁ ବ୍ରତଧାରୀମାନେ ମାସସାରା ନିଷ୍ଠାର ସହ ରାଇ ଦାମୋଦର ପୂଜା କରି ବ୍ରତ ପାଳନ କରିଥିବା ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ଭାବେ ପାଳନ କରିଥାନ୍ତି. ପବିତ୍ର...
ବୁଲିଗଲା ବୁଲ୍ ବୁଲ୍ , ଦେଇଗଲା ଅସରନ୍ତି ଦୁଃଖ
ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା ବୁଲ୍ ବୁଲ୍ । ହେଲେ ବାଳେଶ୍ୱର, କେନ୍ଦ୍ରାପଡା , ପାରାଦୀପରେ ରଚିଛି ତାଣ୍ଡବ । ସମୂଦ୍ରର ଘୋ ଘୋ ଗର୍ଜନ । ଅଶାନ୍ତ ହୋଇ କୂଳକୁ ମାଡି ଆସୁଥିଲା ଏହିଭଳି ଢଙ୍ଗରେ । ଏପଟେ...
କଅଁଳ ଶିଶୁଙ୍କ ମୁଣ୍ଡ ନେଲାଣି ଅଜଣା ରୋଗ
ଜାପାନିଜ୍ ଏନସେଫାଲାଇଟ୍ସ , ସ୍ୱାଇନ ପ୍ଲୁଂ ପରେ ମାଲକାନଗିରିରେ ଅଜଣା ରୋଗର ଆତଙ୍କ । ଜିଲ୍ଲାର କାଲିମେଳା ବ୍ଲକ ତାମାନାପଲ୍ଲୀ ଗାଁରେ ଅଜଣା ରୋଗରେ ୧୫ ଦିନ ଭିତରେ ୬ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟ ୭ଶିଶୁ ଆକ୍ରନ୍ତ...
ପାଖଉଛି ବୁଲ୍ ବୁଲ୍
ବାତ୍ୟା ବୁଲ୍ ବୁଲ୍ ନେଇ ଏସଆରସି ପ୍ରଦିପ ଜେନାଙ୍କ ସୂଚନା । ବୁଲ୍ ବୁଲ ଏବେ ପାରାଦୀପଠାରୁ ୯୫ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି ବୁଲ୍ ବୁଲ୍ । ‘ଆଜି...
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ
ଅଯୋଧ୍ୟା ମାମଲାରେ ସୁପ୍ରିମ କୋଟଙ୍କ ବଡ ନିର୍ଦ୍ଦେଶ । ମୁସଲିମ ପକ୍ଷକୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ । ମୁସଲିମ ପକ୍ଷଙ୍କୁ ବିକଳ୍ପ ଜାଗା ଦେବାକୁ କହିଲେ ସୁପ୍ରିମକୋର୍ଟ । ସୁନି ୱାକପ ବୋର୍ଡକୁ ୫ ଏକର ଜମି...
ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ
ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତିକ ମାସର ପଞ୍ଚୁକ ବ୍ରତ | ପବିତ୍ର କାର୍ତ୍ତିକ ବ୍ରତର ଶେଷ ପାଞ୍ଚଦିନ ହବିଷ୍ୟାଳିଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି | ପଞ୍ଚୁକର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବ୍ୟାପକ ସମାଗମ ହୋଇଛି |...













