ଭୁବନେଶ୍ୱର ଡୁମଡୁମା ସୁବାସ ନଗର ବସ୍ତି କଣ୍ଟେନମେଣ୍ଟ
ଭୁବନେଶ୍ୱର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିର ୩ ଶହ ଘରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ ମିଳିବା ପରେ କଣ୍ଟେନମେଣ୍ଟ ଘୋଷଣା ହେଲା...
‘ପୁରୀ ସହରକୁ ସଟ୍ ଡାଉନ୍ ଘୋଷଣା କରି ରଥଯାତ୍ରା ହେଉ’
ଚଳିତ ବର୍ଷ ରଥଯାତ୍ରାକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବାକୁ ଗତକାଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । କିନ୍ତୁ ଏହା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଥିଲା । ସବୁଆଡେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା ।...
କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ,ଦେଖନ୍ତୁ
ରାଜ୍ୟରେ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭ ଜିଲ୍ଲାରୁ ମୋଟ୍ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରୁ ଅମ୍ଫାନ ମୁକାବିଲା ସାରି ଫେରିଥିବା ଆଉ ୧୧ ଜଣ ଆକ୍ରାନ୍ତ ରହିଛନ୍ତି । କ୍ୱାରେଣ୍ଟିନ୍...
ଚୀନ ସୀମାନ୍ତରେ ଉତ୍ତେଜନା, ତିନି ଭାରତୀୟ ଯବାନ ସହିଦ
ଚୀନ ସୀମାନ୍ତରେ ଉତ୍ତେଜନା I ଲାଦାଖ ସ୍ଥିତ ଗାଲଓ୍ବାନ ଭ୍ୟାଲିରେ ଦୁଇ ସେନା ମଧ୍ୟରେ ସଂଘର୍ଷ ଘଟିବା ଫଳରେ ଭାରତୀୟ ସେନାର ଜଣେ ଅଫିସର ଓ ଦୁଇଜଣ ସୈନିକ ସହିଦ ହୋଇଛନ୍ତି I ତେବେ ଦୁଇ ସେନାଙ୍କ ମଧ୍ୟରେ କୌଣସି...
ରଥଯାତ୍ରା ସମ୍ଭାବନା, ରଥ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି
ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପୁରୋହିତଙ୍କୁ ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଦେଇଛନ୍ତି I ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ମିଳିବା ପରେ ରଥଯାତ୍ରା ହେବା ନେଇ...
କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ ?
କାହିଁକି ଆତ୍ମହତ୍ୟା କଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ I ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏବେ ସସପେନ୍ସ ଲାଗି ରହିଛି I ସୁଶାନ୍ତଙ୍କ ପରିବାର, ନିକଟ ସଂପର୍କୀୟ ଏବଂ ତାଙ୍କ ସାଙ୍ଗସାଥୀ କେହି ବି ତାଙ୍କ ଆତ୍ମହତ୍ୟା ଖବରକୁ...
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିଛନ୍ତି I ସେ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ଏମଏସ ଧୋନୀ, ଦ ଅନଟୋଲ୍ଡ ଷ୍ଟୋରୀରେ ଅଭିନୟ କରି...
ଭୁବନେଶ୍ବରରୁ 16 କରୋନା ପଜିଟିଭ୍
ଆଜି ରାଜ୍ୟରୁ ବାହାରିଥିବା 186 ପଜିଟିଭ୍ କେସ୍ ମଧ୍ୟରେ ରାଜଧାନୀ ଭୁବନେଶ୍ବରର 16ଟି କେସ୍ ରହିଛି I ଏହି 16ଟି କେସ୍ ମଧ୍ୟରୁ 14ଟି ହୋମ କ୍ବାରେଣ୍ଟିନରେ ଥିବା ଲୋକଙ୍କର ହୋଇଥିବା ବେଳେ ଦୁଇଟି ଲୋକାଲ କେସ୍ ରହିଛି I...
ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଶାହ ନେଲେ ବୈଠକ
କରୋନା ମୁକାବିଲାରେ ଦିଲ୍ଲୀର ଆପ୍ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପରିସ୍ଥିତିର ସମୀକ୍ଷା କରିଛନ୍ତି I ଗୃହ ମନ୍ତ୍ରଣାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ଦିଲ୍ଲୀ ଲେଫ୍ଟନାଣ୍ଟ...
ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି, ସବୁ ପ୍ରବାସୀଙ୍କ ପରୀକ୍ଷା ହେଉନି
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଶତାଧିକ ସଂଖ୍ୟାରେ ବଢିବାରେ ଲାଗିଛି I ଗତକାଲି 225 ପଜିଟିଭ୍ ବାହାରିଥିବା ବେଳେ ଆଜି ଆଉ 186 ପଜିଟିଭ୍ 20ଟି ଜିଲ୍ଲାରୁ ବାହାରିଛନ୍ତି I ଏହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 3909ରେ...



















