୨୧ ଜିଲ୍ଲାରୁ ୧୩୦ ପଜିଟିଭ ଚିହ୍ନଟ, ଜଣେ ମୃତ
ରାଜ୍ୟରେ କରୋନା ନେଇଛି ଆଉ ଜଣଙ୍କ ଜୀବନ । ଚିକିତ୍ସାଧିନ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ ଓ ଅନ୍ୟାନ୍ୟା ରୋଗରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ...
କାହାକୁ ମିଳିଛି ଅନୁମତି ,ପଢନ୍ତୁ
କାଲିଠୁ ଆରମ୍ଭ ହେବ ଦୁଇ ଦିନିଆ ସଟଡାଉନ୍ । ଜୁନ୍ ମାସର ପ୍ରତ୍ୟକ ଶନିବାର ଏବଂ ରବିବାରକୁ ସଟଡାଉନ୍ ଘୋଷଣା କରିଛନ୍ତି ସରକାର । ତେବେ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ମେଡିକାଲ ଭଳି ଜରୁରୀ...
ହତ୍ୟାକାରୀଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ ପୁରସ୍କାର
ଖାଦ୍ୟ ଖୋଜୁ ଖୋଜୁ ଜଙ୍ଗଲରୁ ଜନବସତି ଆଡକୁ ଚାଲି ଆସିଥିଲା ହାତୀ । ହେଲେ ଏ ମଣିଷ କଲା କଣ । ସପୁରୀ ଲାଳସା ଦେଖାଇ ଦୁଇ ଦୁଇଟି ଜୀବନ ନେଇଗଲା । ଭୋକିଲା ପେଟ ଏବଂ ନିଜ...
ବାଲିଅନ୍ତା ତହସିଲଦାର ଗିରଫ
ବାଲିଅନ୍ତା ତହସିଲଦାର ଗିରଫ । ଭୁବନେଶ୍ୱର ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଗିରଫ ହୋଇଥିବା ସୂଚନା ମିଳିଛି । ତହସିଲର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଦୁହିଁକୁ ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ...
ଆଜି ୧୪୩ ପଜିଟିଭ ଚିହ୍ନଟ
ର।।ଜ୍ୟରେ ଆଉ ୧୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୩୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୩୮୮ ରେ ପହଁଞ୍ଚିଛି ।
ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
ପୁଣି ଥରେ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସାରା ଦେଶରେ କେଉଁ ମୁଖ୍ୟମନ୍ତ୍ରୀ କେତେ ଲୋକପ୍ରିୟ ତାକୁ ନେଇ ସର୍ଭେ କରାଯାଇଛି । ଏ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ୧ ନମ୍ବରରେ...
ଆଜି ପୁଣି ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ, ୩୧ ଟି ଲୋକାଲ କେସ୍
ରାଜ୍ୟରେ ୨୨୦୦ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୪୧ ନୂଆ କରୋନା ପଜିଟିଭ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୨୭ ଜଣ ନୂଆ ଭୂତାଣୁ ସଙ୍କ୍ରମିତ ଥିବାବେଳେ ଖୋର୍ଦ୍ଧାରୁ ୨୬, ନୂଆପଡାରୁ ୧୯, କେନ୍ଦ୍ରାପଡା...
ଶନିବାର , ରବିବାର ୧୧ ଜିଲ୍ଲା ସଟ୍ ଡାଉନ୍
ସଂକ୍ରମଣ ବଢିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍ । ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲା ସଟଡାଉନ୍ କରିବାକୁ ଘୋଷଣା । ଗଞ୍ଜାମ , ପୁରୀ , ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା...
ରାଜ୍ୟରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ଚିହ୍ନଟ । ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ୧ ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ସର୍ବାଧିକ ୫୦ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୨୦, ଗଞ୍ଜାମରୁ...
ସମସ୍ତେ ଗାଇଲେ ବନ୍ଦେ ଉତ୍କଳ ଜନନୀ
କୋଭିଡ ଯୋଦ୍ଧାଙ୍କ ପାଇଁ ସମସ୍ତେ ଗାଇଲେ ବନ୍ଦେ ଉତ୍କଳ ଜନନୀ । ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ଗୀତ । ଦେଶରେ ବିଭିନ୍ନ ସ୍ଥାନରେ ଥିବା ଓଡିଆ ଲୋକ ବି ଗାଇଲେ ବନ୍ଦେ...



















