ବିନା ଭକ୍ତରେ ସ୍ନାନଯାତ୍ରା, ରଥ ଯାତ୍ରା!: ଅଧିକାରି ,ପୋଲିସ, ସେବାୟତଙ୍କ ଦ୍ୱାରା ଗଡିବ ରଥ
ସ୍ନାନଯାତ୍ରା ଓ ରଥ ଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବୈଠକ ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ସୂଚନା । ସ୍ନାନଯାତ୍ରା ବିଧିବିଧାନ ଅନୁସାରେ...
ଆଜି ଆଉ ୬୭ ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମକୁ ଟପିଲା ଯାଜପୁର
ରାଜ୍ୟରେ ୨୪ ଘଣ୍ଟାରେ ଆଉ ନୂଆ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୬ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ ହୋଇଛି । ସେହିପରି ଯାଜପୁରରେ ୧୧ ଜଣ...
କରୋନା ପାଇଁ ନରବଳି
ମା ମୋ ସ୍ୱପ୍ନରେ ଆସିଥିଲା । ଆଉ ମୁଁ ମାକୁ କରୋନା କଥା କହିଲି । ମା ମତେ ବଳି ମାଗିଲା । ଆଉ ଏ ବଳି କୌଣସି ପଶୁ କି ପକ୍ଷୀର ନୁହେଁ । ନରବଳି ମାଗିଲା ମା...
ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି କଅଁଳ ଶିଶୁ
ବିହାରର ମିଜାଫରପୁର ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ହୃଦୟ ବିଦାରକ ଦୃଶ୍ୟ । ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି ଦୁନିଆକୁ ଭଲ କରି ଜାଣିନଥିବା କଅଁଳ ଶିଶୁ । ବିନା ଖାଦ୍ୟପେୟ ଏବଂ ପ୍ରବଳ ଗରମରେ ଗୁଜରାଟରୁ...
ନୂଆ ୭୬ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର । ଅନ୍ୟ ୨ ସଙ୍କ୍ରମିତ ସ୍ଥ୍ାନୀୟ ବାସିନ୍ଦା ବୋଲି ସୂଚନା ମିଳିଛି । ବଲାଙ୍ଗିରରୁ ସର୍ବାଧିକ ୧୬ ଜଣ...
ବିଜୟ ମହାନ୍ତି ଅସୁସ୍ଥ
ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । ହୃଦଘାତ ଯୋଗୁ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ...
ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ
କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଗାମୀ ମାସେ ଆମ ପାଇଁ ଚ୍ୟାଲେଞ୍ଜ ହେବ । ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ବିଭିନ୍ନ...
ଏହି ୭ଟି ରୁଟରେ ଚାଲିବ ମୋ ବସ୍
ଆସନ୍ତାକାଲିଠାରୁ ଚାଲିବ ମୋ ବସ୍ । ଭୁବନେଶ୍ୱର, କଟକରେ ୭ଟି ରୁଟରେ ଚାଲିବ ମୋ ବସ୍ । ୭ଟି ରୁଟରେ ବିନା ଏସି ବସ୍ ଚଳାଚଳ କରିବ । ଏୟାରପୋର୍ଟ-ସିଡିଏ. ନନ୍ଦନବିହାର-ଲିଙ୍ଗିପୁର ରୁଟରେ ଚାଲିବ । ମାଷ୍ଟରକ୍ୟାଣ୍ଟିନ୍-ସିଡିଏ, ମାଷ୍ଟରକ୍ୟାଣ୍ଟିନ୍-ଖୋର୍ଦ୍ଧା...
ଏଣିକି ଅବସ୍ଥା ଅସମ୍ଭାଳ
ଏଥର ଅବସ୍ଥା ଅସମ୍ଭାଳ. ଗୋଟିଏ ଦୁଇଟି କରୋନା ଚିହ୍ନଟ ହୋଇଥିବାବେଳେ ସରକାର ଓ ପ୍ରଶାସନ ସଜାଗ ଥିଲେ । କେନ୍ଦ୍ରଠୁ ରାଜ୍ୟ ପର୍ଯ୍ୟନ୍ତ ସଟ୍ ଡାଉନ୍ ଲକ୍ ଡାଉନ୍ କଟକଣା ଭିତରେ ଲୋକଙ୍କୁ ରୁନ୍ଧି ଦେଉଥିଲେ । ଅଳ୍ପ ଅଳ୍ପ...
କାଲିଠୁ ଗଡିବ ବସ୍, ଅଟୋ, ଟ୍ୟାକ୍ସି
ରାଜ୍ୟ ଭିତରେ ଆସନ୍ତାକାଲିଠୁ ଗଡିପାରିବ ବସ୍ ଓ ଟ୍ୟାକ୍ସି । ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳା ପାଇଁ ଅନୁମତି । ସିଟିବସ୍ ଚଳାଚଳ କରିବା ପାଇଁ ମଧ୍ୟ ମିଳିଲା ଅନୁମତି । ବସ୍ ସହ ଅଟୋ ରିକ୍ସା ,...



















