ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ
ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି. ୧୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତି.ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି.ବନ୍ଦ ହେଉଥିବା ସ୍କୁଲର ପିଲା ନିକଟ ସ୍କୁଲରେ ପାଠ ପଢିବେ. ୧ କିମିରୁ...
ଆଜି ଆଫଗାନିସ୍ତାନ ଟିମ୍ ଇଣ୍ଡିଆ ମୁହାଁମୁହିଁ
ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆ ଆଜି ଖେଳିବ ପଚଂମ ମ୍ୟାଚ୍ । ଆଜିର ମୁକାବିଲାରେ ବିରାଟ ବାହିନୀ ଭେଟିବ ଗୁଲବଦିନ ନୈବଙ୍କ ଆଫଗାନିସ୍ତାନକୁ । ଚଳିତ ବିଶ୍ୱକପରେ ଅପରାଜୟ ଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ ବିଜୟୀ...
ବିଜେଡି ରାଜ୍ୟସଭାପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ । ବିଜେଡି ଆଇଟି ସେଲ ମୁଖ୍ୟ ଅଛନ୍ତି ଅମର ପଟ୍ଟନାୟକ । ବିଜୁ ଜନତା ଦଳ ମୁଖପାତ୍ର ଅଛନ୍ତି ସସ୍ମିତ ପାତ୍ର ।ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ...
ଗୁଣି ଗାରେଡିକୁ ନେଇ ମର୍ଡର
ଗୁଣି ଗାରେଡିକୁ ନେଇ ଡବଲ ମର୍ଡର । ଗଡିଗଲା ଦୁଇ ଦୁଇଟା ମୁଣ୍ଡ । ଠେଙ୍ଗା ଓ ପଥରରେ ମୁଣ୍ଡକୁ ଛେଚି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ହତ୍ୟାକାରୀ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ରାୟଗଡା ଜିଲ୍ଲା...
ଆସିଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲ୍ଟ
ଆଜି ଯୁକ୍ତ ୨ ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ସାଢେ ୩ଟାରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ କଳାରେ ମୋଟ ୨...
ଅସଜଡା ସ୍କୁଲ
ଜୁନ୍ ୧୮ । ଖରାଛୁଟି ପରେ ସ୍କୁଲ ଖୋଲିବାର ଦିନକ ଆଗରୁ ପୁଣି ୭ଦିନ ଛୁଟି ଘୋଷଣା କଲେ ସରକାର । ପରେ ତାହା ବର୍ଦ୍ଧିତ କରାଯାଇ ୨୬ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହେଲା । ଗ୍ରୀଷ୍ମପ୍ରବାହ କମିବାର ଦେଖି...
ହାତରେ ଲଙ୍ଗଳ, ମୁଣ୍ଡରେ ଠେକା
ହାତରେ ଲଙ୍ଗଳ, ମୁଣ୍ଡରେ ଠେକା । ବର୍ଷା ଆସିବା ପୂର୍ବରୁ ଚଷାପୁଅ ଲାଗି ଯାଇଛି ଚାଷ କାମରେ । ଠିକ୍ ସମୟରେ ଜମିକୁ ହଳ ନକଲେ ଚାଷ ସମୟ ଗଡିଯିବ । ସେଥିପାଇଁ ମନ୍ତ୍ରୀ ଦପ୍ତରରୁ କିଛି ସମୟ ବାହାର...
ସେଲ୍ଫି ନେଇ ଫସିଲେ ସଉକିଆ ସେବକ
ପୁରୀ ଶ୍ରୀମନ୍ଦିର ବେଢାରେ ଥିବା ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଭିତର ଦୃଶ୍ୟ ଭାଇରାଲ । ଏହି ଘଟଣାରେ ଜଣେ ସେବାୟତଙ୍କୁ ସସପେଣ୍ଡ କରାଯାଇଛି । ଶ୍ରୀମନ୍ଦିର ପରିସର ମା ଲକ୍ଷ୍ମୀଙ୍କ ଜଗମୋହନରେ ମହାପ୍ରଭୁଙ୍କ ପାଇଁ ବାସୁଙ୍ଗା ପାଟ ତିଆରି ହେଉଥିଲା...
ଜନ୍ମ ମାଟିରେ ସହିଦ ବୀର ଯବାନ
ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ କୁମାର ସାହୁଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମମାଟି ଢେଙ୍କାନାଳରେ ପହଁଚିଛି । ଏହା ପୂର୍ବରୁ ତାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲା । ସେଠାରେ ରାଜ୍ୟପାଳ...
ଲୁଚିଗଲାଣି ଲିଚୁ
ଓଡିଶାରେ ପଶିଲା ବିହାରର ଡର । ବିହାରରେ ଜର ଓଡିଶାରେ ଘାରିଲାଣି ଭୟ । ଏବେ ସବୁଠି ଚର୍ଚ୍ଚା ଲିଚୁ ଫଳକୁ ନେଇ । ଲିଚୁ କୋଳି ଦେଖି ଗ୍ରାହକ ବି ଡରିବା ଆରମ୍ଭ କଲେଣି । ଲିଚୁ କୋଳି...


















