ପ୍ରବାସୀ ଶ୍ରମିକଙ୍କୁ ୨ମାସ ମାଗଣା ଖାଦ୍ୟ
ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ଯାଏ ମାଗଣା ଖାଦ୍ୟ ଦିଆଯିବ । ପ୍ରାୟ ୮ କୋଟି ପ୍ରବାସୀଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ । ଖର୍ଚ୍ଚ ହେବ ୩୫ ଶହ କୋଟି । ୨ ମାସ ଯାଏ ମାସିକ...
ଯାଜପୁର ଜିଲ୍ଲାରେ ସୁସ୍ଥ ହେଲେ ୧୫ ଆକ୍ରାନ୍ତ
ସୁସ୍ଥ ହେଲେ ଆଉ ୧୫ ଜଣ କରୋନା ଆକ୍ରାନ୍ତ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ ୧୫୮ଜଣ ଆରୋଗ୍ୟ ହେଲେଣି। ଯାଜପୁର ଜିଲ୍ଲାରେ ସମୁଦାୟ ୮୮ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇଛନ୍ତି।...
ଘରକୁ ବାହୁଡୁଛନ୍ତି ହଜାର ହଜାର ପ୍ରବାସୀ
କରୋନା ଭୟ ଭିତରେ ଦାଦନଙ୍କ ସଂଘର୍ଷର ଯାତ୍ରା । ପାଦରେ ଚାଲି ଚାଲି ଘରକୁ ବାହୁଡୁଛନ୍ତି ହଜାର ହଜାର ପ୍ରବାସୀ ।
ଇଏ ହେଉଛି ରାୟଗଡା ସହରର ଦୃଶ୍ୟ । ଯୁଆଡେ ଦେଖିବେ ମାଳମାଳ ଫେରନ୍ତା ପ୍ରବାସୀ । ରାୟଗଡା...
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା
ଦକ୍ଷିଣପୂର୍ବ ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା । ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ସୃଷ୍ଟ ଲଘୁଚାପ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେବ । କାଳକ୍ରମେ ଘନୀଭୂତ ହୋଇ ୧୬ ସୁଦ୍ଧା ଝଡବାତ୍ୟାର ରୂପ...
ଏକାଥରେ ସେଞ୍ଚୁରୀ
ଏକାଥରେ 101 । ଓଡିଶାରେ ରେକର୍ଡ କଲା କରୋନା । ପୂର୍ବରୁ ଗୋଟିଏ ଦିନରେ ଏତେସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇ ନଥିବା ବେଳେ ବୁଧବାର ସକାଳ ରିପୋର୍ଟରେ ଏକାଥରେ 101 ଜଣଙ୍କ ପାଖରେ କରୋନା ପଜିଟିଭ୍ ବାହାରିବା ରାଜ୍ୟରେ କରୋନା...
କ୍ବାରେଣ୍ଟିନ ଅନ୍ତେବାସୀଙ୍କ ପାଇଁ ସାର୍ଟିଫିକେଟ କୋର୍ସ
କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ଷ୍ଟ୍ରାଟେଜୀ । ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରମାନଙ୍କରେ ଅନ୍ତେବାସୀମାନଙ୍କୁ କୋଭିଡ ରୋଗ ପରିଚାଳନା ସଂପର୍କରେ ତାଲିମ ଦିଆଯିବ । ଯାହାଫଳରେ ସଙ୍ଗରୋଧରୁ ବାହାରିବା ପରେ ସେମାନେ କୋଭିଡ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିପାରିବେ...
ଗଡିବ ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ୍
୧୩ ତାରିଖରୁ ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକି ଯିବ ସ୍ୱତନ୍ତ୍ର ଟ୍ରେନ୍ । ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ଛାଡିବ ସ୍ପେଶାଲ ଟ୍ରେନ୍ । ଟ୍ରେନରେ ୧୭ଟି ବଗି ରହିବ, ସବୁ ବଗି ଏୟାର କଣ୍ଡିସନଡ । ୧୪ରୁ ଆରମ୍ଭ...
ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ
କରୋନାକୁ ନେଇ ଲକ୍ ଡାଉନ, ସଟ୍ ଡାଉନଠୁ ନେଇ କେତେ କଣ ହେଇଗଲା I ଜନତା କର୍ଫ୍ୟୁ ପାଳନ କରି ଲୋକେ ଥାଳି, ଗିନା ବି ବାଡେଇଲେ I ରାସ୍ତାରେ ଅମାନିଆ ଲୋକଙ୍କୁ ପୋଲିସ ଗୋରୁଗାଇ ଭଳିଆ ବାଡେଇଲା I...
୩ କରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଉ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କଟକରେ ୩ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି ଓ ଏବେ ବି ୨ଟି...
ପରଲୋକରେ ସୁବାଷ ଚୌହାନ
ସୁବାଷ ଚୌହାନଙ୍କ ପରଲୋକ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ୍ୟ ସୁବାଷ ଚୌହାନଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ ସୁବାଷଙ୍କ ପରଲୋକ ଘଟିଛି...



















