ଦିନକରେ ୫ ପିିଜିଟିଭ୍ ଚିହ୍ନଟ
ଧିରେ ଧିରେ ଚିନ୍ତା ବଢାଉଛି କରୋନା । ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ପୁଣି ରାଜ୍ୟରେ ଆଉ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ...
ସାରା ଦେଶରେ ମେ’ ୩ ଯାଏଁ ବଢିଲା ଲକ୍ ଡାଉନ୍
ମେ ମାସ ୩ ତାରିଖ ଯାଏଁ ସାରା ଦେଶରେ ଲକ୍ ଡାଉନ୍ ଅବଧି ବୃଦ୍ଧି । ଯେଉଁ ଅଞ୍ଚଳରେ ନୂଆ ମାମଲା ସାମନାକୁ ଆସିବ ନାହିଁ ସେଠାରେ ଲକ୍ ଡାଉନ୍ କହୋଳ କରାଯିବ । କିନ୍ତୁ ଯେଉଁଠାରେ କରୋନା ନୂଆ...
ଭୁବନେଶ୍ଵରରେ ପୁଣି କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵରରେ ଆଉ ଜଣେ କରୋନା ପଜିଟିଭ୍ । ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨ ଜଣ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର , ଜଣେ କେନ୍ଦ୍ରାପଡ଼ା ଜିଲ୍ଲାରର ଓ ଜଣେ ଭୁବନେଶ୍ଵରର ବୋଲି...
ଲକ୍ ଡାଉନ ଅବଧି ବଢାଇବାରେ ଓଡିଶା ପ୍ରଥମ ରାଜ୍ୟ
ରାଜ୍ୟରେ ଲକ୍ ଡାଉନ ଅବଧି ଆଉ 15 ଦିନ ବଢିଲା I ଆଜି ରାଜ୍ୟ କ୍ୟାବିନେଟରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି I ସମଗ୍ର ଦେଶରେ ଲକ୍ ଡାଉନ 15 ତାରିଖ ଯାଏଁ ଥିବା ବେଳେ ଏବଂ ଲକ୍ ଡାଉନ...
ରାଜ୍ୟରେ ଆଉ ୨ କରୋନା ପଜିଟିଭ
ରାଜ୍ୟରେ ଆଉ ୨ କରୋନା ପଜିଟିଭ । ଢେଙ୍କାନାଳର ୫୧ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ । ଆଉ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୬୯ ବର୍ଷୀୟ ବ୍ୟକ୍ତି ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧିନ । ଓଡିଶାରେ ୪୪ ରେ...
ଆମକୁ ଖାଇବାକୁ ଦେବ କିଏ
କରୋନାକୁ ନେଇ ସବୁ ଲକ୍ ଡାଉନ । ବାହାରକୁ ବାହାରିବା ମନା । କେମିତି କୋଉଠୁ ପନିପରିବା ଓ ସଉଦା କିଣି ଲୋକେ ଘର ଭିତରକୁ ପଶି ଯାଉଛନ୍ତି । ଦିନେ କି ଦୁଇଦିନ ନୁହେଁ, ମାର୍ଚ୍ଚ ୨୨ ତାରିଖରୁ...
କାଲିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା
ଏଣିକି ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା । କାଲିଠୁ ସାରା ରାଜ୍ୟରେ କଡାକଡି ଭାବେ ଏହି ନିୟମ ପାଳନ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କାଶ କିମ୍ବା ଛିଙ୍କ ବେଳେ...
ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ
କରୋନା ସଂକ୍ରମଣକୁ ନେଇ ଲୋକଙ୍କ ଭିତରେ ଭୟ ଓ ଆଶଙ୍କା ଲାଗି ରହିଥିବା ବେଳେ ଆଜି ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି I ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 72 ବର୍ଷ ଏବଂ ସେ ଭୁବନେଶ୍ବର ଝାରପଡା ଅଞ୍ଚଳର...
ଆମେରିକାର ଧମକ ପରେ କି ନିଷ୍ପତ୍ତି ନେଲା ଭାରତ..
ଆମେରିକାରେ ମୃତ୍ୟୁର ତାଣ୍ଡବଲୀଳା ରଚିଥିବା କରୋନାକୁ ନେଇ ମାନସିକ ସନ୍ତୁଳନ ହରାଇଲେଣି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ I କୋଭିଡ 19 ରୋଗୀଙ୍କ ପାଇଁ ହ୍ରାଇଡ୍ରକ୍ସିକ୍ଲୋରୋକ୍ବିନ ଔଷଧ ନ ପଠାଇଲେ ଆମେରିକା ଆକ୍ରମଣ କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ କହିବା...
ଧରାପଡିଗଲା ବନ୍ଧୁତାର ନିବୀଡତା, ଔଷଧ ନ ଦେଲେ ଆକ୍ରମଣ ଧମକ
ଏବେ ଧରାପଡିଗଲା ବନ୍ଧୁତାର ନିବୀଡତା I ପ୍ରଥମେ ବନ୍ଧୁତାର ଦ୍ବାହି ଦେଲେ, ଅନୁରୋଧ କଲେ, ତା ପରେ ସିଧାସଳଖ ଆକ୍ରମଣର ଧମକ I ଇଏ ହେଉଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ତରଙ୍ଗ ସଂପର୍କର ପରିଣାମ...



















