୩ ଡାକ୍ତର ୧୯ ନର୍ସ ଗଲେ କ୍ୱାରେଣ୍ଟିନ୍
କ୍ୱାରେଣ୍ଟିନକୁ ଗଲେ ଯାଜପୁରର ୩ ଡାକ୍ତର । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସହିତ ୧୯ ଜଣ ନର୍ସଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଛି । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କୁ...
୫୩ ସାମ୍ବାଦିକ କରୋନାରେ ଆକ୍ରାନ୍ତ
ସାମ୍ବାଦିକମାନେ ନଥିଲେ ଆପଣ ପାଇପାରିବେନି ଅପଡେଟ୍ । ଦିନରାତି ଏକ କରି ଲୋକଙ୍କୁ ଟିକ୍ ନିକ୍ ସୂଚନା ସହ ସଚେତନ କରାଉଥିବା ସାମ୍ବାଦିକମାନେ ଏବେ ବିପଦରେ । କାହିଁକି ନାଁ ଯେଉଁ ଯୋଦ୍ଧା ମାନେ ନିଜ ଜୀବନକୁ ଭୟ ନକରି...
ରାଜ୍ୟର ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟର ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ପହଁଞ୍ଚିଲା ୭୪ରେ । ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୬ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ଜଣେ...
ଶ୍ରୀମନ୍ଦିର ଦର୍ଶନ ପରେ ନିଲମ୍ବିତ ହେଲେ
ବାବୁଙ୍କ ସାହାସ ମାନିବାକୁ ପଡିବ । ଲକ୍ ଡାଉନ୍ ବେଳେ ପୁରୀ ଭ୍ରମଣ କରିବାର ଅଭିଳାଷ । ଯେତେବେଳେ କରୋନାକୁ ନେଇ ସାରା ରାଜ୍ୟରେ କଟକଣା ଲାଗିଛି, ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଛି, ସେତେବେଳେ ସ୍ତ୍ରୀ...
କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା
ବାହାର ରାଜ୍ୟରେ ବହୁ ଓଡିଆ ଫସି ରହିଛନ୍ତି I ବହୁ ଶ୍ରମିକ, ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀ ବାହାର ରାଜ୍ୟରେ ଫସି ରହିଥିବା ବେଳେ ସେମାନଙ୍କୁ ସରକାର ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ...
ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ ପାଇଁ କିଏ ଦେଇଥିଲା ଅନୁମତି
ଭାରତରେ କୋଭିଡ 19 ସଂକ୍ରମଣର ଏକ ପ୍ରମୁଖ କାରଣ ଭାବେ ଦିଲ୍ଲୀ ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ I ଏପର୍ଯ୍ୟନ୍ତ ଭାରତରେ କୋଭିଡ 19 ପଜିଟିଭ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ 30 ପ୍ରତିଶତ ଏହି ସମ୍ମିଳନୀ ସହ ଜଡିତ...
ରାମଚନ୍ଦ୍ରଙ୍କ ପତ୍ନୀକୁ ଗାଁ ମଶାଣୀ ମନା
ମୋ ସ୍ତ୍ରୀର ମୃତ୍ୟୁ ହୋଇଛି ଆଗ୍ୟା । ମୁଁଏକୁଟିଆଏଠି ରୁହେ । ଘରଲୋକ ଗାଁରେ ରୁହନ୍ତି । କିନ୍ତୁ କରୋନା ଆଶଙ୍କାରେ ମୋ ସ୍ତ୍ରୀର ମୃତ ଦେହକୁ ଗାଁ ଶ୍ମଶାନକୁ ପୂରାଇ ଦେବାକୁ ରୋକଠୋକ ମନା କରିଦେଲେ ଗ୍ରାମବାସୀ ।...
କରୋନା ୱାର୍ଡରେ ମା’
କେତେ ଭୟଙ୍କର ହୋଇପାରେ କରୋନା ଓ ତିନିମାସର କଅଁଳ ଶିଶୁକୁ ବି ଅଲଗା କରିଦେଇଛି ତା ମା’ ପାଖରୁ ଓ ମାଆର ମମତାରୁ ବଂଚିତ ଏହି କୁନି ଶିଶୁର ଏବେ ଯତ୍ନ ନେଉଛନ୍ତି ନର୍ସମାନେ ଓ ପିଲାଟି ସହ ଖେଳୁଛନ୍ତି...
କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ କ’ଣ ଖୋଲା ଏବଂ କ’ଣ ବନ୍ଦ
ନୂଆ ଗାଇଡ୍ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା ପରେ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ ।...
ରାଜଧାନୀର ହାଟ ବୁଲିଥିଲେ ୬୦ ନମ୍ବର କରୋନା ଆକ୍ରାନ୍ତ
୫୭ ନମ୍ବର ଆକ୍ରାନ୍ତ ୫୦ ବର୍ଷ ବୟସ୍କ ବ୍ୟକ୍ତି। ସେ ପରିବା ବଜାର, ରିଲାଏନ୍ସ ଫ୍ରେସ୍ ଯାଇଥିଲେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏ ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ଏହି ସମୟ ମଧ୍ୟରେ ପରିବା, ଗ୍ରୋସରୀ କିଣିବାକୁ ବାହାରକୁ...



















