ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କୋଉଠି ହୋଇଛି କେତେ ମତଦାନ
୨୦୧୯ ମହାସମରର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ସୁଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର...
ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ
ବାଲେଶ୍ୱର ରେମୁଣା ସଭାରୁ ମୋଦିଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ । କହିଲେ ଓଡିଶାବାସୀଙ୍କ ଆଶିର୍ବାଦରୁ ପୁଣିଥରେ ବିଜୁ ଜନତା ଦଳ ସରକାର ଗଠନ କରିବ,ସରିଥିବା ତିନୋଟି ପର୍ଯ୍ୟାୟ ନିର୍ବାଚନରେ ବିଜେଡି ବହୁମତ ହାସଲ କରିସାରିଲାଣି, ଏଣୁ ବିଜେଡି ସରକାର...
ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ମେ ୧୯ରେ ହେବ ପାଟକୁରା ନିର୍ବାଚନ । ମେ ୧ରେ ପ୍ରାର୍ଥୀପତ୍ର ଦାଖଲ ଏବଂ ୨ରେ ପ୍ରାର୍ଥୀପତ୍ର ଯାଞ୍ଚହେବ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୁଚନା ଦେଇଛନ୍ତି...
୩ଟା ସୁଦ୍ଧା ୪୭ ପ୍ରତିଶତ ମତଦାନ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୭% ମତଦାନ ସାବ୍ୟସ୍ତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ...
ଭୋଟ ଦେଲେ ହେଭିୱେଟ
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ପ୍ରାର୍ଥୀମାନେ ମଧ୍ୟ ନିଜ ନିଜର...
ମୂଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ତିନି ଦଳର ପ୍ରତିନିଧି : ପ୍ରାକ ନିର୍ବାଚନୀ ହିଂସା ନେଇ ଆଣିଲେ ଅଭିଯୋଗ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜୋର ଧରିଛି ନିର୍ବାଚନୀ ହିଂସା । ଏନେଇ ବିଜେପିର ପ୍ରତିନିଧି ଦଳ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ରେ ନିର୍ବାଚନ ଅଧିକାରିଙ୍କୁ ମରଣାନ୍ତକ ଆକ୍ରମଣ...
ଗିରଫ ହେଲେ ମହାରଥୀ
ଗିରଫ ହେଲେ ବିଧାୟକ ପ୍ରଦୀପ ମହାରଥୀ । ମହାରଥୀଙ୍କୁ ଗିରଫ କଲା ପିପିଲି ପୋଲିସ । ମହାରଥୀଙ୍କୁ ଥାନାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ଫାର୍ମ ହାଉସରେ ଏସଏସଟି ଟିମ ଓ ମାଜିଷ୍ଟ୍ରେଟଙ୍କୁ ମାଡ ମାରିବା ମାମଲାରେ ପଚରାଉଚରା କରୁଛି...
ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ତୃତୀୟ ପର୍ୟ୍ୟାୟ ଭୋଟ ପୂର୍ବରୁ ରାଜଧାନୀରେ ନିର୍ବାଚନୀ ହିଂସା ସମସ୍ତଙ୍କୁ ଆତଙ୍କିତ କରିଦେଇଛି. ରବିବାର ରାତିରେ ମଧ୍ୟ ଭୁବନେଶ୍ବର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ କରିଥିଲେ. ସେ ପ୍ରଚାର...
ପ୍ରଦୀପ ମହାରଥିଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ
ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ ଥମିବାର ନା ନେଉନାହିଁ ହିଂସାକାଣ୍ଡ । ବିଭିନ୍ନ ସ୍ଥାନରେ ଘଟୁଛି ହିଂସାକାଣ୍ଡ । ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଓ ଏସ୍ଏସ୍ଟି ଟିମ୍ ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ...
ମୃତକଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି, କର୍ଫ୍ୟୁ ଜାରି କଲେ ସରକାର
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆଜି ଛଅଟି ସ୍ଥାନରେ ବଡଧରଣର ବିସ୍ଫୋରଣ । ଏଥିରେ ମୃତ୍ୟୁ ସଂଖ୍ୟା ୧୫୮ ଛୁଇଁଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିଲେ । ହେଲେ ରାଜଧାନୀ କଲମ୍ବୋରେ ପୁଣି ଆଉ ୨ଟି ବିସ୍ଫୋରଣ ହୋଇଛି ।...















