ଜଣେ ନୁହେଁ ଦୁଇ ଜଣଙ୍କୁ ଦେଲେ ନୂଆ ଜୀବନ
ମୃତ୍ୟୁ ପରେ ବି ଅମର । ଅଙ୍ଗଦାନ କ୍ଷେତ୍ରରେ ଆଉ ଏକ ଉଦାହରଣ । କଟକ ରାଜା ବଗିଚା ଲେବ ର କଲୋନି ଅଞ୍ଚଳର ସୁଚିତ୍ରା ଦାଶ ଅଙ୍ଗ ଦାନ କରି ଅମର ହୋଇଯାଇଛନ୍ତି । ଏଥିସହ କାଡାଭେରିକ କିଡନୀ ପ୍ରତ୍ୟାରୋପଣ...
ସ୍ତ୍ରୀକୁ ୩୦୦ ଖଣ୍ଡ କାଟି ମାରିଥିବା ସ୍ୱାମୀକୁ ଆଜୀବନ ଜେଲ୍
ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନରେ ରଖିବା ଘଟଣାରେ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍ । ରାୟ ଦେଲେ ଖୋର୍ଦ୍ଧା ଜିଲ୍ଲା ଜର୍ଜ । ୨୦୧୩ ଜୁନ୍ ର ଘଟଣା । ଭୁବନେଶ୍ୱର...
ମାଇଁ ଟ୍ରୁ ଫ୍ରେଣ୍ଡ ପ୍ରାଇମ୍ ମିନିଷ୍ଟର ମୋଦି
ମୋଦି ମାଇଁ ଟ୍ରୁ ଫ୍ରେଣ୍ଡ । ମୋଟେରାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ବକ୍ତବ୍ୟ । ନମସ୍କାର , ନମସ୍ତେ କହି ଭାଷଣ ଆରମ୍ଭ କଲେ ଟ୍ରମ୍ପ । ଭାରତର ଉନ୍ନତି ପାଇଁ ମୋଦି ଅହରହ କାମ କରି...
ଭାରତରେ ଟ୍ରମ୍ପ ଦମ୍ପତି, ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ
ନୁଆଦିଲ୍ଲୀ :ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗ୍ରସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସ୍ୱତନ୍ତ୍ର ବିମାନ ‘ଏୟାର ଫୋର୍ସ ୱାନ’ରେ ଟ୍ରମ୍ପ ତାଙ୍କ ପରିଜନଙ୍କ ସହ ବିମାନ ବନ୍ଦରରେ...
ସିବିଆଇ ତଦନ୍ତ ଦାବି କଲେ ଅନୁପଙ୍କ ପରିବାର
ରାୟଗଡ ଚକ୍ରଧର ପୋଲିସ ଧମକ ଦେଉଛି I ବାରମ୍ବାର ନୋଟିସ ପଠାଉଛି I ପୁଅକୁ ଉଠାଇନେବ ବୋଲି କହୁଛି I ଏଭଳି ସ୍ଥିତିରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର I ...
ବିଶ୍ୱର ସବୁଠାରୁ ବଡ ଦୀପ
ମହା ଶିବରାତ୍ରୀ । ସବୁଠି ଶିବମୟ ପରିବେଶ । ହର ହର ମହାଦେବରେ ପ୍ରକମ୍ପିତ ବିଭିନ୍ନ ଶୈବାଳୟ । ମହାଦେବଙ୍କ ଆର୍ଶୀବାଦ ନେବାକୁ ଶିବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ସମାଗମ । ଶ୍ରୀକ୍ଷେତ୍ରରେ ଶ୍ରୀ ଲୋକନାଥଙ୍କ ସାନିଧ୍ୟ ପାଇଁ ଲକ୍ଷାଧିକ ଭକ୍ତଙ୍କ...
ମହାଶିବରାତ୍ରିରେ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶୈବପୀଠ
ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଯାତ୍ରା । ସେଥିପାଇଁ ରାଜ୍ୟର ସମସ୍ତ ଶୈବପୀଠରେ ଭିଡ ଲାଗି ରହିଛି । ଭକ୍ତମାନେ ଧାଡି କରି ମନ୍ଦିର ଦର୍ଶନ କରୁଛନ୍ତି । ଭୋର ୪ ଟାରୁ ଭକ୍ତମାନେ ଦେବ...
ମଝି ସମୂଦ୍ରରେ କରୋନା ଚକ୍ରବ୍ୟୁହରେ ଫସିଛି ଭାଇ
ହେ ମା’ । ମୋ ଭାଇକୁ ଶ୍ରୀଘ ଫେରାଇଆଣ । ଏତିକି ମୋର ତୋ ପାଖରେ ଗୁହାରୀ । ଛଳ ଛଳ ଆଖି ଏବଂ ହାତ ଯୋଡି ଭାଇ କୁ ଫେରାଇ ଆଣିବା ପାଇଁ ଗୁହାରି କରିବା ସହ ଠାକୁରଙ୍କ...
ବିଗ୍ ବଜାର ସିଲ୍
ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ସିଲ୍ । ବିଏମସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ କରାଯାଇଛି । ପରିମଳ, ଅଗ୍ନି ନିବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଛି...
କେତେବେଳେ ଉଠିବ ମହାଦୀପ? ଶ୍ରଦ୍ଧାଳୁଙ୍କ ପାଇଁ କ’ଣ ରହିଛି ବ୍ୟବସ୍ଥା, ପଢନ୍ତୁ
ଆସନ୍ତାକାଲି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ସଜେଇ ହେଉଛି ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ରୁ ବେଆଇନ ଉଚ୍ଛେଦ ପରେ...



















