ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ
ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୨୦ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ୪ଟି...
ହାତ ଟେକିଦେଲେ ନିରଞ୍ଜନ
ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ବିଦ୍ରୋହ ମୁଣ୍ଡ ଟେକିଥିବା ବେଳେ ହାତ ଟେକିଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସଫେଇ ଦେଇଛନ୍ତି, କାହା ଟିକେଟ କଟିବା ପାଇଁ ସେ ଦାୟୀ ନୁହଁନ୍ତି. କଂଗ୍ରେସରେ ତିନି ସେଣରେ ପ୍ରାର୍ଥୀ ଚୟନ...
ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କାଉଣ୍ଟଡାଉନ
ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ରାତି ପାହିଲେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ସରକାରୀ କର୍ମଚାରୀ ବୁଥ ମୁହାଁ । ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ହେବ ମତଦାନ। ଭୋଟ ଦେବେ ୬୦ ଲକ୍ଷ ଭୋଟର ।...
ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସିପ୍ରା
ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବିଜେଡିର କେନ୍ଦ୍ରାପଡା ବିଧାୟିକା ସିପ୍ରା ମଲ୍ଲିକ. ଦଳୀୟ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସିପ୍ରା . ବିଜେଡି କେନ୍ଦ୍ରାପଡାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିବାରୁ ଅସନ୍ତୁଷ୍ଟ ସିପ୍ରା...
ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ, ଆଇଡି ବିସ୍ଫୋରଣରେ ଉଡାଇଲେ ବିଜେପି ବିଧାୟକଙ୍କ ଗାଡି, ଓଡିଶାରେ ଆଲର୍ଟ ଜାରି
ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଲାଲବାହୀନିଙ୍କ ତାଣ୍ଡବ । ମଙ୍ଗଳବାର ସଂଧ୍ୟାରେ ଛତିଶଗଡ଼ ଦନ୍ତେୱାଡ଼ାରେ ବିଜେପି ଏମଏଲଏ ଭୀମ ମାଣ୍ଡୱିଙ୍କ ଗାଡ଼ିକୁ ମାଓବାଦୀ ମାନେ ଆଟାକ୍ କରିଛନ୍ତି । ଏହି ଆକ୍ରମଣର କିଛି ଯବାନ ମଧ୍ୟ ସହିଦ...
ବିଜେଡି ଇସ୍ତାହାର ‘ନବୀନ ଓଡିଶା ସଶକ୍ତ ଓଡିଶା’
ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ହେବାକୁ ଥିବାବେଳେ ବିଜେଡି ପ୍ରକାଶ କରିଛି ଇସ୍ତାହାର । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । କଂଗ୍ରେସ ଓ ବିଜେପି...
କାଳିଆ ପାଇଁ ନବୀନଙ୍କ ଫେରାଦି
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯିବା ନେଇ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ...
କଳାହାଣ୍ଡିରେ ଜୋରଦାର ପ୍ରଚାର
ମାରାଥନ ପ୍ରଚାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡିରେ ମାରାଥନ ପ୍ରଚାର କରିଛନ୍ତି ନବୀନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ଓ ରୋଡ ଶୋରେ ଯ଼ୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ନବୀନ...
କଂଗ୍ରେସକୁ ସୁମିତ୍ରାଙ୍କ ବାଏ ବାଏ
ବର୍ତ୍ତମାନ ନିବାଚନୀ ମାହୋଲ ବେଶ ଗରମ ଥିବାବେଳେ କଂଗ୍ରେସକୁ ଲାଗିଛି ବଡ ଝଟକା । ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଟିକେଟ୍ ତାଲିକାରୁ ତାଙ୍କୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ...
ନୂଆପଡାରେ ନବୀନଙ୍କ ଘୋଷଣା, ଗରିବ ଝିଅଙ୍କ ବାହାଘର ପାଇଁ ୨୫,୦୦୦ଟଙ୍କା ଦିଆଯିବ
ନୂଆପଡ଼ାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ନବୀନ । ଇସ୍ତାହାରରେ ନବୀନଙ୍କ ଫୋକସରେ ରହିଛନ୍ତି ମହିଳା । ମା’ମାନଙ୍କୁ ଗୁରୁତ୍ୱ ଦେଇ ନବୀନ କହିଛନ୍ତି ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ । ବିଜେଡି ଇସ୍ତାହାରରେ ଆମେ...


















