ନିରପେକ୍ଷ ନୁହଁନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ : ବିଜେଡି
ନିର୍ବାଚନ ଅଧିକାରୀଙ୍କ ବିରୋଧରେ ବିଜେଡିର ସାଙ୍ଘାତିକ ଅଭିଯୋଗ. ବିଜେପି ଚାପରେ କାମ କରୁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ. କେନ୍ଦ୍ର ସରକାର ପିଏମ କିଷାନ ଯୋଜନାକୁ ଅନୁମତି ଦେଉଥିବା କାଳିଆ ଯୋଜନା ଟଙ୍କାକୁ ଅଟକାଉଛନ୍ତି. ଏମିତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ...
ବିଜେପିର ତିନୋଟି ଲୋକସଭା ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା
ବିଜେପି ଲୋକସଭା ପ୍ରାର୍ଥୀ
ମୟୁରଭଞ୍ଜ - ଇଂ ବିଶ୍ୱେଶ୍ୱର ଟୁଡୁ
ଯାଜପୁର-ଅମୀୟ ମଲ୍ଲିକ
ଭଦ୍ରକ - ଅଭିମନ୍ୟୁ ସେଠୀ
ବିଜେପିର ବିଧାନସଭା
ଆନନ୍ଦପୁର - ଆଲୋକ ସେଠୀ
ରାଇରଙ୍ଗପୁର - ନବଚରଣ ମାଝୀ
ଆଠମଲ୍ଲିକ- ଭାଗୀରଥି ପ୍ରଧାନ
ମୋରଡା – ଡ. କୃଷ୍ଣଚନ୍ଦ୍ର ମହାପାତ୍ର
ନୀଳଗିରୀ - ସୁକାନ୍ତ ନାୟକ
ବାଙ୍କୀ -ଶୁଭ୍ରାଶୁଂ ଶେଖର...
ପ୍ରଶାନ୍ତଙ୍କ ପାଇଁ ଜଗତସିଂହପୁର ଅଶାନ୍ତ
ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂପୁର ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିବା ପରେ ଅଶାନ୍ତ ହୋଇପଡିଛି ଜଗତସିଂହପୁର । ଗତକାଲି ବିଜୁ ଜନତା ଦଳ ପକ୍ଷରୁ ୯ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଯାହା ମଧ୍ୟରେ...
ବିଜେଡିର ନ’ଟି ବିଧାନସଭା ପାଇଁ ତାଲିକା : ପିପିଲିରୁ ମହାରଥୀ, ବାଲିକୁଦା ଏରସମାରେ ରଘୁନନ୍ଦନ
ପିପିଲିରୁ ଲଢିବେ ମହାରଥୀ. ବିଜେଡି ପ୍ରକାଶ କରିଥିବା ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକାରେ ପିପିଲି ବିଧାନସଭା ଆସନ ପାଇଁ ପ୍ରଦୀପ ମହାରଥୀଙ୍କ ନାଁ ଘୋଷଣା କରିଛି. ବିଜେପିରୁ ଯାଇ ବିଜେଡିରେ ମିଶିଥିବା ରଘୁନନ୍ଦନ ଦାସଙ୍କୁ ବାଲିକୁହା ଏରସମାରୁ...
ଯଦି ସାହସ ଅଛି, ନିର୍ବାଚନ ଲଢନ୍ତୁ
ଯଦି ସାହସ ଅଛି ତେବେ ଚଳିତ ନିର୍ବାଚନରେ ଓଡ଼ିଶାରୁ ଲଢ଼ି ଦେଖାନ୍ତୁ । ବାରମ୍ବାର ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ ନକରି ଧର୍ମେନ୍ଦ୍ର ବାବୁ ନିର୍ବାଚନ ଲଢ଼ନ୍ତୁ । ଧର୍ମେନ୍ଦ୍ର ବାବୁ ଯଦି ଏତେ...
ବିଜେଡି ଛାଡିଲେ ରଘୁନାଥ
ବିଜେଡିରୁ ଇସ୍ତଫା ଦେଲେ ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ଶନିବାର ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା...
ଧ୍ରୁବଙ୍କୁ ବଦଳାଅ
ଟିକେଟ ବଣ୍ଟନକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ । ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ । ଗୋଟିଏ ପଟେ ଧ୍ରୁବ ସାହୁ ନବୀନ ନିବାସରେ ଟିକେଟ ନେଇ ଯାଉଥିବାବେଳେ ଅନ୍ୟପଟେ ନବୀନ ନିବାସ ଆଗରେ କିଛି...
ପୁଅକୁ ମିଳିଲାନି ଟିକେଟ, ଶଙ୍ଖ ଛାଡିଲେ ଅର୍ଜୁନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେଡି ସାଂସଦ ଅର୍ଜୁୁନ ସେଠୀ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୁଅ ଅଭିମନୁ୍ୟକୁ ଟିକେଟ ଦେବା ପାଇଁ ସେ ଆବେଦନ କରିଥିଲେ । ମାତ୍ର ବିଜେଡି ଟିକେଟ ଘୋଷଣା ପରେ ତାଲିକାରେ ବାପ-ପୁଅ...
ପୀତାମ୍ବରଙ୍କ ନାଁରେ ମାମଲା
ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଞ୍ଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ, ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ...
ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା : ପାରାଦୀପରେ ଦାମ ପୁଅଙ୍କୁ ମିଳିଲା ଟିକଟ
ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ପାଇଁ ଟିକଟ ଦେଲା ବିଜେଡି. ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ପୁଅ ସମ୍ବିତ ବିଜେଡି ଛାଡି ନଥିଲେ. ଯଦିଓ ଦାମ ରାଉତ ବିଜେପିରେ ଯୋଗଦେବା ପରେ...
















