କାନ୍ଦୁଛି ଦେଶ, ସବୁଠି ଶ୍ରଦ୍ଧାଞ୍ଜଳି
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶବାସୀଙ୍କୁ ବ୍ୟଥିତ କରିଛି । ଯବାନଙ୍କ ଉପରେ ଆକ୍ରମଣ ଘଟଣାକୁ ଦେଶବ୍ୟାପୀ ନିନ୍ଦା କରା ଯାଇଛି । ବୀର ସହିଦଙ୍କ ଶୋକସନ୍ତପ୍ତ ପରିବାରକୁ ସମଗ୍ର ରାଷ୍ଟ୍ର ସମ୍ମାନ ଜଣାଇ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି...
ସହିଦଙ୍କ ପରିବାରକୁ ଦଶ ଲକ୍ଷ ସହାୟତା
ଗତକାଲି ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ପିଛା ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି...
ପ୍ରତିଶୋଧ ନେଇକି ହିଁ ରହିବୁ
ପୁଲଓ୍ଵାମା ଆତଙ୍କୀ ହମଲା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେତାବନୀ ପରେ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ) ବଡ଼ ବୟାନ ଦେଇଛି। ସିଆରପିଏଫ କହିଛି ଯେ, ନା ଆମେ ଏହି ଘଟଣାକୁ ଭୁଲିବୁ ନା କ୍ଷମା କରିବୁ। ପ୍ରତିଶୋଧ...
ମୋଷ୍ଟ ଫେବୋର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହୃତ
ପାକିସ୍ତାନକୁ ମିଳିଥିବା ମୋଷ୍ଟ ଫେବୋର୍ଡ ନେସନ୍ ମାନ୍ୟତାକୁ ଭାରତ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତକାଲି ପୁଲୱାମାରେ ହୃଦୟ ଥରା ଘଟଣା ପରେ...
ଆତଙ୍କବାଦ ପ୍ରସଙ୍ଗରେ ଦେଶ ଏକ୍
ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ମୁଲ୍ୟ ଦେବାକୁ ପଡିବ । କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡା ଯିବ ନାହିଁ । ପୁଲୱାମା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ପୁଲୱାମା ଆକ୍ରମଣ: ସହିଦଙ୍କ ମଧ୍ୟରେ ଦୁଇ ଓଡିଆ
ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ରହିଥିବା ସୁଚନା ମିଳିଛି । ଯବାନ ଦୁଇଜଣ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା । ପ୍ରସନ୍ନ ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନୂଆ...
ତତେ ଭଲପାଏ ବୋଲି….
ପ୍ରେମ ଏମିତି ଏକ ଶବ୍ଦ, ଯାହାକୁ ଉଚ୍ଚାରଣ କରିବା ମାତ୍ରେ ଦେହ ଓ ମନ ପୁଲକିତ ହୋଇଉଠେ . ପ୍ରେମ ଏମିତି ଏକ ଶବ୍ଦ, ଯାହାର ଅନୁଭବରେ ହୃଦୟ ତରଙ୍ଗାୟିତ ହୁଏ. ଦୁଇ ପ୍ରେମୀ ସେମାନଙ୍କ ହୃଦୟକୁ ପରସ୍ପର ନିକଟରେ...
ପ୍ରେମୀ ଯୁଗଳଙ୍କୁ ବିରୋଧ
ଭାଲେଣ୍ଟାଇନ୍ସ ଡେ କୁ ବିରୋଧ. କଳିଙ୍ଗ ସେନା ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଭାଲେଣ୍ଟାଇନ୍ସ ଡେକୁ ବିରୋଧ କରି ପ୍ରତିବାଦ କରାଯାଇଥିଲା. ରସୁଲଗଡ ସପିଂମଲ ନିକଟରେ ସେନାର ପୁରୁଷ ଓ ମହିଳା କର୍ମୀମାନେ ପ୍ରେମୀ ଯୁଗଳଙ୍କୁ ବିରୋଧ କରିଥିଲେ. ଭାଲେଣ୍ଟାଇନ୍ସ...
ଉଣେଇଶି ସମୀକ୍ଷା
୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଭାରତୀୟ ନିର୍ବାଚନ କମିଶନଙ୍କ ଟିମ୍ । ନିର୍ବାଚନ କମିଶନର ଅଶୋକ ଲାଭାସଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ବୁଧବାର ରାତିରେ ଭୁବନେଶ୍ୱରରେ...
କର୍ତ୍ତବ୍ୟରେ ଅବହେଳା କରିବେନି ବୋଲି …
ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର କାର୍ଯ୍ୟକ୍ରମ ବେଳେ ହୋମଗାର୍ଡ ନଟବର ନାୟକଙ୍କ ଡ୍ୟୁଟି ପଡିଥିଲା ବାଲେଶ୍ବରରେ. ବୁଧବାର ସକାଳୁ ସେ ସୋରରୁ ଏକ ଲୋକାଲ ଟ୍ରେନରେ ଉଠିଥିଲେ. ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଠିକ୍ ସମୟରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ନଟବର. ନୀଳଗିରି ଷ୍ଟେସନରେ...


















