ବିକାଶ ଦେଖିବ ଯଦି ଦିଲ୍ଲୀ ଆସ
ସମସ୍ତେ ଚୋର । କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତେ ଦେଶକୁ ଲୁଟୁଛନ୍ତି । ଲୋକଙ୍କ ବିକାଶ କଥା କେହି ଚିନ୍ତା କରୁନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଏବଂ ଦେଶକୁ ଦୀର୍ଘବର୍ଷ ଧରି...
୬ରେ ପୁଣି ଆସୁଛନ୍ତି ରାହୁଲ
ପାଖେଇ ଆସୁଛି ନିର୍ବାଚନ । ସମୟକୁ ହାତଛଡା କରିବାକୁ ଚାହୁଁନାହାନ୍ତି କୌଣସି ଦଳ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସକ ଭିତରେ ତିନିଥର ଓଡିଶା ଗସ୍ତ କରିଥିବା ବେଳେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଆସନ୍ତା ୬...
କାମଚଳା ଅର୍ଥମନ୍ତ୍ରୀଙ୍କ ପେଡି ଉପରେ ନଜର
ଗୁରୁବାରଠୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ସଂସଦ ବଜେଟ ଅଧିବେଶନ. ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି. କୋବିନ୍ଦ ନିଜ ଅଭିଭାଷଣରେ କହିଛନ୍ତି ଯେ, ଚାଷୀଙ୍କ ପାଇଁ ସରକାର ଅନେକ ଉନ୍ନତିମୂଳକ ଯୋଜନା ଲାଗୁ କରିଛନ୍ତି. ସବୁ ଗାଁରେ...
ସାଧାରଣ ସଭାରେ ଯୋଗଦେବେ
ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସଜବାଜ ଆରମ୍ଭ କରିଥିବାବେଳେ ଆପ ମଧ୍ୟ ଆରମ୍ଭ କରିଛି ପ୍ରଚାର । ଓଡ଼ିଶା ଗସ୍ତରେ ଆସୁଥିବା ଆପ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଭୁବନେଶ୍ୱରରେ ପହଞ୍ଚିଛନ୍ତି । କେଜ୍ରିୱାଲଙ୍କୁ ଭୁବନେଶ୍ୱରରେ...
ଗ୍ରାହକ ହୋଇ ଲୁଟିଲେ ସୁନା
ସିସିଟିଭିରେ କଏଦ ହେଲା ଲୁଟ୍ । ସୁନା କିଣିବାକୁ ଆସି ଲୁଟିନେଲେ ଗହଣା ଦୋକାନ । କେନ୍ଦ୍ରାପଡା ରାଜନଗରରେ ଘଟିଛି ଏମିତି ଘଟଣା । ସକାଳ ୧୦ଟା ବେଳେ ରାଜନଗର ହଂସୁଆ ସେତୁ ନିକଟରେ ଥିବା ଶ୍ରୀମତି ଅଳଙ୍କାର ଓ...
ଘରକୁ ଫେରିବାରେ ଦଶ ମିନିଟ ଡେରି ହେବାର ପରିଣାମ
"ମୋ ଅସୁସ୍ଥ ଜେଜେମାଙ୍କୁ ଦେଖିବାକୁ ମୁଁ ଘରକୁ ଯାଇଥିଲି. ଅଧଘଣ୍ଟା ଭିତରେ ଫେରିବା ପାଇଁ ମୋ ସ୍ବାମୀ କହିଥିଲେ. ମାତ୍ର ଫେରିବାରେ ଦଶ ମିନିଟ ବିଳମ୍ବ ହୋଇଗଲା. ସ୍ବାମୀ ମୋ ଭାଇ ପାଖକୁ ଫୋନ କଲେ ଏବଂ ତିନ୍ ତଲାକ୍...
ବାରିପଦାରେ ଖୋଲିବ ଛଉ ଗବେଷଣା କେନ୍ଦ୍ର
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଗସ୍ତ କରିଛନ୍ତି. ଗସ୍ତ ସମୟରେ ସେ ୧୧ଟି ଜନହିତକର ପ୍ରକଳ୍ପର ଉଦଘାଟନ୍ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ମୟୁରଭଞ୍ଜରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି...
ଅତନୁ ଓ ଅରୁଣଙ୍କୁ ନୋଟିସ୍ !
ସାଧାରଣ ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବା ବେଳେ ପୁଣି ସକ୍ରୀୟ ହୋଇଛି ସିବିଆଇ. ସମ୍ବାଦ ସରବରାହ ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚିଟଫଣ୍ଡ ମାମଲାରେ ବର୍ଷବର୍ଷ ଧରି ହାତବାନ୍ଧି ବସିଥିବା ସିବିଆଇ ବିଜେଡିର ଦୁଇ ବିଧାୟକଙ୍କ ନିକଟକୁ...
କ୍ୟାବିନେଟ ମଂଜୁରୀ : ଏଏସବିଏମ ହେବ ବିଶ୍ବବିଦ୍ୟାଳୟ
ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି. ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟକୁ ବିଶ୍ବବିଦ୍ୟାଳୟ କରିବାକୁ ସ୍ଥିର କରାଯାଇଛି. ସେହିପରି ସଚ୍ଚିବାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କ କ୍ୟାଡର ରୁଲରେ ସଂଶୋଧନ କରିବାକୁ ବୈଠକରେ...
ବର୍ଷିଲେ ଶାହା
ସାଲେପୁର କୁଳିଆ ପଡିଆରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜଗନ୍ନାଥଙ୍କୁ ପ୍ରଣାମ କରି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ପରେ ପ୍ରଶ୍ନ ଆରମ୍ଭ କରିଛନ୍ତି ଶ୍ରୀ ଶାହା । ସେ...
















