ଦୁଇ ଦିନିଆ ଭାରତ ବନ୍ଦ ଡାକରା
ଜାନୁୟାରୀ 8 ଓ 9 ତାରିଖ ଏହି ଦୁଇ ଦିନ ପର୍ଯ୍ୟନ୍ତ 12 ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍, ସ୍ୱାଧୀନ ଫେଡେରେସନ୍ ଓ ଆସୋସିଏସନ ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି. ତେବେ...
ସଂରକ୍ଷଣରେ ସାଧାରଣ
ସାଧାରଣ ନିର୍ବାଚନକୁ ୨ମାସ ବାକିଥିବା ବେଳେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ । ବଦଳିବ ସର୍ବଣ୍ଣଙ୍କ ଭାଗ୍ୟ, ମିଳିବ ୧୦ ପ୍ରତିଶତ ସଂରକ୍ଷଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ସବୁଜ...
ଶ୍ରମିକ ସଙ୍ଗଠନର ଦେଶବ୍ୟାପି ଧର୍ମଘଟ
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ଆସନ୍ତା ୮ ଓ ୯ ତାରିଖରେ ଦୁଇ ଦିନିଆ ଧର୍ମଘଟ କରିବେ । ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି...
ପ୍ରସଙ୍ଗ ବଞ୍ଚେଇ ରଖିବାକୁ ଯୋଜନା
ପିପିଲି ପୀଡିତା ବେବିନାଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଥିବା ବିରୋଧୀଙ୍କ ପଶାପାଲିରେ ଫସିଗଲେ ମନ୍ତ୍ରୀ ପ୍ରଦୀପ ମହାରଥୀ. ବିଜେପି ଓ କଂଗ୍ରେସ ମହିଳା ସଙ୍ଗଠନର ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଘେରିବା ପାଇଁ ବଡ ରଣନୀତି...
୨୫ରେ ଓଡିଶା ଆସିବେ ରାହୁଲ
ଆସନ୍ତା ୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ୨ଟି କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । ପିସିସି ସଭାପତିଙ୍କ ସହ ଆଲୋଚନା କରି କର୍ମୀ ସମ୍ମିଳନୀ ଓ ସାଧାରଣ ସଭାରେ ଯୋଗଦେବେ ରାହୁଲ । ଜାନୁୟାରୀ ପରେ ଫେବୃୟାରୀରେ ପୁଣି...
ମର୍ମନ୍ତୁଦ ସଡକ ଦୁର୍ଘଟଣା, 5 ମୃତ
କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ନିକଟ ଅଳାବାଙ୍କ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଘଟଣାସ୍ଥଳରେ 5 ଜଣ ମୃତ୍ୟୁ ବରଣ କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ରୟାଲ୍ସ ଏକାଡେମୀ ନାମକ ଏକ ଡ୍ୟାନ୍ସ ଗ୍ରୁପର ସଦସ୍ୟମାନେ...
୧୨ଦିନରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ
ସାଧାରଣ ନିର୍ବାଚନ ଯେତିକି ପାଖଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡିଶା କଥା ସେତିକି ମନେ ପଡୁଛି । ୧୦ ଦିନ ତଳେ ଓଡିଶା ଆସି ମୋଦି ୧୪ ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଠାରୁ ଲୋକାର୍ପଣ...
ସାହା ପାଲଟିଛି ଦଉଡି ଟଣା ଡଙ୍ଗା
କେବେ ଭାଙ୍ଗିବ ପ୍ରଶାସନର ନିଦ? କେବେ ସରକାର ଶୁଣିବେ ଗୁହାରୀ ? ଜାନୁଆରୀ ୨ ବୁଧବାର କାଳ ରାତିରେ କେନ୍ଦ୍ରାପଡାରେ ଡଙ୍ଗା ବୁଡି ୯ ଜଣଙ୍କ ମୃତ୍ୟୁ ଘଟିଲା । ସାରା ରାଜ୍ୟରେ ଖେଳିଗଲା ଶୋକର ଛାୟା । କେବଳ...
ମହିଳା ଏସଏସଜିଙ୍କୁ ବିନା ସୁଧରେ ମିଳିବ ଋଣ
ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମିଳିବ । ପୁରୀ ଠାରେ ମିଶନ ଶକ୍ତି ମହାସମାବେଶକୁ ଉଦବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏଣିକି ମହିଳା...
ବର୍ଷ ଆରମ୍ଭରୁ ମହାଲଢେଇ
ଗୋଟିଏ ଦିନରେ ନବୀନ ଓ ମୋଦିଙ୍କ ବଡ ସଭା. ଗୋଟିଏପଟେ ନବୀନ ଶନିବାର ପୁରୀ ଗସ୍ତ କରୁଥିବା ବେଳେ ଅନ୍ୟପଟେ ମୋଦି ଓଡିଶା ଗସ୍ତ କରୁଛନ୍ତି. ତେବେ ପୁରୀରେ ନବୀନ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି...


















