ଜଗନ୍ନାଥ ବସ୍ତି ଉଚ୍ଛେଦ : ବିରୋଧ, ଉତ୍ତେଜନା
ହକି ବିଶ୍ୱକପ ପାଇଁ କଳିଙ୍ଗଷ୍ଟାଡିୟମ ନିକଟରେ ଥିବା ଜଗନ୍ନାଥ ବସ୍ତି ଉଚ୍ଛେଦ କରିବାକୁ ଆରମ୍ଭ ହୋଇଛି ଅଭିଯାନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବିଡିଏ) , ଭୁବନେଶ୍ୱର ମୁ୍ୟନସିପାଲ କର୍ପୋରେସନ (ବିଏମସି) ଓ କମିଶନରେଟ...
ମୋଦି ହେଲେ ଚାମ୍ପିୟନ ଅଫ ଦି ଆର୍ଥ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତିସଂଘ ପକ୍ଷରୁ ଚମ୍ପିୟନ ଅଫ୍ ଦି ଆର୍ଥ ସମ୍ମାନ ମିଳିଛି । ୨୦୨୨ ସୁଦ୍ଧା ଭାରତକୁ ପ୍ଲାଷ୍ଟିକ ମୁକ୍ତ କରାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁ ଏହି ସମ୍ମାନ ତାଙ୍କୁ ମିଳିଛି । ଏହାଦ୍ୱାରା...
ବିନା କର୍ମଚାରୀରେ ଚାଲିଛି ଅଫିସ !
୪୨ ଦିନ ଧରି ଚାଲିଛି କଲମ ଛାଡ ଆନେ୍ଦାଳନ । ଆନେ୍ଦାଳନ ଜାରି ରଖିଛନ୍ତି ରାଜ୍ୟ ମୁଖ୍ୟ ଦପ୍ତରରେ କାର୍ଯ୍ୟ କରୁଥିବା ଓଡିଶା ବିଭାଗୀୟ ମୁଖ୍ୟ ସେକ୍ସନ୍ ଅଫିସର ସଂଘ ଓ ଓଡିଶା ବିଭାଗୀୟ ମୁଖ୍ୟ ଅମଲା ସଂଘ ।...
ମୋବାଇଲ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ
ଆଧାରକାର୍ଡର ଅନିବାର୍ଯ୍ୟତାକୁ ନେଇ ସୁପ୍ରମିକୋର୍ଟ ନିଜର ରାୟ ଦେଇଛନ୍ତି । ଆଧାରକାର୍ଡ ଦେଶର ସାଧାରଣ ଲୋକଙ୍କ ପାଇଁ ପରିଚୟ ପାଲଟି ଯାଇଛି । ବିନା ଆଧାର କାର୍ଡରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବା ଅସମ୍ଭବ । ଆଧାର କାର୍ଡ ସୁରକ୍ଷିତ...
ଚେନ୍ନାଇରେ ଓଡିଶା ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସେପ୍ଟେମ୍ବର 25 ତାରିଖରେ ଚେନ୍ନାଇରେ ରାଜ୍ୟ ଅତିଥି ଭବନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ମଧ୍ୟ ଓଡିଶା ଭବନର ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ସନ୍ଧ୍ୟା 7ଟାରେ...
ଦୁଇବର୍ଷ ପାଳନ ହେବ ଗାନ୍ଧୀଜିଙ୍କ ୧୫୦ତମ ଜୟନ୍ତୀ
ଦୁଇବର୍ଷ ଧରି ରାଜ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ...
ନ୍ୟାୟିକ ବ୍ୟବସ୍ଥାରେ ଅବ୍ୟବସ୍ଥା, ବିଚାର ଅପେକ୍ଷାରେ ଅଢେଇ କୋଟି ମୋକଦ୍ଦମା
ବିଧାୟକ, ସାଂସଦଙ୍କ ଦରମା ଓ ଭତ୍ତା ବଢାଇବାରେ ସରକାର କୁଣ୍ଠା ପ୍ରକାଶ କରୁନାହାନ୍ତି. ଯେତିକି ଜନକଲ୍ୟାଣ କାର୍ଯ୍ୟ କରୁଛନ୍ତି, ତାକୁ ବଢେଇଚଢେଇ ଆତ୍ମପ୍ରଚାର କରିବା ପାଇଁ ହଜାର ହଜାର କୋଟି ଟଙ୍କା ପାଣିରେ ପକାଇବା ବେଳେ ଅନୁତାପ କରୁନାହାନ୍ତି. କିନ୍ତୁ...
୨୮ରେ ଔଷଧ ଦୋକାନ ବନ୍ଦ
ଆସନ୍ତା ୨୮ ତାରିଖରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ । ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଙ୍ଗଠନ ଅଲ ଇଣ୍ଡିଆ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଆହ୍ୱାନରେ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦିଆଯାଇଛି । ଇ-ଫାର୍ମାସି ଜରିଆରେ...
ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ନିର୍ବାଚନ ଲଢି ପାରିବେ ଦାଗୀ ନେତା
ଅପରାଧିକ ମାମଲାରେ ବିଚାରାଧୀନ ଥିବା ଦାଗୀ ନେତା ବି ଲଢିପାରିବେ ନିର୍ବାଚନ. ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ. ଚାର୍ଜସିଟ୍ ଆଧାରରେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି । ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଏହି...
ଅଧାରେ ରହିଲା ଅସ୍ଥି ବିସର୍ଜନ, ଚାଲିଗଲା ୫ ଜୀବନ
ଅଧାରେ ରହିଲା ଅସ୍ଥି ବିସର୍ଜନ ଆଶା । ପୁରୀ ଜଗନ୍ନାଥ ସଡକର ସୁକଳ ଭାଇଲପୁର ନିକଟରେ ଅଭାବନୀୟ ଘଟଣା । ଅସ୍ଥି ବିସର୍ଜନ କରିବାକୁ ଆସୁଥିବାବେଳେ ଗାଡି ନିୟନ୍ତ୍ରଣ ହରାଇ ଖସିଲା ଖାତ ଭିତରକୁ । ଆଉ ତା’ପରେ ସବୁଦିନ...










