ତିନି ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଏନଜିଟି
ସୋମବାର ନାସନାଲ ଗ୍ରିନ୍ ଟ୍ରିବୁନାଲ (ଏନ୍ ଜି ଟି ) ଛତିଶଗଡ଼ ସରକାର ଦ୍ୱାରା ମହାନଦୀ ଉପର ମୁହାଣରେ ବେଆଇନ ନିର୍ମାଣକୁ ନେଇ ରିପୋର୍ଟ ଦେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ମାସ ଭିତରେ...
ଭାରତକୁ ଆଉ ଏକ ସ୍ୱର୍ଣ୍ଣ
ଏସିଆନ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ। ଫ୍ରିଷ୍ଟାଇଲ ୫୦ କେଜି ବର୍ଗରେ ଭିନେଶ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କୁସ୍ତିରେ ଭିନେଶ ଫୋଗଟ୍ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି...
ଅମାନତ ହରେଇଥିବା କଂଗ୍ରେସ ନେତା ଟିକଟ ପାଇବେନି
ପ୍ରଥମ ପର୍ଯ୍ୟାୟରେ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ସେଥିପାଇଁ ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହେଇଥିଲା। ପ୍ରାର୍ଥୀ ଚୟନ ପାଇଁ ଗାଇଡ ଲାଇନ...
ଏମିତି ଯବାନଙ୍କୁ କେମିତି ସାବାସୀ ଦେବେ?
କେତେବେଳେ ସେମାନେ ସିମାନ୍ତରେ ପ୍ରହରି ତ ଆଉ କେତେବେଳେ ଦେଶବାସୀଙ୍କ ପାଇଁ ବିପଦଆପଦର ସାଥୀ। କେରଳର ପ୍ରଳୟଙ୍କର ବନ୍ୟା କବଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଯବାନଙ୍କ ଏହି ମହାନତା ପୁଣିଥରେ ପ୍ରତିପାଦିତ ହୋଇଛି। କେରଳରେ ବନ୍ୟା ପ୍ରପୀଡିତଙ୍କୁ...
୧୫ ଦିନରେ ୫୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ
୨୦୧୯ ନିର୍ବାଚନ ପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେପି ଓ ବିଜେଡି ମଧ୍ୟରେ କଂଗ୍ରେସ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଗରେ ରହିଛି। ନବଗଠିତ ପିସିସି କମିଟିର ପ୍ରଥମ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...
କମୁଛି ବର୍ଷା: କମିନି ପ୍ରକୋପ
କେରଳରେ ଲାଗିରହିଥିବା ଲଗାଣ ବର୍ଷା ଅପେକ୍ଷାକୃତ କମିବାରେ ଲାଗିଛି। ତେବେ ବନ୍ୟାର ପ୍ରକୋପ କମିନାହିଁ। ରବିବାର ସକାଳୁ ରେଡ ଆଲର୍ଟ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ବନ୍ୟା ପ୍ରପିଡିତ ଅଞ୍ଚଳରେ ତିନି ସେନା ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି...
ଭାରତକୁ ପ୍ରଥମ ପଦକ ଦେଲେ ଅପୂର୍ବି-ରବି
ଏସିଆନ ଗେମ୍ସର ୧୮ତମ ସଂସ୍କରଣ ରବିବାର ଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାରେ ପ୍ରଥମ ଦିବସରେ ଭାରତ ପାଇଁ ଖାତା ଖୋଲିଛନ୍ତି ସୁଟର ଅପୂର୍ବି ଚଣ୍ଡେଲା ଓ ରବି କୁମାର। ଉଭୟ ସୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍ ଟିମ୍...
କୋଫି ଆନନଙ୍କ ଦେହାନ୍ତ
ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ ବିଜେତା କୋଫି ଆନନଙ୍କ ଦେହାନ୍ତ ହୋଇଛି। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୩୮ ଘାନାରେ ଜନ୍ମ ଗ୍ରହଣ କରିଥିବା ଆନନ ଜାତିସଂଘର ସପ୍ତମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୭ରୁ...
ସାବାସ ଭାରତୀୟ ସେନା:ଏୟାର ଲିଫ୍ଟି କରି ଗର୍ଭବତୀଙ୍କୁ କଲେ ଉଦ୍ଧାର
କେରଳର ଭୟଙ୍କର ବନ୍ୟା କବଳରୁ ଭାରତୀୟ ସେନା ଉଦ୍ଧାର କଲେ ଜଣେ ଗର୍ଭବତୀ ମହିଳାଙ୍କୁ। ଠିକଣା ସମୟରେ ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯିବା ସହ ଡାକ୍ତରଖାନା ପଠା ଯାଇଥିଲା। ଉଦ୍ଧାର କରାଯିବାର ଅଧଘଣ୍ଟା ମଧ୍ୟରେ ଉକ୍ତ ମହିଳା ଏକ...
ବନ୍ୟାସ୍ଥିତି ଗମ୍ଭୀର: କେରଳରେ ମୋଦି
ବିଗତ ୯ଦିନ ଭିତରେ କେରଳକୁ ସବୁ ଦିଗରୁ ଗ୍ରାସ କରିଛି ଭୟଙ୍କର ବନ୍ୟା। ଏହି ୯ଦିନ ଭିତରେ ୩୨୪ ଜଣଙ୍କ ଜୀବନ ନେଇସାରିଛି ନିଷ୍ଠୁର ବନ୍ୟା। ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷିରେ...










