ଉଦ୍ଧାର ହେଲା ସବୁଠୁ ଲମ୍ବା ଅହିରାଜ
ଉଦ୍ଧାର ହୋଇଛି ବିରାଟକାୟ ଅହିରାଜ । ରାୟଗଡା ବ୍ଲକ୍ ହାଟର ସେସଖାଲ ସ୍ଥିତ ଉଷା ଦାସ ଅଙ୍ଗନବାଡି କର୍ମୀଙ୍କ ଘରୁ ୧୮ ଫୁଟର ଅହିରାଜ ଉଦ୍ଧାର ହୋଇଛି । ସାପଟି ଅଙ୍ଗନବାଡି କର୍ମୀଙ୍କ ଘର ଭିତରେ ପଶି ରହିଥିଲା ।...
ରେଲୱେ ପୋଲିସର ବର୍ବରତା
ଉତରପ୍ରଦେଶର ଶାମିଲ ସହରରେ ମଙ୍ଗଳବାର ରାତିରେ ଘଟିଛି ଅମାନବୀୟ କାଣ୍ଡ । ଜଣେ ସାମ୍ବାଦିକ ଗୋଟେ ମାଲବାହୀ ଟ୍ରେନ୍ ର ଲାଇନଚୁ୍ୟତ ହେବା ପରେ ତାର ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ସାଧା ପୋଷାକରେ ଥିବା ଜିଆରପି ଇନ୍ସପେକ୍ଟର...
ଶତ୍ରୁର ମୁଣ୍ଡ କାଟିବା ପରେ…
ପ୍ରଥମେ ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା । ପରେ କଟାମୁଣ୍ଡକୁ ବ୍ୟାଗରେ ଧରି ଥାନା ଆଡେ ମୁହାଁଇଲା ହତ୍ୟାକାରୀ । ମାତ୍ର ଥାନାରେ ଆତ୍ମସର୍ମପଣ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଶାସନ ଥାନା...
ସମସ୍ତେ କରିପାରିବେ ସିଧା ପ୍ରସାରଣ
କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡିବେନି । ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥର ଗୋଟିଏ ନୁହେଁ ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା...
ମୋଦିଙ୍କୁ ୫ ହଜାର କୋଟି ଟଙ୍କା ମାଗିଲେ ନବୀନ
ରବିବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି।...
କିଏ କରିବ ରଥ ଲାଇଭ
ଆଜି ଖୋଲିବ ଟେଲିଭିଜନରେ ରଥଯାତ୍ରାର ସିଧାପ୍ରସାରଣର ବିଡିଂ । ଏହାପରେ ଜଣାପଡିବ କେଉଁ ଟେଲିଭିଜନ ଚ୍ୟାନେଲ କେତେ ଟଙ୍କାରେ ସିଧାପ୍ରସାରଣ ପାଇଁ ଆବେଦନ କରିଛନ୍ତି । ବିଡିଂ ଜରିଆରେ ଅନୁମତି ଦିଆଯିବା ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ଗତକାଲି...
ମନ୍ତ୍ରୀ ହେବା ପରେ ବି..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ବି ବଦଳିନି ବେଶଭୂଷା । ବଦଳିନି ନିଜ ଦୈନନ୍ଦିନ ଜୀବନର ଚାଲିଚଳଣ । ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥିବା ଏମଏସଏମଇ ଏବଂ ମତ୍ସ୍୍ୟ ଓ...
ଜୁନ୍ ୨୮ରେ ରାଜ୍ୟ ବଜେଟ୍
ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ...
କଠୁଆ ଗଣଦୁଷ୍କର୍ମ ମାମଲା: ୬ ଦୋଷୀ ସାବ୍ୟସ୍ତ, ଆଜି ଦଣ୍ଡବିଧାନର ଶୁଣାଣୀ
୧୦ଜାନୁଆରୀ ୨୦୧୮ । ୮ବର୍ଷର ନାବାଳିକାଙ୍କୁ ଅପହରଣ କରି ଏକ ମନ୍ଦିରରେ ନେଇ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ଏହାପରେ ତାକୁ ଠେଙ୍ଗାରେ ପଟିପିଟି ହତ୍ୟା କରାଯାଇଥିଲା । ଆପଣଙ୍କର ମନେଥିବ ନିଶ୍ଚିତ । ହଁ ଆଜ୍ଞା ଆମେ କହୁଛୁ ଗତ...
ଲଣ୍ଡନରେ ନୂଆ ଇତିହାସ ଆଶା
ପ୍ରଥମ ମ୍ୟାଚରେ ଜବରଦସ୍ତ ବିଜୟ ପରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ ଅପେକ୍ଷା ଏହି ମ୍ୟାଚ ବିରାଟ ବାହୀନିଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଙ୍ଗ ରହିବ । ଉଭୟ ଦଳ ଶକ୍ତିଶାଳୀ ହୋଇଥିବାରୁ ଆଜିର ମ୍ୟାଚ...

















