ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ, ଆଇଡି ବିସ୍ଫୋରଣରେ ଉଡାଇଲେ ବିଜେପି ବିଧାୟକଙ୍କ ଗାଡି, ଓଡିଶାରେ ଆଲର୍ଟ ଜାରି
ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଲାଲବାହୀନିଙ୍କ ତାଣ୍ଡବ । ମଙ୍ଗଳବାର ସଂଧ୍ୟାରେ ଛତିଶଗଡ଼ ଦନ୍ତେୱାଡ଼ାରେ ବିଜେପି ଏମଏଲଏ ଭୀମ ମାଣ୍ଡୱିଙ୍କ ଗାଡ଼ିକୁ ମାଓବାଦୀ ମାନେ ଆଟାକ୍ କରିଛନ୍ତି । ଏହି ଆକ୍ରମଣର କିଛି ଯବାନ ମଧ୍ୟ ସହିଦ...
ବିଜେଡି ଇସ୍ତାହାର ‘ନବୀନ ଓଡିଶା ସଶକ୍ତ ଓଡିଶା’
ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ହେବାକୁ ଥିବାବେଳେ ବିଜେଡି ପ୍ରକାଶ କରିଛି ଇସ୍ତାହାର । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । କଂଗ୍ରେସ ଓ ବିଜେପି...
କାଳିଆ ପାଇଁ ନବୀନଙ୍କ ଫେରାଦି
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯିବା ନେଇ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ...
କଳାହାଣ୍ଡିରେ ଜୋରଦାର ପ୍ରଚାର
ମାରାଥନ ପ୍ରଚାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡିରେ ମାରାଥନ ପ୍ରଚାର କରିଛନ୍ତି ନବୀନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ଓ ରୋଡ ଶୋରେ ଯ଼ୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ନବୀନ...
କଂଗ୍ରେସକୁ ସୁମିତ୍ରାଙ୍କ ବାଏ ବାଏ
ବର୍ତ୍ତମାନ ନିବାଚନୀ ମାହୋଲ ବେଶ ଗରମ ଥିବାବେଳେ କଂଗ୍ରେସକୁ ଲାଗିଛି ବଡ ଝଟକା । ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଟିକେଟ୍ ତାଲିକାରୁ ତାଙ୍କୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ...
ନୂଆପଡାରେ ନବୀନଙ୍କ ଘୋଷଣା, ଗରିବ ଝିଅଙ୍କ ବାହାଘର ପାଇଁ ୨୫,୦୦୦ଟଙ୍କା ଦିଆଯିବ
ନୂଆପଡ଼ାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ନବୀନ । ଇସ୍ତାହାରରେ ନବୀନଙ୍କ ଫୋକସରେ ରହିଛନ୍ତି ମହିଳା । ମା’ମାନଙ୍କୁ ଗୁରୁତ୍ୱ ଦେଇ ନବୀନ କହିଛନ୍ତି ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ । ବିଜେଡି ଇସ୍ତାହାରରେ ଆମେ...
ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା: କୃଷକଙ୍କ ଆୟ ଦୁଇଗୁଣା କରାଯିବ, ଛୋଟ ଚାଷୀଙ୍କୁ ପେନସନ ସୁବିଧା ମିଳିବ
ସୋମବାର ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ର ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ରାଜନାଥ ସିଂହ ଓ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ଏହି ଘୋଷଣାନାମା ଜାରି ହୋଇଛି ।...
କେନ୍ଦ୍ରକୁ ବିରାଡି ବୈଷ୍ଣବ କହିଲେ ନବୀନ
ରବିବାର ରାୟଗଡା ଗୁଣପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣପୁରରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ଗରିବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା କରିଛନ୍ତି। ତେବେ ସହଯୋଗ...
କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା
ରବିବାର ଦିନ ରାଜ୍ୟର ନଅଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପାର୍ଟି ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଛି।
ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ ସାଲେପୁର- ରବୀନ୍ଦ୍ରନାଥ କର
ବଡ଼ଚଣା- ସୀତାକାନ୍ତ ମହାପାତ୍ର ଭଦ୍ରକ- ନଳୀନିକାନ୍ତ ମହାନ୍ତି
ଧର୍ମଶାଳା- କିଷାନ ପଣ୍ଡା
ବାଲିକୁଦା-ଏରସମା- ଡାକ୍ତର ଲଲାଟେନ୍ଦୁ ମହାପାତ୍ର
ମହାକାଳପଡ଼:...
ଜଗତସିଂହପୁରରେ ବିଗ୍ ଫାଇଟ୍
ଜମୁଛି ରାଜନୀତି । ଲୋକସଭା ଆସନକୁ ନିଜ ଆଡକୁ ଟାଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବାଛି ସାରିବା ପରେ ଜମୁଛି ଜଗତସିଂହପୁର ନିର୍ବାଚନମଣ୍ଡଳୀ । ବିଜେଡିରୁ ଲୋକସଭା ଆସନ ପାଇଁ ରାଜଶ୍ରୀ ମଲ୍ଲିକ...







