25.2 C
Bhubaneswar
Saturday, July 25, 2026
-Advertisement-

ଦିଲ୍ଲୀରୁ ଅାଇଏସ୍‌ ଅାତଙ୍କବାଦୀ ଗିରଫ

ଅାତଙ୍କବାଦୀ ସଂଗଠନ ଅାଇଏସ୍‌ର ଟାରଗେଟରେ ଭାରତ । ଦିଲ୍ଲୀରେ ଅାତଙ୍କବାଦୀ ସଂଗଠନ ଅାଇଏସ୍‌ର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଲାଲକିଲ୍ଲା ନିକଟରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଗିରଫ କରିଛି । ଅାତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ସୋପିଅାନ୍‌ ଜିଲ୍ଲାର ବୋଲି ଜଣାପଡିଛି । ଏମାନଙ୍କର ଇସଲାମିକ୍‌...

କିଏ ବଢାଉଛି ତେଲ ଦର ? ବିଜେଡି ନା ବିଜେପି ? ପ୍ରତି ଲିଟରରେ ୩୫ ଟଙ୍କା ଟିକସ

ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ବସାଇ ମୋଟା ଅଙ୍କର ରାଜସ୍ୱ ଆଦାୟ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ସହଜ ବାଟ ହୋଇଯାଇଛି । ଉଭୟ ସରକାର ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଅନ୍ତର୍ଜାତୀୟ...

ତେଲରେ ନିଆଁ ! ୧୦୦ ଆଉ କେତେଦିନ ?

ବେଲଗାମ ତେଲ ଦର । କିଛିଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଏମିତି ବଢୁଛି ଯେ, ସବୁ ରେକର୍ଡ ଭାଙ୍ଗି ସାରିଲାଣି । ପେଟ୍ରୋଲ ଲିଟର ପିଚ୍ଛା ଶହେ ଟଙ୍କା...

ବେଲଗାମ ତେଲ ଦର: ୧୦ରେ ଭାରତ ବନ୍ଦ ଡାକରା

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଲୋକଙ୍କ ଉପରେ ଖର୍ଚ୍ଚ ବୋଝ ବଢିଚାଲିଛି. ୧୨ ଦିନ ଭିତରେ ପେଟ୍ରୋଲ...

ବିଧାନସଭାରେ ଆଗତ ହେଲା ଓଡିଶା ବିଧାନ ପରିଷଦ ଗଠନ ସଂକଳ୍ପ

ବିଧାନ ପରିଷଦ ଗଠନ ନେଇ ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ଆଗତ ହୋଇଛି । ସଂକଳ୍ପ ପ୍ରସ୍ତାବ ଆଗତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ଆରୁଖ କହିଛନ୍ତି , ବର୍ତ୍ତମାନ ଦେଶର ୭ଟି ରାଜ୍ୟରେ...

୨୪ ଘଣ୍ଟା ପୁଣି ବର୍ଷିବ: ବିପଦ ସଙ୍କେତ ଟପିଲା ବୈତରଣୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ନେଇ...

ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୂଖ୍ୟ କେ ଚନ୍ଦ୍ର ଶେଖର ରାଓ ଗୁରୁବାର ମନ୍ତ୍ରୀମଣ୍ଡଳର ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ । ଏହି ବୈଠକରେ କେ ଚନ୍ଦ୍ର ଶେଖର ରାଓ ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ।...
video

ଲଗାଣ ବର୍ଷାରେ ବେହାଲ କଟକ , ସ୍କୁଲ କଲେଜ ଛୁଟି

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ସନ୍ଧ୍ୟା ଯାଏଁ ଲଘୁଚାପର ପ୍ରଭାବ ଏବଂ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ...

ରାଜ୍ୟସାରା ବୁଲାଯିବ ହକି ବିଶ୍ୱକପ ଟ୍ରଫି ପ୍ରତିକୃତି 

ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ମହାକୁମ୍ଭ ଖେଳାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ ଏହି ମେଗାଇଭେଣ୍ଟ ଟ୍ରଫିର ପ୍ରତିକୃତି ଉନ୍ମୋଚନ କରିଛନ୍ତି । ଏହି ମେଗାଇଭେଣ୍ଟରେ ସଫଳ...

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍

ବୁଧବାର ବିଧାନସଭା ମୌସୁମୀ ଅଧିବେଶନରେ ଦ୍ୱିତୀୟ ଦିନ । ଏନେଇ ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ଏଥିପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ କରାଯାଇଛି...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com