25.1 C
Bhubaneswar
Sunday, October 25, 2026
-Advertisement-

ଏ.ଆର୍ ରହମାନଙ୍କ ସ୍ୱରରେ ଝୁମିବ ବାରବାଟୀ

କଟକ ବାରବାଟୀ ଷ୍ଟାଡିୟମରେ ଶୁଭିବାକୁ ଯାଉଛି ବଲିଉଡ କଣ୍ଠଶିଳ୍ପୀ ଏ.ଆର୍ ରହମାନଙ୍କ ସ୍ୱର. ଆସନ୍ତା ନଭେମ୍ବର 28 ତାରିଖ ଅର୍ଥାତ୍ ବୁଧବାର ଦିନ କଟକ ଆସିବେ ବଲିଉଡ ଲୋକପ୍ରିୟ ଗାୟକ ଏ.ଆର୍ ରହମାନ. ଏଥିପାଇଁ ପ୍ରସ୍ତୁତ ହେଉଛି କଟକ ବାରବାଟୀ...

ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଗୃହ ଅଚଳ

ଶୁକ୍ରବାରଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଶୋକପ୍ରସ୍ତାବ ଆଗତ କରିଥିଲେ. ଶୋକପ୍ରସ୍ତାବ ଉପରେ ଆଲୋଚନା ସରିବା ପରେ ବିରୋଧୀ ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ...

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ୫ ନିଲମ୍ବିତ

ଦଳର ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ୫ ବିଜେପି କର୍ମୀଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ୧୫ ଦିନ ମଧ୍ୟରେ ସଠିକ୍ କାରଣ ନଦର୍ଶାଇଲେ ଦଳରୁ ବହିଷ୍କାର କରାଯିବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିର୍ଦ୍ଦେଶ...

ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ‘ଜାଗା ମିଶନ’ର ଶୁଭାରମ୍ଭ

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୮ଟି ଜିଲ୍ଲାର ଭୂମିହୀନ ମାନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ ପାଇଁ ‘ଜାଗା ମିଶନ’ର ଶୁଭାରମ୍ଭ କରିଛନ୍ତି । ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜାଗା...

୨ମାସ ପରେ ରାଜ୍ୟରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ

୭୮ ଦିନ ପରେ ସ୍ୱାଭାବିକ ହେଲା କୋର୍ଟ କାର୍ଯ୍ୟ । ବୁଧବାର ହାଇକୋର୍ଟ ବାର ଆସୋସିଏସନ ବୈଠକରେ ଆଇନଜୀବୀମାନେ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେବାପରେ ଆଜିଠାରୁ ରାଜ୍ୟର ସମସ୍ତ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । କଟକରେ ଆଇନଜୀବୀଙ୍କୁ...

ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ: ଆଜି ବସିବ ଗୃହ କମିଟି ବୈଠକ

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରର ୫୪ ନମ୍ବର ପ୍ରକୋଷ୍ଠରେ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଅଭିଜିତ ବିବାଦୀୟ ମନ୍ତବ୍ୟ ଦେଇ ଗୃହ କମିଟି ସମ୍ମୁଖରେ...

ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦୁଇଦିନିଆ ଗସ୍ତରେ ସିଙ୍ଗାପୁରରେ ପହଁଚିଛନ୍ତି । ସେଠାରେ ସେ ପ୍ରଥମେ ସିଙ୍ଗାପୁର ଫିନଟେକ୍ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ କ୍ଷତ୍ରୀୟ ଏବଂ ଆର୍ଥିକ ସମର୍ଥନର ନେତାଙ୍କ ସହ ଆଲୋଚନା କରିଛନ୍ତି ।...

କାର୍ତ୍ତିକ ମାସ ପରେ ଧାର୍ଯ୍ୟ ହେବ ମହାପ୍ରସାଦର ମୂଲ୍ୟ

କାର୍ତ୍ତିକ ମାସ ପରେ ଧାର୍ଯ୍ୟ ହେବ ମହାପ୍ରସାଦର ମୂଲ୍ୟ. ଏହାକୁ ନେଇ ମଙ୍ଗଳବାର ଦିନ ବୈଠକ ବସିଥିଲା. ମହାପ୍ରସାଦ ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ତାର ବିବରଣୀ ସୁଆର ଓ ମହାସୁଆର ନିଯୋଗ ଦେଲା ପରେ ମହାପ୍ରସାଦର ମୂଲ୍ୟ...

ମେକ ଇନ ଓଡିଶାର ତୃତୀୟ ଦିନ: ସ୍ୱାସ୍ଥ୍ୟ ସେବାରେ ୨୭୬୦ କୋଟିର ପ୍ରତିଶୃତି

ଓଡ଼ିଶା ସରକାର ପକ୍ଷରୁ ଆୟୋଜିତ ହୋଇଥିବା ଶିଳ୍ପ ମହାକୁମ୍ଭ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ର ଆଜି ତୃତୀୟ ଦିନ । କନ୍‌କ୍ଲେଭ୍‌ର ତୃତୀୟ ଦିନରେ ବିଭିନ୍ନ ଶିଳ୍ପ ଉଦ୍ୟୋଗୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।  ପ୍ରଥମ...

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

ଆଉ ନାହାନ୍ତି କଣ୍ଠଶିଳ୍ପୀ ଚିତ୍ତ ଜେନା. ବହୁ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଆସିଥିବା ଚିତ୍ତ ଜେନା ମଙ୍ଗଳବାର ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ଏହି ଖବର ଆସିବା ପରେ  ଓଲିଉଡ...
- Advertisement -

Latest article

Lemon Casino 243-Ways Slots kontra Klasyczne Linie Wypłat

Spis treści1. Mechanika działania: Zrozumienie podstaw2. Porównanie szans i zmienności (wariancji)3. Jak wykorzystać tę wiedzę w Lemon Casino?4. Bonusy i promocje dostosowane do typu...

Hoe je Lalabet KYC in één keer kunt doorstaan

InhoudWat is KYC en waarom voert Lalabet het uit?De benodigde documenten voor verificatieStapsgewijze handleiding voor het uploadprocesVeelvoorkomende problemen en oplossingenWat te verwachten na het...

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...