27.8 C
Bhubaneswar
Tuesday, July 28, 2026
-Advertisement-

ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନର ଖାର୍ଗ ଦ୍ୱୀପରେ ଆମେରିକୀୟ ସେନା ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନର ସାମରିକ ଘାଟି ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି କିନ୍ତୁ ତୈଳ ଭିତ୍ତିଭୂମି...

ସରକାରଙ୍କ ବଡ଼ ପଦକ୍ଷେପ;ହ୍ରାସ ପାଇବନି ତେଲ, ଗ୍ୟାସ ଓ କୋଇଲାର ଯୋଗାଣ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେତୁ ଦେଶର ଶକ୍ତି ଯୋଗାଣରେ ଦେଖାଦେଉଥିବା ସମସ୍ୟାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କିରୋସିନର ଘରୋଇ ବ୍ୟବହାର ଅସ୍ଥାୟୀ ଭାବରେ ପୁନଃ ଆରମ୍ଭ କରାଯାଇଛି ଏବଂ ହୋଟେଲ ଏବଂ...

ଗ୍ୟାସ୍ ନମିଳିବାରୁ ରାସ୍ତା ଅବରୋଧ କଲେ ଉପଭୋକ୍ତା

କେନ୍ଦୁଝରରେ ଗ୍ୟାସ୍ ନ ମିଳିବାରୁ ଲୋକେ ଖାଲି ଗ୍ୟାସ୍ ଟାଙ୍କିକୁ ରାସ୍ତା ଉପରେ ରଖି କେନ୍ଦୁଝର-ସାନଘାଗରା ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍‌ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝରରେ ରାସ୍ତାରୋକୋ କରିଛନ୍ତି।ବୁକିଙ୍ଗ୍‌ କରି...

ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୧୮୨୯ ପଦବୀ

ଓଡ଼ିଶାର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମୋଟ ୧୮୨୯ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଏକ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏସଆଇ

ଲାଞ୍ଚ ନେଇ ଧରା ପଡିଲେ ପୋଲିସ ASI। ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ପୋଲିସ ଷ୍ଟେସନର ASI ଅରୂପା ନନ୍ଦ ଦାସ ୨୫,୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଢାବାର ମାଲିକଙ୍କ ଠାରୁ ମଦ...

ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଲା ୩ଟି ବଡ଼ ସର୍ତ୍ତ

ମଧ୍ୟ ପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଯୋଗୁ ବିଶ୍ୱ ସମୁଦାୟ ଉପରେ ବଡ଼ ପ୍ରଭାବ ପଡୁଛି । ଅଧିକାର ଆଉ ଆତ୍ମସମ୍ମାନ ପାଇଁ ଇରାନ କରୁଛି ଘୋମାଘଟ ଲଢ଼େଇ । ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଛି ୩ଟି...

୧୦୦ଟି ଚୋରା ମୋବାଇଲ୍ ଜବତ କଲା ରାଉରକେଲା ପୋଲିସ

ରାଉରକେଲା ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଅଭିଯାନରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଏବଂ ହଜିଯାଇଥିବା ୧୦୦ରୁ ଅଧିକ ମୋବାଇଲ୍ ଫୋନ୍ କୁ ଜବତ କରିଛି ପୋଲିସ। ଗୁରୁବାର ଦିନ ରାଉରକେଲା...

ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ;୧୫ ଦିନରେ ଆସିବ ନୂଆ ନିୟମ

ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି ଭୁବନେଶ୍ୱରର ଟ୍ରାଫିକ ସମସ୍ୟା । ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି ନିଆଯାଇଛି ଏବଂ ସେଗୁଡ଼ିକ ୧୫ ଦିନରେ ଆସିବ ନୂଆ ନିୟମ। ଏହି...

ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ

ଇରାନରେ ଫସି ରହିଛନ୍ତି ୯୦୦୦ ଭାରତୀୟ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଏ ବିଷୟରେ ସୂଚନା ଦେଇଛନ୍ତି ଓ କହିଛନ୍ତି, ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ଏହି ୯ ହଜାରଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ,...

ଗିରଫ୍ ହେଲେ କଣ୍ଟାପଡ଼ା ତହସିଲଦାର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଏକକାଳୀନ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...