ପୋଷ୍ୟ କନ୍ୟା ଗ୍ରହଣ କଲେ ସାକ୍ଷୀ
ବଲିଉଡ ଅଭିନେତ୍ରୀ ସାକ୍ଷୀ ତନୱାର ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହି ଶିଶୁ କନ୍ୟାର ନା ରଖିଛନ୍ତି ଦିତ୍ୟା । ଶିଶୁଟିର ବୟସ ମାତ୍ର ୯ ମାସ । ସାକ୍ଷୀ...
‘ମିଠୁ’ରେ ଫଶିଗଲେ ଅନୁ: ଇଣ୍ଡିଆନ ଆଇଡଲରେ ହେବେନି ବିଚାରକ
ମିଠୁ ଝଡ ଏବେ ଅନେକଙ୍କ ପାଇଁ ଦୁର୍ଦଶା ପାଲଟିଛି । ଜଣଙ୍କ ପରେ ଜଣଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ତେବେ କିଛିଦିନ ତଳେ ଜଣା ଶୁଣା ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ ଅନୁ...
ୱେବ୍ ସିରିଜରେ ନଜର ଆସିବେ ଚକ୍ ଦେ ଗାର୍ଲ ଚିତ୍ରାଶୀ
ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଜ ଘର ଡେରାଡୁନରେ ପହଞ୍ଚିଥିବା ଚିତ୍ରାଶୀ ନିଜର ଆଗାମୀ ଯୋଜନା ବିଷୟରେ କହିଛନ୍ତି ଯେ, ସେ ବର୍ତ୍ତମାନ ଫିଲ୍ମ ଓ ଥିଏଟରକୁ ଛାଡି ୱେବ୍ ସିରିଜ୍ କାମ କରିବା ପାଇଁ ମନ ବଳାଇଛନ୍ତି. ତେବେ...
କଲିକତାରେ ନିର୍ମାଣ ହେବ ଏହି ଦୁଇ କଣ୍ଠଶିଳ୍ପୀଙ୍କ ପ୍ରତିମୂର୍ତ୍ତି
ଶ୍ରୋତାମାନଙ୍କ ଉପରେ ନିଜ କଣ୍ଠର ଯାଦୁ ଖେଳାଇଥିବା ମହାନ ସଂଗୀତକାର ଏସ୍.ଡି ବର୍ମା ଓ କିଶୋକ କୁମାରଙ୍କ ପ୍ରତିମୂର୍ତ୍ତି କଲିକତାର ଏକ ଫ୍ୟାନ୍ସ କ୍ଲବରେ ଆସନ୍ତା ସପ୍ତାହରେ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି. ତେବେ ଏହାକୁ କିଶୋର କୁମାରଙ୍କ...
ପରଲୋକରେ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ, ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର
ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କର ମରଶରୀର ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର ଠାରେ ପହଞ୍ଚିଛି। ଆଜି ଦିନ ୧ଘଣ୍ଟା ଯାଏ ତାଙ୍କ ମରଶରୀରକୁ ଆଇଆରସି ଭିଲେଜସ୍ଥିତ ଏନ-୨/୨୯ ବାସଭବନରେ ରଖାଯିବ।...
ଦିଶାଙ୍କ ଫଟୋ କ୍ରେଜ: ୫ ଘଣ୍ଟାରେ ୧୦ ଲକ୍ଷ ଲାଇକ୍
ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଦିଶାଙ୍କ ଏହି ସେକ୍ସି ଫଟୋଟି ୫ ଘଣ୍ଟାରେ ୧୦ ଲକ୍ଷ ଲୋକ ଲାଇକ୍ କରିସାରିଲେଣି। ନିଜ ଇନଷ୍ଟାଗ୍ରାମ ପେଜ୍ରେ ସେୟାର୍ କରିଥିବା ଦିଶାଙ୍କ ଏହି ଫଟୋ...
ବାପାଙ୍କ ଉପରେ ଆସିଥିବା ଅଭିଯୋଗ ପରେ ମଧ୍ୟ ମିଠୁକୁ ସର୍ପୋଟ କରିବେ ନନ୍ଦିତା ଦାସ!
ମିଠୁ ମାମଲାରେ ବାପାଙ୍କ ପ୍ରତି ଆସିଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଝିଅ ନନ୍ଦିତା ଦାସ । । ଫେସବୁକ ପୋଷ୍ଟରେ ନନ୍ଦିତା କହିଛନ୍ତି ଯେ,ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଯୌନ ଶୋଷଣ ପ୍ରତିବାଦରେ ସମସ୍ତେ ଆଗକୁ ଆସିବା ଆବଶ୍ୟକ...
ଓଲିଉଡରେ ମିଠୁ ମ୍ୟାଜିକ୍
ମିଠୁର ଚେର ଏବେ ଓଲିଉଡ୍ ରେ ବି ଦେଖିବାକୁ ମିଳିଛି. ଏହାର ଚର୍ଚ୍ଚା ଚାରିଆଡେ ହେଉଥିବା ବେଳେ ଓଲିଉଡ୍ ଅଭିନେତ୍ରୀ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି. ମିଠୁକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ତଥା ଆଙ୍କର ଏଲି ପାଢୀ....
76 ବର୍ଷରେ ବିଗ୍ ବି
11 ଅକ୍ଟୋବର 1942 ମସିହାରେ ଜନ୍ମ ଗ୍ରହଣ କରିଥିବା ଅମିତାଭ ବଚ୍ଚନ ଗୁରୁବାରଦିନ 76 ବର୍ଷରେ ପାଦ ଥାପିଛନ୍ତି. ତାଙ୍କର ପୂରା ନା ଅମିତାଭ ହରିବଂଶ ବଚ୍ଚନ ଥିବା ବେଳେ ସେ ଆହ୍ଲାବାଦ୍ ରେ ଜନ୍ମ ଗ୍ରହଣ କରିଥିଲେ. 1969...
ବିବାହ ପରେ ନୂଆ ସୋ’ସହ କମ୍ ବ୍ୟାକ୍ କରିବେ କମେଡି କିଂ
କିଛିମାସ ପରେ ପୁଣି ଇଣ୍ଡଷ୍ଟ୍ରିକୁ ଫେରିବେ ବୋଲି ମନ ବଳାଇଛନ୍ତି କମେଡି କିଂ କପିଲ୍ ଶର୍ମା. ତେବେ ଏଥର କପିଲ୍ ଦୁଇଗୁଣା ଖୁସି ସହ ଟିଭି ପରଦାକୁ ଫେରୁଛନ୍ତି. ଗୋଟିଏ ପଟେ ଫ୍ୟାନ୍ ମାନଙ୍କୁ ନିଜର ବିବାହ ଭେଟି ଦେଉଥିବା...






