ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ ଟାଇଟଲ ଜିତିଲେ ଦୀପାଲି
ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । ଏଥିରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ ହାତେଇଛନ୍ତି ପୁନେର କୁନି ଝିଅ ଦୀପାଲି ବୋରକର । ଏଥିପାଇଁ...
ଗୁଲସନ୍ ଭୂମିକାରେ ଅମିର୍
ଶେଷରେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି. ଲୋକପ୍ରିୟ ମ୍ୟୁଜିକ୍ କଂପାନି ଟି ସିରିଜ୍ କୁ ପ୍ରତିଷ୍ଠା କରିଥିବା ଗୁଲସନ୍ କୁମାରଙ୍କ ଉପରେ ଏକ ସିନେମା ନିର୍ମିତ ହେବାକୁ ଯାଉଛି ଯାହାର ଟାଇଟଲ ରହିଛି ‘ମୁଗଲ୍’. ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ...
ଏସିଡ୍ ପିଡୀତା ଲକ୍ଷ୍ମୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ
ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀକୁ ନେଇ ବାୟୋପିକ ନିର୍ମାଣ କରାଯାଉଛି । ଏବଂ ଏହାକୁ ଦର୍ଶକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । କହିବାକୁ ଗଲେ ବାୟୋପିକ ଅଡିଅନ୍ସଙ୍କ ପାଇଁ ଏକପ୍ରକାର ଟ୍ରେଣ୍ଡ ହୋଇଯାଇଛି ।...
ଫିଲ୍ମ ଫ୍ରାଇଡେ’ରେ ‘ଲଭ ୟାତ୍ରୀ’, ‘ଅନ୍ଧାଧୁନ’କୁ ଟକ୍କର ଦେଲା ହରର ଫିଲ୍ମ
ରିଲିଜ ହୋଇଛି ଫିଲ୍ମ ‘ଲଭ ୟାତ୍ରୀ’ । ରିଲିଜ ପୂର୍ବରୁ ବହୁ ଚର୍ଚ୍ଚା ସାଉଁଟିଥିବା ଲଭୟାତ୍ରୀ ଆଜି ପ୍ରେକ୍ଷାଳୟରେ ଧମାଲ କରିଛି । ଏହି ଫିଲ୍ମରେ ଦୁଇ ନବାଗତ ଯୋଡିଙ୍କୁ ଦେଖିବାକୁ ମିଳିଛି । ସଲମାନ ଖାନଙ୍କ ଭିଣୋଇ ଆୟୁଷ...
ଏହି ରୋଗରେ ପିଡୀତ ଶ୍ରଦ୍ଧା: ଅଧାରୁ ବନ୍ଦ କଲେ ସୁଟିଂ
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଗମ୍ଭୀର ସମସ୍ୟାରେ ପିଡୀତ ଅଛନ୍ତି । କିଛିଦିନ ହେବ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ଶ୍ରଦ୍ଧା ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ସୁଟିଂ ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅଧାରୁ...
‘ମଣିକର୍ନିକା’ ର ଟିଜର୍ ରିଲିଜ୍
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମଣିକର୍ନିକା’- ‘ଦ କ୍ୱିନ୍ ଅଫ୍ ଝାନ୍ସି’ ର ଟିଜର ରିଲିଜ୍ ହୋଇଯାଇଛି ଏବଂ ଏହା ଟ୍ୱିଟରରେ ବେଶ୍ ଭଲଭାବେ ଟ୍ରେଣ୍ଡ କରୁଛି. ବର୍ତ୍ତମାନ ସୁଦ୍ଧା 8 ହଜାରରୁ ଉର୍ଦ୍ଧ...
ସାଇନା ନେହୱାଲଙ୍କ ଭୂମିକାରେ ଶ୍ରଦ୍ଧା
ବାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ସାଇନାଙ୍କ ଭୂମିକାରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ । ସାଇନାଙ୍କ ଭୂମିକା ପାଇଁ ଶ୍ରଦ୍ଧା ଜୋରସୋରରେ ବ୍ୟାଡମିଣ୍ଟନ ପ୍ରାକ୍ଟିସ କରୁଛନ୍ତି ।...
ୟୋ ୟୋ ହନି ସିଂଙ୍କ ନୂଆ ଭିଡିଓ ସଙ୍ଗ
ରିଲିଜ ହୋଇଛି ୟୋ ୟୋ ହନି ସିଂଙ୍କ ନୂଆ ମୁ୍ୟଜିକ ଭିଡିଓ ‘ଉର୍ବଶୀ’ । ତେବେ ଏହି ସଙ୍ଗରେ ସାହିଦଙ୍କ ସହ ଠୁମକା ଲଗାଇଛନ୍ତି କିଆରା ଆଡଭାନୀ । ଦୁଇ ଜଣଙ୍କ ଜବରଦସ୍ତ ଡ୍ୟାନ୍ସ ଏହି ସଙ୍ଗରେ ଦେଖିବାକୁ ମିଳିଛି...
ତନୁଶ୍ରୀଙ୍କ ଆରୋପ: ପାଟେକର୍ କହିଲେ ‘କପଡା ଉତାର୍’
ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ,ଯେବେଠାରୁ ନାନା ପାଟେକର୍ ଙ୍କ ଉପରେ ଆରୋପ ଲଗାଇଛନ୍ତି, ସେବେଠାରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ଚର୍ଚ୍ଚା ଲାଗିରହିଛି. ତେବେ ଏହି ସମୟରେ ଗୋଟିଏପଟେ ସବୁ କଳାକାର ଏହାକୁ ନେଇ ଚୁପ୍ ରହିଥିବା ବେଳେ...
କେବିସିର ନୂଆ କାର୍ଯ୍ୟକ୍ରମ: ଏବେ ଆପଣଙ୍କ ପିଲା ମଧ୍ୟ ହୋଇପାରିବେ କୋଟିପତି
ଏବେ ଆପଣଙ୍କ ପିଲା ମଧ୍ୟ ବିଗ୍ ବି ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଇ ହୋଇପାରିବେ କୋଟିପତି. କନ୍ ବନେଗା କରୋଡପତି ସିଜନ୍-10 ଆରମ୍ଭ ହୋଇସାରିଛି. ଗୋଟିଏ ପଟେ ଏହି କାର୍ଯ୍ୟକ୍ରମଟି ଲୋକମାନଙ୍କ ଅତି ପ୍ରିୟ ହେଉଥିବା ବେଳେ ଅନ୍ୟପଟେ...






