36.1 C
Bhubaneswar
Monday, May 20, 2024
-Advertisement-

ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ

ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ମୃତକ ମୋରଡ଼ା ବ୍ଲକ ଅନ୍ତର୍ଗତ ଦାନ୍ତିଆ ମୁହାଁ ପଞ୍ଚାୟତର ମାଛୁଆ ଗ୍ରାମର ଗଜେନ୍ଦ୍ର ମହାନ୍ତ | ସେ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା | ଫଳରେ ଘଟଣା ସ୍ଥଳରେ...

ନକଲି ଚା’ ପତି ତିଆରି କାରଖାନା ଠାବ

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧାସାହିରେ ଠାବ ହୋଇଛି ନକଲି ଚା’ ପତି ପ୍ରସ୍ତୁତ କରୁଥିବା କାରଖାନା. ନାମୀଦାମୀ କମ୍ପାନୀ ନାଁ ରେ ଉକ୍ତ କାରଖାନାରେ ପ୍ରସ୍ତୁତ ହେଉଥିଲା ଚା’ ପତି. ଚା’ ପତି ସହ ସେଠାରୁ ବହୁଳ ପରିମାଣର...

ବେହାଲ ଅଣ୍ଡାଚାଷୀ, ଗଠନ ହେଲା ସଂଘ

ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି କରୁଛନ୍ତି ଲୋୟର ଫାର୍ମର | ଭୁବନେଶ୍ୱରେ ଏକାଠି ହେଲେ ରାଜ୍ୟର ସମସ୍ତ ଲୋୟର ଫାର୍ମର | ଗତ କିଛି ମାସ ଧରି ରାଜ୍ୟର ଅଣ୍ଡା ଶିଳ୍ପୀ ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି...

ପୁରୀ ଗଡ ଜିତିବା ସମ୍ବିତଙ୍କ ପାଇଁ କାହିଁକି ନୁହେଁ ସହଜ ?

ପୁରୀ ଲୋକସଭା ଆସନକୁ ହାତେଇବା ପାଇଁ ଭାରତୀୟ ଜନତା ପାର୍ଟି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଛି. ପୂର୍ବରୁ ମୋଦି ପୁରୀ ଆସନ ପାଇଁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା. ମାତ୍ର ସମ୍ବିତଙ୍କୁ ଟିକଟ ମିଳିବା ପରେ ସବୁ...
video

କାହିଁକି ବାଜି ମାରିଲା ବିଜେଡି ?

ପଞ୍ଚାୟତ ନିର୍ବାଚନରେ କାହିଁକି ବାଜି ମାରିଲା ବିଜେଡି ? କଣ ପାଇଁ କାମ କଲାନି ବିରୋଧୀଙ୍କ ନାରାବାଜି ? ପରୀଠୁ ମମିତା ମେହେର ଭଳି ସରକାର ବିରୋଧୀ ପ୍ରସଙ୍ଗକୁ କେମିତି ମ୍ୟାନେଜ କଲା ବିଜେଡି ?

ଓପେପା ଆକାଉଣ୍ଟ ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ

ଓପେପା ଆକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଭିଜିଲାନ୍ସ ଦ୍ୱାରା ଗିରଫ । ନଳିନୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଏହି ରେଡ କରାଯାଇଛି । ଭୁବନେଶ୍ୱର...

ଜଳିଗଲେ ଓଡିଆ ଦମ୍ପତ୍ତି

ତେଲେଙ୍ଗାନାର ସିକନ୍ଦରାବାଦ ଲଜ ଅଗ୍ନିକାଣ୍ଡରେ ଦୁଇ ଓଡିଆଙ୍କ ମୃତ୍ୟୁ । ଦୁଇ ଓଡିଆ ହେଲେ କଟକ କାଫଲାବଜାର ମହାନ୍ତିପଡାର ଚନ୍ଦନ ଜେଠି ପତ୍ନୀ ମିତାଲି ମହାପାତ୍ର ଜେଠି । ଚନ୍ଦନ ଓ ମିତାଲି ଏକ ଟ୍ରେନିଂରେ ଯୋଗଦେବାକୁ ସିକନ୍ଦରାବାଦ...

ଏମିତି ଜଣେ ବ୍ୟକ୍ତି, ଯିଏ ବିନା ସ୍ୱାର୍ଥରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରନ୍ତି

ସେ ଜଣେ ଏମିତି ବ୍ୟକ୍ତିତ୍ୱ, ଯାହା ବିଷୟରେ ଯେତେ କହିଲେ ମଧ୍ୟ କମ ହେବ. ଆମେ କହୁଛୁ ଏମିତି ଜଣେ ଅଟୋ ଚାଳକଙ୍କ କଥା ଯିଏ, ବିନା କୌଣସି ସ୍ୱାର୍ଥରେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନିଜ ଅଟୋରେ ନିଅନ୍ତି....

ଅନ୍ୟ ଦେଶକୁ ବିକୁଛନ୍ତି କମ୍ ମୂଲ୍ୟରେ, ନିଜ ଲୋକଙ୍କୁ ବିକୁଛନ୍ତି ଚଢାରେ

ଭାରତରେ ଲଗାତର ପେଟ୍ରୋଲ ଓ ଡିଜେଲର ବୃଦ୍ଧି ଲୋକମାନଙ୍କୁ ଚିନ୍ତାରେ ପକାଇଥିବା ବେଳେ ଆର.ଟି.ଆଇରୁ ଏକ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି. ଆର୍.ଟି.ଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ ଭାରତ 15ଟି ଦେଶକୁ ପେଟ୍ରୋଲ ଲିଟର ପିଛା 34ଟଙ୍କା ଓ...

ଉଚ୍ଚଶିକ୍ଷାରେ ବଦଳିବ ପାଠ ପଢାର ଶୈଳୀ

ବଦଳିବ ପାଠପଢାର ଶୈଳୀ, ଛାତ୍ରଛାତ୍ରୀ ହେବେ ଆହୁରି ଦକ୍ଷ । ଉଚ୍ଚଶିକ୍ଷାରେ ଆସିବ ସଂସ୍କାର । ପ୍ରତି ବିଶ୍ୱବିଦ୍ୟାଳୟରେ ହେବ ସମାନ ପାଠ୍ୟଖସଡା । ସମସ୍ତ ବିଶ୍ୱବିଦ୍ୟାଳୟରେ ଗୋଟିଏ ଦିନରେ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...