36.1 C
Bhubaneswar
Monday, May 20, 2024
-Advertisement-

ଆନ୍ଧ୍ର ରାଜ୍ୟପାଳଙ୍କ ଓଡିଶା ଗସ୍ତ

ଓଡିଶା ଗସ୍ତରେ ଆସିଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ | ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ | ସେ ପ୍ରଥମେ ଭୁବନେଶ୍ୱରରେ ପହଁଚିବା...

ଚିନ୍ତା ବଢାଇଲା କଟକ କଣ୍ଟାପଡା

ପୁଣି ଫେରିଲା କଣ୍ଟେନମେଣ୍ଟ । କଟକ ଜିଲ୍ଲା ନିଆଳି ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗାଁରୁ କରୋନାରେ ଜଣେ ମୃତ ଓ ୧୪ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି ।...

ଢେଙ୍କାନାଳରେ ଯୋଡ଼ା ଶିଶୁ ଜନ୍ମ

ଭଗବାନଙ୍କ ବିଚିତ୍ର ସୃଷ୍ଟି । ଦୁଇଟି ଜୀବନ ଗୋଟିଏ ଦେହ । ଏ ଦୃଶ୍ୟ ଏମିତି ଯେ ବର୍ଣ୍ଣନା ପାଇଁ ଶଦ୍ଦ ନାହିଁ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଏହି ଯୋଡା ଶିଶୁ ଜନ୍ମ ନେଇଛନ୍ତି । ଛାତିରୁ ପେଟ...

ବଲିଉଡରେ ଚମକ ଦେଖାଇବେ ଦୁଇ ଓଡିଆ

ଅପସରାଙ୍କ ପରେ ବଲିଉଡରେ ଓଡିଆ ପୁଅ ରକ୍ ଙ୍କ ଏଣ୍ଟ୍ରି । ଚମକ ଦେଖାଇବେ ଓଡିଆ ପୁଅ ୱାଜିଦ୍ ଓରଫ ରକ୍ । ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମାଙ୍କ ଅପକମିଂ ମୁଭି ଥ୍ରିଲରରେ ସ୍ଥାନ ପାଇଛନ୍ତି ନବରଙ୍ଗପୁର ଜିଲ୍ଲାର...

ଅସୁରକ୍ଷିତ ନାରୀ, ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ

ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ । ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କଲେ ଦୁବୁର୍ତ୍ତ । ଆଉ ନିଜ ବାପାର ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ଭୟଭୀତ ହୋଇଯାଇଥିଲେ ଝିଅ ଏବଂ ଭାଣୀଜି । ବାପାଙ୍କୁ ଟଳିପଡିବାର ଦେଖି...

୪ ମୃତ, ୫୪୩ ପଜିଟିଭ୍ ଚିହ୍ନଟ

ଦିନକୁ ଦିନ ରାଜ୍ୟରେ କରୋନା ମୃ୍‌ତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ୪ ଜଣଙ୍କର ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଗଞ୍ଜାମରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକରେ...

ପ୍ରେମ ବିବାହରେ ନୂଆ ମୋଡ

ବରେଲିର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀଙ୍କ ପ୍ରେମ ବିବାହରେ ନୂଆ ମୋଡ ସାମ୍ନାକୁ ଆସିଛି । ରାଜେଶଙ୍କ ଝିଅ ସାକ୍ଷୀ ଅଜିତେଶ ନାମକ ଜଣେ ଦଳିତ ଶ୍ରେଣୀର ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହେଁ ପ୍ରୟାଗରାଜର...

୧୫ଦିନ ପରେ ଫେରିଲା ଚେତା

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଭଲ ଖବର । ଆଜି ସକାଳୁ ରାଜୁଙ୍କର ଚେତା ଫେରିଛି । ଗତ ୧୫ ଦିନ ହେବ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜୁ । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ବ୍ୟକ୍ତିଗତ ସଚିବ ଗର୍ବିତ...

ଷ୍ଟକ ବଜାରକୁ ଆସିଲା ଏଲଆଇସି ସେୟାର

ଆଜି ସେୟାର ବଜାରକୁ ପ୍ରବେଶ କଲା ଏଲଆଇସିର । ଆଜି ବିଦ୍ଧିବଦ୍ଧ ଭାବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକା ଭୁକ୍ତ ହୋଇଛି । ଭାରତର ସବୁଠୁ ବଡ ଓ ବିଶ୍ୱସ୍ତ ବିମା...

ସେଲଟର ହୋମରେ ପଡିଲା ତାଲା

ଢେଙ୍କାନାଳ ବେଲଟିକିରିସ୍ଥିତ ଗୁଡ ନ୍ୟୁଜ୍‌ ଇଣ୍ଡିଆ ସେଲ୍‌ଟର୍‌ ହୋମକୁ ସିଲ କରି ଦିଆଯାଇଛି । ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସେଲଟର ହୋମରେ ତାଲା ପକାଯାଇଛି । ସେଠାରେ ଥିବା ଅନ୍ତେବାସୀଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...