ଆଇଏଏସ ପରୀକ୍ଷା ଫଳ, ପ୍ରଥମ ଦଶ ଭିତରେ ଦୁଇ ଓଡିଆ
ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷା ଫଳରେ ପ୍ରଦୀପ ସିଂହ ଟପ୍ପର ହୋଇଥିବା ବେଳେ ପ୍ରଥମ ଦଶଜଣଙ୍କ ଭିତରେ ଦୁଇଜଣ ଓଡିଆ ସ୍ଥାନ ପାଇଛନ୍ତି I ଅଷ୍ଟମ ସ୍ଥାନରେ ଅଭିଷେକ ସରାଫ ରହିଥିବା ବେଳେ ଦଶମ ସ୍ଥାନରେ ରହିଛନ୍ତି ସଂଜିତା ମହାପାତ୍ର...
ନିଶା ପାଇଁ ପିଇଲେ ସାନିଟାଇଜର
ଆନ୍ଧ୍ରପ୍ରଦେଶରେ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି । ମଦ ନମିଳିବାରୁ ସାନିଟାଇଜର ପିଇଦେଇଛନ୍ତି ଏମାନେ । ପ୍ରକାଶମ ଜିଲ୍ଲାର ଏସପି ସିଦ୍ଧାର୍ଥ କୌଶାଲ ଏହି ସୂଚନା ଦେଇଛନ୍ତି । ଏସପି କହିଛନ୍ତି ଯେ, ୧୦ ଦିନ...
ଅସୁରକ୍ଷିତ ନାରୀ, ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ
ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ । ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କଲେ ଦୁବୁର୍ତ୍ତ । ଆଉ ନିଜ ବାପାର ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ଭୟଭୀତ ହୋଇଯାଇଥିଲେ ଝିଅ ଏବଂ ଭାଣୀଜି । ବାପାଙ୍କୁ ଟଳିପଡିବାର ଦେଖି...
ସୁନାଦର ୫୦ ହଜାର ପାର
କରୋନା ସମୟରେ ଦେଶରେ ସୁନା ଓ ରୂପାର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବୁଧବାର ଦିନ ରାତିରେ ସୁନା ଓ ରୂପାର ଦର ସର୍ବୋଚ୍ଚରେ ପହଞ୍ଚିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପାର ଦର...
ମିଳିଲା ୫୦ଲକ୍ଷ ଟଙ୍କାର ହୀରା
ମଧ୍ୟପ୍ରଦେଶର ପନ୍ନା ଜିଲ୍ଲା ବୁଦେଲଖଣ୍ଡ ହୀରା ଖଣି ପାଇଁ ବେଶ୍ ପ୍ରସିଦ୍ଧ । ଅନାଦିଆଲ କୁଷୱାଙ୍କୁ ପନ୍ନା ଜିଲ୍ଲାର ଖଣିରେ ମଙ୍ଗଳବାର ଦିନ ୧୦.୬୯ କ୍ୟାରେଟର ହୀରା ମିଳିଛି । ହୀରାର ମୁଲ୍ୟ ୫୦ଲକ୍ଷ ବୋଲି ହୀରା...
ଆସନ୍ତା ମାସରେ କରୋନା ଭାକ୍ସିନ ବଜାରକୁ ଛାଡିବ ରଷିଆ
ଭାକ୍ସିନ ଜଗତରେ ବ୍ୟାପକ ବିକାଶ ଘଟୁଛି । ଅକ୍ସଫୋର୍ଡ଼ ୟୁନିଭରସିଟି ଓ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ଼୍ ପରି ବିଭିନ୍ନ ଭାରତୀୟ କମ୍ପାନି ଭାକ୍ସିନ ପରୀକ୍ଷାରେ ବ୍ୟସ୍ତ ଥିବାବେଳେ ରଷିଆନ ଭାକ୍ସିନ ତାର ଦୁଇଟି ଗୁରୁତ୍ୱପୁର୍ଣ୍ଣ କ୍ଲିନିକାଲ ଟ୍ରାଏଲ ସଫଳ...
୬ଜଣ ଟେରୋରିଷ୍ଟଙ୍କୁଏନକାଉଣ୍ଟର୍
ଆଜି ସକାଳେ ଜାମ୍ମୁ ଓ କାଶ୍ମିରରେ ଆଣ୍ଟିଟେରରିଷ୍ଟ ଅପରେସନ୍ରେ ୩ ଜଣ ଟେରରିଷ୍ଟଙ୍କୁ ଏନକାଉଣ୍ଟର୍ କରାଯାଇଛି । ଏହି ଏନକାଉଣ୍ଟର୍ ଜାମ୍ମୁ ଓ କାଶ୍ମିରର ସୋଫିଆନ ଜିଲ୍ଲା ଅମଶିପୋରା ଗାଁ ରେ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ...
କେରଳରେ ଗୋଷ୍ଠି ସଙ୍କ୍ରମଣ!
କେରଳରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସମ୍ପ୍ରଦାୟର ପ୍ରସାରଣ ଆରମ୍ଭ ହୋଇଛି ଏବଂ ଏହାର ପ୍ରସାରକୁ ରୋକିବା...
ଭାରତରେ ୧୦ ଲକ୍ଷ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା
କରୋନାର କରାଳ ରୂପରେ ଏବେ ସମଗ୍ର ବିଶ୍ୱବାସୀ ଛନ୍ଦି ହୋଇଯାଇଛନ୍ତି । ଯେତିକି ମୁଣ୍ଡ ନେଉଛି ସେତିକି ପଜିଟିଭଙ୍କ ସଂଖା ମଧ୍ୟ ବଢାଉଛି କରୋନା । ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷରେ ପହଁଚିଛି । ଆଜି...
କାହିଁକି ଭାରତର ତାରିଫ କଲେ ବିଲ ଗେଟ୍ସ
ଭାରତର ପୁଣି ତାରିଫ କଲେ ବିଲ ଗେଟ୍ସ । “ପୁରା ଦେଶରେ କରୋନା ରାଜ୍ କରୁଥିଲେ ମଧ୍ୟ ଇଣ୍ଡିଆର ଫାର୍ମାସ୍ୟୁଟିକାଲ କମ୍ପାନି ଏତେ ସୁଦୃଢ ଅଛି ଯେ, ନିଜ ଦେଶର ଚାହିଦା ମେଣ୍ଟାଇବା ସହ ପୁରା ବିଶ୍ୱକୁ କରୋନା ଭାକ୍ସିନ୍...

















