ଅମ୍ଫାନ ତାଣ୍ଡବ:ପଶ୍ଚିମବଙ୍ଗରେ ୭୨ ମୃତ
ବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟରେ ବାତ୍ୟା ଯୋଗୁ ୭୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ୧୮ ଜଣଙ୍କ ଜୀବନ ଯାଇଥିବାବେଳେ...
ବିପଦସଙ୍କୁଳ ଅବସ୍ଥାରେ ପ୍ରବାସୀଙ୍କ ଯାତ୍ରା
କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । କରୋନା ପାଇଁ ସବୁଠି ଲକ୍ ଡାଉନ୍ । ଏବେ ସବୁଠୁ ହନ୍ତସନ୍ତ ହେଉଛନ୍ତି ଫସିଯାଇଥିବା ପ୍ରବାସୀ । ନିଜ ଭିଟାମାଟିକୁ ଫେରିବା ପାଇଁ ସେମାନେ ଜୋରଦାର ପ୍ରୟାସ ଚଳାଇଛନ୍ତି...
କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ
କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ। କରୋନାକୁ ନ ଡରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ଜଣେ ସାମ୍ବାଦିକଙ୍କ ଆଜି ମୃତ୍ୟୁ ଘଟିଛି । ସାମ୍ବାଦିକ ଜଣକ ହେଉଛନ୍ତି ଆଗ୍ରାର । ଖବର ସଂଗ୍ରହ କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ...
ଖୋଲୁ ଖୋଲୁ ଲମ୍ବା ଲାଇନ୍
ମଦ ଦୋକାନ ଖୋଲିବା ପରେ ଦୋକାନ ଆଗରେ ନଡିଆ ବାଡେଇ ଗେଣ୍ଡୁମାଳ ପକାଇ ପୂଜା କରୁଛି ଦୋକାନୀ । ଆଜି ଦୋକାନ ଖୋଲିବ ଏବଂ କିଛି ପଇସା କମାଇବ । ଖାଲି ଦୋକାନ ଆଗରେ ପୂଜା କରୁନାହାଁନ୍ତି । ମଦ...
କାମ ଦେଲାନି ପ୍ଲାଜମା ଥେରାପି, ଆଖି ବୁଜିଲେ ରୋଗୀ
ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଡାକ୍ତରଖାନାରୁ...
ଅଭିନେତା ଇର୍ଫାନ୍ ଖାନ୍ଙ୍କ ପରଲୋକ
ବଲିଉଡ୍ ଅଭିନେତା ଇର୍ଫାନ୍ ଖାନ୍ଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଗତ ମଙ୍ଗଳବାର ଦିନ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ବୃହତନ୍ତ୍ର...
କରୋନା ଭାଇରସ୍କୁ ନେଇ ମନ୍ କି ବାତ୍ରେ କଣ କହିଲେ ପ୍ରଧାନମନ୍ତ୍ରୀ ?
ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ପ୍ରତ୍ୟେକ ନାଗରିକ କରୋନା...
କୋଭିଡ ସଂକଟରୁ ମୁକୁଳିବା ପାଇଁ MSMEକୁ ସହାୟତା ଦରକାର : ଡକ୍ଟର ଚାନ୍ଦ୍
ସାରା ବିଶ୍ୱ କୋଭିଡ ୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥନୀତି ଓ ଶିଳ୍ପଦ୍ୟୋଗକୁ ଏହା ଭୟଙ୍କର ଭାବେ ପ୍ରଭାବିତ କରିବାକୁ ଯାଉଛି । ଏଥିରୁ ମୁକୁଳିବା ପାଇଁ ଅର୍ଥନୀତି ଓ ଶିଳ୍ପ ବିଶାରଦମାନେ ଭିନ୍ନ ଭିନ୍ନ ପନ୍ଥା ଖୋଜିବା...
କେଉଁ ଦୋକାନ ଖୋଲା ରହିବ ? କେଉଁ ଦୋକାନ ବନ୍ଦ ରହିବ ?
କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ...
ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ ପାଇଁ କିଏ ଦେଇଥିଲା ଅନୁମତି
ଭାରତରେ କୋଭିଡ 19 ସଂକ୍ରମଣର ଏକ ପ୍ରମୁଖ କାରଣ ଭାବେ ଦିଲ୍ଲୀ ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ I ଏପର୍ଯ୍ୟନ୍ତ ଭାରତରେ କୋଭିଡ 19 ପଜିଟିଭ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ 30 ପ୍ରତିଶତ ଏହି ସମ୍ମିଳନୀ ସହ ଜଡିତ...

















