ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ କେସରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତୀ ମିଳିନାହିଁ । ସ୍ପେଶାଲ ଲିଭ୍ ପିଟିସନରେ ଶୁଣାଣୀ କରିବା ସମୟରେ ନ୍ୟାୟାଧୀଶ ଏନବୀ ରାମାନା ପି. ଚିଦାମ୍ବରମଙ୍କ ଯାଚିକାକୁ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ସମକ୍ଷ ଶୁଣାଣୀ...
ଅଭିନନ୍ଦନଙ୍କୁ ‘ବୀରଚକ୍ର’ ସମ୍ମାନ
ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବୀରତ୍ୱର ପୁରସ୍କାର ଘୋଷଣା କରାଯାଇଛି । ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଅଭିନନ୍ଦନ ବାଲାକୋଟ ଷ୍ଟ୍ରାଇକ ପରେ ପାକିସ୍ତାନର ଏଫ-୧୬ ବିମାନକୁ...
ମୋଦିଙ୍କୁ ପଠାଇଲେ ରାକ୍ଷୀ
ହିନ୍ଦୁ ଧର୍ମରେ ଭାଇ ଭଉଣୀର ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଆଗକୁ ରାକ୍ଷୀ ପୁର୍ଣ୍ଣିମା ଆସୁଥିବାରୁ ସାରା ଦେଶ ଏବେ ପ୍ରସ୍ତୁତ ହେଉଛି ଏହି ଉସ୍ôବ ପାଳନ କରିବାକୁ । ହେଲେ ଏମିତି ଏକ ଖବର ଏବେ...
ଫ୍ରିରେ ବୁଲନ୍ତୁ ତାଜମହଲ
ପ୍ରସିଦ୍ଧ ତାଜମହଲରେ ପ୍ରବେଶକୁ ନେଇ ପ୍ରତିଦିନ କଟକଣା ଜାରି ରହିଥାଏ । ହେଲେ ବର୍ତ୍ତମାନ ଏହାକୁ କୋହଳ କରାଯାଇଛି । ଏଏସଆଇ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୨ ତାରିଖ ସୋମବାର ୩ଘଣ୍ଟା ପାଇଁ ପର୍ଯ୍ୟଟକ ମାନେ କୌଣସି ଅର୍ଥ...
ଜେଟଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅବସ୍ଥା ବର୍ତମାନ ସ୍ଥିର ରହିଛି । ତାଙ୍କୁ ଶୁକ୍ରବାର ଦିଲ୍ଲୀ ଏମସରେ ଭର୍ତି କରାଯାଇଥିଲା । ସେ ଏବେ ଆଇସିୟୁରେ ଅଛନ୍ତି । ତାଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ହେଉଥିବା...
‘ଅନ୍ଧାଧୂନ’ ବେଷ୍ଟ ହିନ୍ଦୀ ଫିଲ୍ମ
ଆଜି ୬୬ତମ ରାଷ୍ଟ୍ରୀୟ ସିନେମା ପୁରସ୍କାର ଘୋଷଣା ହୋଇଛି । ଏହି କାର୍ଯ୍ୟକ୍ରମ ଶାସ୍ତ୍ରୀ ଭବନରେ ପିଆଇବି କନଫ୍ରେନ୍ସ ହଲରେ ଆୟୋଜିତ କରାଯାଇଛି । ଏଥିରେ ୨୩ଟି ବିନା ଫିଚର ଫିଲ୍ମ ଓ ୩୧ଟି ଫିଚର ଫିଲ୍ମକୁ ପୁରସ୍କାର ପ୍ରଦାନ...
ଛେଳିର ଦାମ ଜାଣିଲେ ଉଡିଯିବ ହୋସ୍
ଏହି ଛେଳିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି ଛେଳିର ଦାମ ରହିଛି ୮ ଲକ୍ଷ ଟଙ୍କା । ବିଶ୍ୱାସ ହେଉନି ନା । ଆଗ୍ୟା ହଁ ଉତ୍ତରପ୍ରଦେଶର ହମିରପୁରରେ ଏହି ଛେଳିକୁ ନେଇ ଏବେ ସାରା...
ରାଜ୍ୟସଭାରୁ ବିତାଡିତ ହେଲେ
ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି । ଏହି ବିଲ ରାଜ୍ୟସଭାରେ ଉପସ୍ଥାପନା ବେଳେ ୨ଜଣ ପିଡିପି ସାଂସଦ ପ୍ରବଳ ପାଟିତୁଣ୍ଡ ସହ ହଙ୍ଗାମା କରିବା କାରଣରୁ ତାଙ୍କୁ ଗୃହରୁ ବିତାଡ଼ିତ କରାଯାଇଛି । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶ।।ହା...
କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ
ଜମ୍ମୁ ଓ କାଶ୍ମୀର ସରକାରଙ୍କ ଗାଇଡଲାଇନ ପରେ ଏବେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ବହୁ ସଂଖ୍ୟାର ପର୍ଯ୍ୟଟକ ଏବେ ଜମ୍ମୁ ଓ କାଶ୍ମୀର ଛାଡି ଘରକୁ ଫେରୁଛନ୍ତି । ଜମ୍ମୁ କାଶ୍ମୀରରେ ଶୁକ୍ରବାର ଆତଙ୍କୀ ଆକ୍ରମଣ ଆଶଙ୍କା କରି...
ଖାଇବାକୁ ପାଉନାହାଁନ୍ତି ପାକିସ୍ତାନୀ
ଦେବାଳିଆ ସ୍ଥିତିରେ ପାକିସ୍ତାନ । ଅବସ୍ଥା ଏତେ ଖରାପ ଯେ, ରୁଟି ଖାଇବାକୁ ମଧ୍ୟ ଲୋକଙ୍କ ପାଖରେ ପଇସା ନାହିଁ । ଦାମ୍ ବୃଦ୍ଧି ପାଇଥିବାରୁ ରୁଟି କି ନାନ୍ କିଣି କରି ଖାଇବାକୁ ପାକିସ୍ତାନୀ ଅକ୍ଷମ । ସେହି...














